ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବାତ୍ୟା ‘ୟାସ୍’ ପ୍ରଭାବରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି |ପୂର୍ଣ୍ଣିମା ତିଥି ଯୋଗୁଁ ଅଶାନ୍ତ ହୋଇପଡିଥିଲା ସମୁଦ୍ର। ଏଭଳି ପରିସ୍ଥିତିରେ ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରବେଶ କରିଛି | ଖବର ଅନୁଯାଇ ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବା ଯୋଗୁ, ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲୁଣା ପାଣି ଲହଡି ଭାଙ୍ଗିଥିଲା […]

ବାସ୍ତବବ୍ୟୁରୋ:(କଟକ) ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି’ ଆଜି ସକାଳେ ତାଙ୍କ ପ୍ରାଣବାୟୁ ଉଡିଯାଇଛି | ଓଲିଉଡ଼ ତଥା ସଂଗୀତ ପ୍ରେମୀଙ୍କ ପାଇଁ ଏହା ଏକ ଦୁଖଦଃ ଖବର | ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଅନେକ ବରିଷ୍ଠ କଳାକାର ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ବୟସ ପାଖାପାଖି ୫୩ ବର୍ଷ ହୋଇଥିଲା | ଗତ ମେ’ ୨୨ ତାରିଖରେ କରୋନା ସଂକ୍ରମିତ […]

 ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ୫୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ। ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକ୍ୟାଲ ନେବା ବାଟରେ ଆଖିବୁଜିଦେଲେ ଶାନ୍ତିରାଜ ଖୋସଲା । ଅପରାହ୍ନ ୧୨ଟା ୩୦ ମିନିଟରେ ହେଲିକାପ୍ଟର ଯୋଗେ ବାତ୍ୟା ‘ୟାସ୍’ରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ।ଆଗାମୀ ୭ ଦିନ ପାଇଁ,ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଅନୁମାନ ଅନୁଯାଇ କ୍ଷୟ କ୍ଷତି ହୋଇନଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଉଦ୍ଧାର ଓ ରିଲିଫ ପାଇଁ ଉଦ୍ୟମ ଜାରି ରହିଛି। ୨୪ […]

ବାସ୍ତବବ୍ୟୁରୋ:(କୋଣାର୍କ) ଗୋପ ଅତିରିକ୍ତ ତହସିଲଦାର ସହ କୋଣାର୍କ NAC ଅଧିକାରୀ ପହଞ୍ଚି ବାତ୍ୟା ୟସ ର କିପରୀ ରହିଛି ସ୍ଥିତି ପରଖିବା ସହ ନୋଳିଆ ସାହି ବାତ୍ୟା ଆଶ୍ରୟସ୍ଥଳୀ ଓ କୋଣାର୍କ ମାଉସୀ ମା ସାହି ସ୍କୁଲରେ ରହୁଥିବା ଲୋକମାନଙ୍କୁ ସୁଖିଲା ଖାଦ୍ୟ ଦେବା ସହ ନୋଳିଆ ସାହିର ମାଛଧରାଳିଙ୍କ ଡଙ୍ଗା କିପରି ସୁରକ୍ଷିତ ଅଛି ତଦାରଖ କରିଛନ୍ତି। କୋଣାର୍କ ଚନ୍ଦ୍ରଭାଗା କୂଳ ରେ ସମୂଦ୍ର ଅଶାନ୍ତ ଥିବା ବେଳେ […]

ସକାଳ ୯ଟାରୁ ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ । ରାଜ୍ୟରେ ଗତ ୨୪ […]

ବାସ୍ତବବ୍ୟୁରୋ:(ଭଦ୍ରକ)ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’ ଏ ନେଇପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇ,ସ୍ବତନ୍ତ୍ର ରିଲିଫ୍ କମିଶନର କହିଛନ୍ତି କି,ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩ ରୁ ୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ୍ ସମୟରେ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ […]

ବାସ୍ତବବ୍ୟୁରୋ:(କୋଣାର୍କ)ବାତ୍ୟା ୟଶକୁ ଆଖିରେ ଆଖି ପୁରୀ ଜିଲ୍ଲାପାଳ ଓ ଏସପି କୋଣାର୍କ,ଅସ୍ତରଙ୍ଗ ଓ କାକଟପୁର ବ୍ଲକର ଉପକୂଳର୍ବୀ ଦୁଇ ହଜାରରୁ ଅଧିକ ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ରେ ଆଣି ରଖି କିଛି ସୁଖିଲା ଖାଦ୍ୟ ଦେବାସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ୟଶ ଯୋଗୁଁ ପ୍ରବଳ ବର୍ଷା ଓ ପବନ ଯୋଗୁ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ସମୁଦ୍ର କୂଳିଅ।ଅଂଚଳରୁ ଲୋକ ମାନେ ସୁରକ୍ଷିତ ରହିବା ସହ କୋଭିଡ୍ […]

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଗତ ୧୮ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହଟ ଗ୍ରାମର ଭାଗ୍ୟଧର ବେହେରା ଙ୍କ ଘରୁ ହୋଇ ଥିବା ଲୁଟ ର ମହା ଖୁଳସା କରିଛି ଚୌଦ୍ୱାର ପୋଲିସ୍ । ଭାଗ୍ୟଧର ଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟ ହୋଇ ଥିବାର ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା।ଚୌଦ୍ୱାର ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ […]

ବାସ୍ତବବ୍ୟୁରୋ:(ଚୌଦ୍ୱାର କଟକ) କ୍ଷୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟସ, ବାତ୍ୟାର ଆଖିରେ ୪ ଜିଲ୍ଲା ରହିଥିବାରୁ କଟକ ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ରେ ଘୋଷଣା କରାଯାଇଛି। ବାତ୍ୟାର ତାଣ୍ଡବରେ ବହୁ କଚ୍ଚା ଘର ଭାଙ୍ଗିବାର ସମ୍ଭାବନା ଥିବାବେଳେ କଟକର ନଦୀକୂଳିଆ ଅଞ୍ଚଳ ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ରଖାଯାଇଛି। ସେଠାରେ ବସତି ସ୍ଥାପନ କରୁଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ସହରର ବିଭିନ୍ନ ସ୍କୁଲ, […]

Pin It on Pinterest