ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |ଏପ୍ରିଲ ମାସର ଆରମ୍ଭରୁ ପ୍ରଦ୍ୱୀଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦେଖି,ରାଜ୍ୟ ସରକାର କରୋନା ଟିକାର ଅଭାବ ଅନୁଭବ କରି ,କେନ୍ଦ୍ରକୁ ଅଧିକ ଟିକା ଯୋଗାଇବା ପାଇଁ ଚିଠି ଲେଖିଛନ୍ତି | ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନାନୁଯାୟୀ ଏବେ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଅଛି । ଗଚ୍ଛିତ […]

ବାସ୍ତବବ୍ୟୁରୋ:ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ବିଲ୍ ବୃଦ୍ଧି ବିରୋଧରେ ହାଇକୋର୍ଟର ଦ୍ଵାରସ୍ତ ହୋଇଛି ଭାରତୀୟ ବିକାଶ ପରିଷଦ।ଏହି ବର୍ଦ୍ଧିତ ବିଦ୍ୟୁତ୍ ବିଲ୍କୁ ବିଭିନ୍ନ ରାଜନୈତକ ଦଳ ବିରୋଧ କରୁଥିଲେବି ଖାଲି ଭାଷଣ ବାଜିରେ ସୀମିତ ରହିଥିବାବେଳେ, ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ପିଟିସନ ଦାଖଲ କରିଛି | ପିଟିସନରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଶ୍ଳୁକ ବୃଦ୍ଧି […]

ମାଇକ୍ରୋବାୟୋଲୋଜିଷ୍ଟଙ୍କ କହିବାନୁସାରେ, ଭୂତାଣୁ ପାଞ୍ଚ ଦିନ ଧରି ସକ୍ରିୟ ରହିଥାଏ | ସଂକ୍ରମଣ ରୋକିବା ନିୟମ ମାନୁଥିବା ଦୋକାନରୁହିଁ ମାଂସ କିଣନ୍ତୁ | ବାସ୍ତବବ୍ୟୁରୋ:କରୋନା ସଂକ୍ରମଣର ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ବିଚାରକୁ ନେଇ, ସଂକ୍ରମଣ ପ୍ରତିରୋଧ ପ୍ରୋଟୋକଲ ବିଷୟରେ ସଚେତନତା ପାଇଁ ପୁଣି ଥରେ ଆଲୋଚନା ହେଉଛି | ଉଦ୍ଧାର ପାଇଁ ICAR ଦ୍ୱାରା ଦିଆଯାଇଥିବା ପରାମର୍ଶରେ ଚମଡା ପର୍ସ, ବେଲ୍ଟ, ବ୍ୟାଗ, ଜୋତା ଇତ୍ୟାଦି ବ୍ୟବହାର ଏବଂ […]

ବାସ୍ତବବ୍ୟୁରୋ:କରୋନାସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି (ରବିବାର) ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିର । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ଶ୍ରୀମନ୍ଦିର ଚାରିଦ୍ୱାର, ବାଇଶି ପାହାଚ, ସ୍ନାନମଣ୍ଡପ,ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ,ପ୍ରଭୃତିସ୍ଥାନକୁ ବିଶୋଧନ କରାଯିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦକରାଯାଇଥିଲା ।ଗତକାଲି ମନ୍ଦିର ସାନିଟାଇଜ୍‌ କରିବା ପରେ ଆଜି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରଖୋଲାଯିବା ପରେ, ସକାଳୁ ଭକ୍ତମାନେ ମହାପ୍ରଭୁଙ୍କୁ […]

ବାସ୍ତବବ୍ୟୁରୋ: ପବ୍ ଡ୍ୟାନ୍ସର ଜଗନ୍ନାଥ ମଲ୍ଲିକ ନୀଳାଦ୍ରିବିହାର ଆଦର୍ଶ ବସ୍ତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ପୋଲିସ। ଖବର ଅନୁଯାଇ, ଜଗନ୍ନାଥ ପେସାରେ ଜଣେ ରଙ୍ଗ ମିସ୍ତ୍ରୀ ହେଲେ ନିଶା ଡାନ୍ସ | ମାଟ୍ରିକ୍‌ ପାସ ପରେ ଅର୍ଥାଭାବରୁ ସେ […]

ଆଜି ଭୋର ୩ଟା ସମୟରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର, ଏମ ଏସ-୨ର କଣ୍ଟ୍ରୋଲ ରୁମ୍ ରୁମରେ ଅଗ୍ନିକାଣ୍ଡ ଘଟିଛି । ବାସ୍ତବବ୍ୟୁରୋ:(ରାଉରକେଲା)ସୂଚନାନୁଯାଇ , ଆଜି ଭୋରୁ ହଟାତ ଷ୍ଟିଲ ପ୍ଲାଣ୍ଟର କଣ୍ଟ୍ରୋଲ ରୁମରେ ନିଆଁ ଲାଗିଯାଇଥିଲା ।ସଂଗେ ସଂଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା,ଅଗ୍ନିଶମ ବାହିନୀ ତୁରନ୍ତ ପହଂଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା । । ଷ୍ଟିଲ ପ୍ଲାଣ୍ଟ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇ […]

ବାସ୍ତବବ୍ୟୁରୋ: ଆଜିଠାରୁ ରାତି ୧୦ ରୁ ସକାଳ ୫ ନାଇଟ୍ କର୍ଫ୍ୟୁ, ଏହା ରାଜ୍ୟର ୧୦ଟି ଜିଲ୍ଲାରେ ଲାଗୁ ହେବ ।ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ସୀମାବର୍ତ୍ତୀ ୧୦ଜିଲ୍ଲା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ […]

ଭୁବନେଶ୍ୱର : ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାଇ,ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରର ଭୁବନେଶ୍ୱରରେ ଥିବା ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରୁ ୮ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ,ବିଏମସି ଅଞ୍ଚଳ ମଧ୍ୟ ସେଥିରୁ ବାଦ ଯାଇନି|ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । […]

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏଥିସହିତ ୩୦ରୁ ୪୦କିମି ବେଗରେ ପବନ ମଧ୍ୟ ବହିବାର ପୂର୍ବାନୁମାନ କରାଯାଇଛି। ରାଜ୍ୟର କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ଥିବା ଜିଲ୍ଲା ଗୁଡିକ ମଧ୍ୟରେ, ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ସମେତ ନୟାଗଡ଼, ଖୋର୍ଧା, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ […]

ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର କ୍ରମେ କାୟା ବିସ୍ତାର କରିବାରେ ଲାଗିଛି ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା | ଶୁକ୍ରବାର (ଗତକାଲି) ନୂଆ ସଂକ୍ରମିତଙ୍କ ସଂଖ୍ୟା ୪୫୨କୁ ବୃଦ୍ଧି ହୋଇଥିବାବେଳେ ଆଜି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୧୯ ବୃଦ୍ଧି ପାଇ ୪୭୧ ଜଣରେ ପହଂଚିଛି | ୨୭୮ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୧୯୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି | ଏହାକୁ ମିଶାଇ […]

Pin It on Pinterest