ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସୁର ଭାଇଙ୍କ କରୋନା ଟିପ୍ସ ସବୁବେଳେ ସୁରାଭାଇଙ୍କ ଠାରୁ କିଛିନାକିଛି ଶୁଣିବା ପାଇଁ ରାଜ୍ୟବାସୀଙ୍କ ଉତ୍କଣ୍ଠା ଥାଏ |ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କଂଗ୍ରେସର ବରିଷ୍ଠ ନେତା ସୁରାଭାଇଙ୍କ କହିଥିଲେ କି “ସକାଳେ ଉଠି ଗୋଟିଏ ପିଆଜ ପକେଟ୍ରେ ରଖିବେ। ସେ ପିଆଜ ସେମିତି ପକେଟ୍ରେ ପଡ଼ିଥିବ। ଆଉ ଯେତେବେଳେ ଭାତ ଖାଇବେ, ସେତେବେଳେ ଦୁଇ କୋଲା ରସୁଣ ଚୋବାଇ ଖାଇଦେବେ। ରସୁଣ ପଖାଳ ବା ଗରମ ଭାତ ଯେଉଁଥିରେ ଖାଇଲେ ଚଳିବ। ଦେଖିବ କରୁଣା ଫରୁଣା କେହି ପାଖକୁ ଆସିବନି” ।ଏହାଛଡ଼ା ମନୋବଳ ଦୃଢ଼ କରିବାକୁ ପଡ଼ିବ।
Next Post
ପ୍ରଧାନମନ୍ତ୍ରୀଙ୍କ କରୋନା ଟିକା ପାଇଁ ଜରୁରୀ ବୈଠକ...
Sun Apr 18 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲ) ଦେଶରେ କରୋନା ଟିକାର ଅଭାବ ଅଭିଯୋଗକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ଜରୁରୀ ବୈଠକ ଡାକିଥିଲେ । ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଟିକାର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ । ଯେକୌଣସି ଉପାୟରେ ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।ସେ ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା […]

You May Like
-
6 years ago
ସୁବ୍ରତ ବାଗଚୀଙ୍କ କରୋନା ସମ୍ପର୍କିତ ସୂଚନା
-
6 years ago
ସମସ୍ତଙ୍କର ନିଜ ରାଜ୍ୟକୁ ଫେରିବାର ଅଧିକାର ଅଛି : ବାଗଚୀ
-
3 years ago
‘ସମ୍ୱାଦ’ କାର୍ଯ୍ୟାଳୟରେ EOW ଚଢ଼ଉ


