ବାସ୍ତବବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |ଅଣଆୟତଃ ହେବକି କରୋନା ? ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଥିବାଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୨୩୧୫ରେ ପହଞ୍ଚିଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୮୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ୨୦୩୭ଜଣ ଅଛନ୍ତି । ଗତ ୨୪ ଘଂଟାରେ […]

ବାସ୍ତବବ୍ୟୁରୋ: କଟକରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି , ସିଏମସି ଜାରିକଳା ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର । ସିଏମସି କମିଶନର ଅନନ୍ୟା ଦାସ,କଟକ ବାସୀଙ୍କୁ ଅନୁରୋଧ କରିଛନ୍ତିକି, ଯେ କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ ସିଏମସିକୁ ହେଲ୍ପ ଲାଇନ ନମ୍ବରରେ ଫୋନ କରିବା ପାଇଁ । ଏଥି ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ସିଏମସି । ନମ୍ବରଟି ହେଲା ୭୦୭୭୭୭୫୫୫୫ । […]

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଆଜି (ମଙ୍ଗଳବାର) ଦାୟିତ୍ବ ଗ୍ରହଣ କରିଛନ୍ତି ।  ଭୁବନେଶ୍ୱରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଧର୍ମଗୁରୁଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି ।  ଆଜିଠାରୁ ୧୫ ଦିନ ବନ୍ଦ ରହିବ ସମ୍ବଲପୁର ବାର୍ । ନିର୍ବାହୀ ପରିଷଦ ବୈଠକରେ ବାର୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି […]

ବାସ୍ତବବ୍ୟୁରୋ:କଟକ ରେଳ ଷ୍ଟେସନରେ,କୁମ୍ଭମେଳାରୁ ଫେରିଥିବା ୩୦ ଜଣ ଲୋକଙ୍କର ନମୁନା ପରୀକ୍ଷା ରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ କଟକ ରେଳ ଷ୍ଟେସନରେ କୋଭିଡ ଯାଞ୍ଚ ବେଳେ ୩୦ଟି ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣଙ୍କର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁମ୍ଭମେଳାକୁ ଯାଇଥିବା ଲୋକେ, ରାଜ୍ୟକୁ ଫେରିବା ପାଇଁ କରୋନାର ଆଣ୍ଟିଜେନ୍ ଟେଷ୍ଟ […]

ବାସ୍ତବବ୍ୟୁରୋ:ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଟୀକାକରଣ ଘୋଷଣା କରିଛନ୍ତି। ଏହି ଅବଧିରେ, ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟୀକାକରଣ କରିବାକୁ ସମର୍ଥ ହେବେ | ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ମଧ୍ୟରେ ସରକାର ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଖୋଲା ବଜାରରେ ଟିକା ବିକ୍ରିକୁ ଅନୁମୋଦନ କରିଛନ୍ତି। ମୂଲ୍ୟ ପୂର୍ବରୁ ସ୍ଥିର କରାଯିବ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କୁ ମଧ୍ୟ କ୍ରୟ କରିବାର […]

ବାସ୍ତବବ୍ୟୁରୋ:ଭୁବନେଶ୍ବର ୨୦।୦୪ : ରାଜ୍ୟରେ ଗତ ୨୪ ଘଣ୍ଟା ରେ ୪୭୬୧ କରୋନା ସଂକ୍ରମିତ ଚିହ୍ନଟ |ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସରକାରଙ୍କ ସବୁପ୍ରକାର ପ୍ରଚେଷ୍ଟା ସତ୍ୱ କୁଳ ଲଂଘୁଛି କରୋନା | ଏବେ ସୁଧା ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ଜଣାପଡିଛି […]

ବାସ୍ତବବ୍ୟୁରୋ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସାରା ରାଜ୍ୟରେ କୋକୁଆ ଭୟ ସୃଷ୍ଟି କରିଛି | ଏହାକୁ ନଜରରେ ରଖି ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ।ଆଜି ସଂଧ୍ୟରେ ସ୍ବତନ୍ତ୍ର ରିଲିଫ୍‌ କମିସ ଘୋଷଣା କରିଛନ୍ତିକି, ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍‌ଡାଉନ୍‌ ହେବ । ମେ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ । ୩୦ଟି ଯାକ ଜିଲ୍ଲାରେ […]

କରୋନା ସଂକ୍ରମିତ ଡାକ୍ତର ସତ୍ୟେନ୍ଦ୍ର ମିଶ୍ରଙ୍କୁ ହାଇଦ୍ରାବାଦକୁ ଚିକିତ୍ସା ପାଇଁ ପଠାଯାଇଛି ୧୮ ଲକ୍ଷ ଭଡା ଦେଇ ହାଇଦ୍ରାବାଦକୁ ପଠାଯାଇଥିବା ଏୟାର ଆମ୍ବୁଲାନ୍ସ | ଡାକ୍ତର ମିଶ୍ର ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସାଗରରୁ ଭୋପାଳ ପର୍ଯ୍ୟନ୍ତ ୧୭୫ କିଲୋମିଟର ଲମ୍ବା ଗ୍ରୀନ କରିଡର ନିର୍ମିତ | ବାସ୍ତବବ୍ୟୁରୋ:ମଧ୍ୟପ୍ରଦେଶ ର,ପ୍ରତ୍ୟେକ ଅଞ୍ଚଳରେ କରୋନା ସଂକ୍ରମଣର ହାହାକାର | ଏହି ସମୟରେ, ବୁନ୍ଦେଲଖଣ୍ଡ ମେଡିକାଲ କଲେଜରେ ପୋଷ୍ଟ କରାଯାଇଥିବା ଡକ୍ଟର […]

ଭୁବନେଶ୍ବର:ଦିନକୁ ଦିନ କାୟା ବିସ୍ଥାରୁଛି କରୋନା,ବଢି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା |ନାଇଟ କରଫୁ ,ସଟଡାଉନ କିଛି କାମ ଦଉନି| କୋଭିଡ ଟୀକା ନେଲେବି ପୁଣି ସଂକ୍ରମିତ ହେଉଛନ୍ତି,ଏ ସମ୍ପର୍କରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଟିକା ନେଲେ ବି କରୋନା ହେବ। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ସେ ଏକଥାବି କହିଛନ୍ତି କି,ଟିକା ନେଲେ ମୃତ୍ୟୁହାର କମିବ। କିଛି ଜିଲ୍ଲାରେ […]

ବାସ୍ତବବ୍ୟୁରୋ: ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୬। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ । ଅନ୍ୟ ମାନଙ୍କର ପ୍ରାଥୀ ତ୍ୱ କାଏମ ରହିବ, କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଆପଣମାନେ ଜାଣିଛନ୍ତିକି ପ୍ରଦୀପ ମହାରଥୀଙ୍କ ବିୟୋଗ ରେ […]

Pin It on Pinterest