ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ‘ଜାନେ ଭୀ ଦେ ୟାରୋ’ର ସଂଗୀତକାରଙ୍କ ଦେହାନ୍ତ |ମୁମ୍ବଇସ୍ଥ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ବାସ୍ତବବ୍ୟୁରୋ:ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ସମାନ ଆଭିମୁଖ୍ୟ ରଖିଥିବା ଜଣାଶୁଣା ସଂଗୀତଜ୍ଞ ଭାନରାଜ ଭାଟିଆ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ କରିଛନ୍ତି।ତାଙ୍କୁ ୯୩ ବର୍ଷ ହୋଇଥିଲେ। ଭାଟିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଞ୍ଚ ବର୍ଷ ସଙ୍ଗୀତ ଅଧ୍ୟାପକ ଥିଲେ। ଶ୍ୟାମ […]
ରାଜ୍ୟ
ବାସ୍ତବବ୍ୟୁରୋ:ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୨୪୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୯୫୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୨୩୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । […]
ବାସ୍ତବବ୍ୟୁରୋ: “ରକ୍ତ ଦାନ ମହତ ଦାନ” ଏହି ମତରେ ଦୁନିଆର ବହୁ ସ୍ବେଚ୍ଛାସେବୀ,ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନରେ ସାମିଲ ହୁଅନ୍ତି ଏବଂ ରକ୍ତଦାନ କରି ବହୁମୂଲ୍ୟ ଜୀବନ ବଂଚାଇବାରେ ସହାୟକ ହୁଅନ୍ତି | ହେଲେ କରୋନା କାଳରେ ଏ ନେଇ ଦ୍ୱନ୍ଦ ଉପୁଜିଥିଲା Iପୂର୍ବରୁ ଯେଉଁ ଆଶଙ୍କାରେ ଟିକାକରଣ ଓ ରକ୍ତଦାନକୁ ନେଇ ନିୟମାବଳୀ ଜାରି କରାଯାଇଥିଲା, ବିଶେଷଜ୍ଞମାନଙ୍କ ସମୀକ୍ଷା ପରେ ସେଥିରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଜାରି ହୋଇଛି […]
ବାସ୍ତବବ୍ୟୁରୋ: ( ଭୁବନେଶ୍ୱର) ରେଳବାଇକୁ ଯାତ୍ରୀ ସଙ୍କଟ, ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ କ୍ରମାଗତ ଭାବେ ଟ୍ରେନ ବାତିଲ କରାଯାଉଥିବାବେଳେ,ଏବେ ଆଉ ୪ଟି ଦୈନିକ ସ୍ବତନ୍ତ୍ର ଟ୍ରେନ୍ ବାତିଲ ହୋଇଛି।ସେଗୁଡିକ ହେଲା ଭୁବନେଶ୍ବର-ଜଗଦଲପୁର ସ୍ବତନ୍ତ୍ର ଟ୍ରେନ୍ ମେ’ ୮ରୁ ୨୨ ପର୍ଯ୍ୟନ୍ତ, ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ ମେ’ ୯ରୁ ୨୩ ପର୍ଯ୍ୟନ୍ତ ବାତିଲ କରାଯାଇଛି। ବିଶାଖାପାଟଣା-କିରାଣ୍ଡୁଲ ଦୈନିକ ସ୍ବତନ୍ତ୍ର ଟ୍ରେନ ମେ’ ୭ରୁ ୨୧ ଏବଂ କିରାଣ୍ଡୁଲ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ […]
ଚାମୁଣ୍ଡା ଘାଟ ନିକଟରେ ଯମୁନା ନଦୀରେ ଭାସୁଥିବା ତସଲା ରୁ ଏକ ନବଜାତ ଶିଶୁର କ୍ରନ୍ଦନ ଆସୁଥିଲା। ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ବାସ୍ତବବ୍ୟୁରୋ:ଶ୍ରୀକୃଷ୍ଣ ନଗରୀ ମଥୁରାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଗୁରୁବାର ଦିନ ଯମୁନା ନଦୀରେ ଏକ ଜନ୍ମିତ ଶିଶୁକୁ ତସଲାରେ ଭାସୁଥିବାର ଦେଖିବାକୁ ମିଳିଥିଲା | ଲୋକମାନେ ଶିଶୁଟିର କ୍ରନ୍ଦନ ଶୁଣିବା ପରେ, ପୋଲିସ ଘଟଣାସ୍ଥଳରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦୦୧୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୧୫୮୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୧୬୪୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]
ବାସ୍ତବବ୍ୟୁରୋ:ନନ୍ଦିଗ୍ରାମ ବିଧାନସଭା ଆସନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ବିଜେପି ନେତା ସୁଭେନ୍ଦୁ ଅଧି କାରୀ କହିଛନ୍ତି ଯେ ରାଜ୍ୟରେ ଅବସ୍ଥା ଅତ୍ୟନ୍ତ ଖରାପ। ସେ କହିଛନ୍ତି ଯେ ଏହାପୂର୍ବରୁ ଯେତେବେଳେ ମମତାଙ୍କ ଦଳ ପ୍ରଥମ ଥର ପାଇଁ ୬୦ ଟି ସିଟ୍ ଜିତିଥିଲା ସେତେବେଳେ ଏଭଳି ହିଂସା ଘଟିଥିଲା। ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ […]
ବାସ୍ତବବ୍ୟୁରୋ: କରୋନା ସଂକ୍ରମଣ ନୀତି ବଢି ବଢି ଚାଲିଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଉପର ମୁହାଁ କେତେବେଳେ ୧୦ ହଜାର ଉପରେ ତ କେତେବେଳେ ତଳେ |ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାନୁଯାୟୀ,ଗତ ୨୪ ଘଣ୍ଟା ରେ ରାଜ୍ୟରେ ୯୮୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ।ସେଥିମଧ୍ୟରୁ ସଙ୍ଗରୋଧରୁ ୫୬୧୧ ଜଣ ଚିନ୍ହଟ ହୋଇଥିବାବେଳେ ୪୨୭୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ […]
ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ ହୋଇଛି। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ୧୯ ତାରିଖ ଯାଏ ସାରା ରାଜ୍ୟ ବନ୍ଦ ରହିବ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ […]
ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନରେ ପରାସ୍ତ ହେବା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା । ତାଙ୍କର ପୂର୍ବ ସହଯୋଗୀଙ୍କ ସହ ଘମାଘୋଟ ସଂଘର୍ଷରେ ହାରିବା ପରେ,ଦ୍ୱିତୀୟ ଥର ଭୋଟ୍ ଗଣନା ପାଇଁ ତାଙ୍କର ଦାବି ପ୍ରତ୍ୟାଖ୍ୟାନ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତି ଚୂଡାନ୍ତ ଏବଂ ଏହାକୁ କେବଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ। ଏହି ସମୟରେ ନନ୍ଦିଗ୍ରାମରେ ରହୁଥିବା ଅଧିକାରୀଙ୍କୁ […]


