ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୯୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ପୋଲିସ କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ […]

ବାସ୍ତବବ୍ୟୁରୋ:କଟକ ବଡ ମେଡିକାଲ ସର୍ଜରୀ ଓ୍ଵାର୍ଡ କ୍ୟାବିନ୍‌ ନମ୍ବର ୫ ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର। ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସ୍ପଷ୍ଟ କରିଛନ୍ତିଯେ ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ କରି ଡାକ୍ତରଖାନା ବେଡ୍‌ରୁ ଛୁ ମାରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। କଟକରେ ସର୍ଚ୍ଚ ଅପରେସନ ଜୋରଧରିଛି ହାଇଦର ଧରିବା ପାଇଁ |ଡିସିପିଙ୍କ ନେତୃତ୍ଵରେ ଅପରେସନ ଜୋରଦାର ଜାରି ରହିଛି। ଗ୍ୟାଙ୍ଗଷ୍ଟର ହାଇଦର ପାଇଁ ଡାକ୍ତରଖାନାରେ ୪ ସୁରକ୍ଷାକର୍ମୀ ନିୟୋଜିତ ଥିଲେ […]

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ କୂଚବିହାର ରେ ହିଂସା ଘଟଣାରେ ୪ ଜଣଙ୍କର ମୃତ୍ୟୁ କୁଚବିହାର ଘଟଣାରେ ମୋଦୀ ଟିଏମସି ଉପରେ ଅଭିଯୋଗ କରି, କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏହି ଘଟଣା ପରେ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ମାଗିଛନ୍ତି ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗରେ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ କୋଚ ବେହେରାଠାରେ ଘଟିଥିବା ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। […]

ବାସ୍ତବବ୍ୟୁରୋ:ଆଜି ବିଜେପି ନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ, ନାଗା ସାଧୁ ବୈଷ୍ଣବ ପୁରୀଙ୍କୁ ଶୀଘ୍ର ଜେଲରୁ ମୁକିଳାଇବା ନେଇ ଦାବି କରିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ସେଠୀ କହିଛନ୍ତି କି, ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ସାଧୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ୮ ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ।ତାଙ୍କୁ ମାନସିକ ଓ […]

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନେ ନିଶ୍ଚିତ ଭାବରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ:ଭୁବନେଶ୍ୱର ରେଳଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ । ପୁରୀର ଏମାର ମଠରୁ ମିଳିଛି ରୁପା ଇଟା । ଓଡିଶାକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟିକା । ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ । ଟିକା ନେବା ପାଇଁ ଜିଲ୍ଲାରୁ ଟିକା ଗାଡି […]

ବାସ୍ତବବ୍ୟୁରୋ:ପ୍ରତିଦିନ ଖବର ଦୁନିଆରେ ଓଡ଼ିଶାର ଆଉ କୋଉ ଖବର ଥାଉ ବା ନଥାଉ ଗଞ୍ଜେଇ ଚୋରା ଚାଲାଣ ର ଖବର ନିଶ୍ଚୟ ଥିବ | ନକ୍ସଲ ଓ ଗଂଜେଇ ମାଫିଆଙ୍କ ପାଖରେ ଯେମିତି ହାରିଯାଉଛି ଆଇନ କାନୁନ |ଧଳା ଓ ନୀଳ ଜହରର କହଁର ଆଜି ଗାଁ ଠୁ ସହର | ଗଂଜେଇ ଚୋରା ଚାଲାଣର ରାଜ୍ ଚାଲୁଛି,ଆଜି କନ୍ଧମାଲତ କାଲି କୋରଫୁଟ,ଏହି ପରିପେକ୍ଷୀରେ ଆଜି କନ୍ଧମାଳରୁ ଦିଲ୍ଲୀ ଚାଲାଣ […]

ବାସ୍ତବବ୍ୟୁରୋ: ପୂର୍ବତଟ ରେଲବାଇ ପକ୍ଷରୁ, ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟକୁ ଆଜିଠାରୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ପୂର୍ବତଟ ରେଲବାଇ ପକ୍ଷରୁ ସୂଚିତ କରାଯାଇଛି । ପୂର୍ବତଟ ରେଲବାଇର ନିୟମ ଅନୁଯାଇ ରେଳଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ RT-PCR ଟେଷ୍ଟ କରାଇବା ନିହାତି ଜରୁରୀ ।ଏଥିରେ ନେଗେଟିଭ୍ ରିପୋର୍ଟ ଆସିଲେ ରେଳରେ ଯାତ୍ରା କରିପାରିବେ । ନତୁବା ଯାତ୍ରୀଙ୍କର କୋଭିଡ ଦ୍ୱିତୀୟ ଡୋଜ୍ ଟିକାକରଣର […]

ବାସ୍ତବବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) କଟକସ୍ଥିତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନା। ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ ମିଶ୍ରଙ୍କ ସୂଚନାନୁଯାଇ, ଭୁବନେଶ୍ବର ଭିଜିଲାନ୍ସ ଡିଭିଜନର ୪ଟି ଟିମ୍ ଆଜି ଏକା ସଙ୍ଗରେ, ଶ୍ରୀ ଜେନାଙ୍କ ଘାଟିକିଆସ୍ଥିତ ବନ ତାଲିମ କେନ୍ଦ୍ର ପରିସରରେ ଥିବା ସରକାରୀ ବାସଭବନ, ଜାଗମରାରେ ଥିବା ୪ ମହଲା କୋଠା, ଢେଙ୍କାନାଳ ଗଁଦିଆ ରତନପୁରସ୍ଥିତ ପୈତୃକ ଘର ଓ ଅଫିସରେ ସକାଳୁ […]

ବାସ୍ତବବ୍ୟୁରୋ:ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁଯାଇ ।୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଲାଗିରହିବ ।ଆଜି ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଅଧିକ ବେଗରେ ପବନ ବହିବା ସହ ଘଟଘଡ଼ି, ବିଜୁଳିଓ ବର୍ଷା ହେବାର ସମ୍ଭାବନା ଅଛି । ୧୧ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, […]

ରାଜଧାନୀ ଦିଲ୍ଲୀରେ କରୋନା ବଢ଼ିବାରେ ଲାଗିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୪୩୭ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ବାସ୍ତବବ୍ୟୁରୋ:ନୂଆଦିଲ୍ଲୀ: କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ (ସରକାରୀ, ବେସରକାରୀ) ଏବଂ ଦିଲ୍ଲୀର […]

Pin It on Pinterest