ବାସ୍ତବବ୍ୟୁରୋ: କୋଈ ମାଇକା ଲାଲ’ କିଶାନୋ ସେ ଉଁନକି ଜମିନ ଛୀନ ନେହିଁ ଶକ୍ତି,ଏ କଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ |ନୂଆଦିଲ୍ଲୀ ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରଦ୍ଦ କରିବାକୁ ଏହି ସରକାରଙ୍କ ଉଦ୍ଦେଶ୍ୟ କେବେ ନୁହେଁ କିମ୍ବା ହେବ ନାହିଁ। ବଜାର ବ୍ୟବସ୍ଥା ମଧ୍ୟ ରକ୍ଷଣାବେକ୍ଷଣ କରାଯିବ […]
ରାଜ୍ୟ
ବାସ୍ତବବ୍ୟୁରୋ:(କୋଲକାତା) କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରବିବାର ଦିନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ବିଶ୍ୱାସ କରାଯାଏ। ଗତ କିଛି ଦିନ ହେବ ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ରାଜ ଭବନ ସୂତ୍ରରୁ ପ୍ରକାଶ ଯେ ଏହା ଏକ ‘ସୌଜନ୍ୟତା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮୭୩୮ରେ ପହଞ୍ଚିଛି । ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୬୪ ଛୁଇଁଲା ମୃତକଙ୍କ ସଂଖ୍ୟା । କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ।ସିବିଆଇ ଅଫିସ ସମ୍ମୁଖରେ ଆନ୍ଦୋଳନ ବେଳେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର । ସେଠାରୁ ତାଙ୍କୁ ନେଇ […]
ବାସ୍ତବବ୍ୟୁରୋ:କଂଗ୍ରେସର ୧୩୬ ତମ ଫାଉଣ୍ଡେସନ ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ |କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିଦେଶ ଗସ୍ତରେ ଯାଇଛନ୍ତି । ଦଳ ଏହି ସୂଚନା ଦେଇଛି। ତେବେ ରାହୁଲ ଗାନ୍ଧୀ କେଉଁଆଡେ ଯାଇଛନ୍ତି ବୋଲି କଂଗ୍ରେସ ପ୍ରକାଶ କରି ନାହିଁ। କିନ୍ତୁ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ନିଶ୍ଚିତ କରିଛନ୍ତି ଯେ ସେ କିଛି ଦିନ ପାଇଁ ବାହାରକୁ ଯାଇଛନ୍ତି। […]
ବାସ୍ତବବ୍ୟୁରୋ:ଆଜି ଦେଶର ପ୍ରଥମ ଡ୍ରାଇଭର ବିହୀନ ମେଟ୍ରୋ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ,ଏଥିସହ ଏନସିଏମସି କାର୍ଡ ମଧ୍ୟ ଲଞ୍ଚ କରାଯିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ଆଜି) ସକାଳ ୧୧ ଟାରେ ଦେଶର ପ୍ରଥମ ଡ୍ରାଇଭର ବିହୀନ ମେଟ୍ରୋ ସେବା ଆରମ୍ଭ କରିବେ। ମ୍ୟାଜେଣ୍ଟା ଲାଇନର ଜନକପୁରୀ-ବଟାନିକାଲ୍ ଗାର୍ଡେନ୍ କରିଡରରେ ୩୭ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ସେବା ଆରମ୍ଭ ହେବା ସହିତ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ, ବିମାନବନ୍ଦର ଏକ୍ସପ୍ରେସ […]
ବାସ୍ତବବ୍ୟୁରୋ:ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଏକ ସତର୍କ ସୂଚନାରେ କୁହାଯାଇଛିକି ।ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଥିବାବେଳେ,ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ସକାଳୁ ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ରହିଥିଲା | ଫୁଲବାଣୀରେ ତାପମାତ୍ର ୫.୦୩ଡିଗ୍ରି ସେଲସିୟସ ରହିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତ୍ରିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ| ଆସନ୍ତା […]
ବାସ୍ତବବ୍ୟୁରୋ:(କେନ୍ଦୁଝର) ୪୯ ନମ୍ୱର ଜାତୀୟ ରାଜପଥ କାଞ୍ଜିପାଣି ଥାନା କୁଆଁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ।ଭାରସ୍ୟାମ ହରାଇ ଏକ ମହିନ୍ଦ୍ରା ପିକଅପ ମିନିଟ୍ରକ ଓଲଟି ପଡିବାରୁ ୪ ଜଣ ଗୁରୁତର ହେବା ସହ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି । ଖବର ଅନୁଯାଇ , ବାଂଶପାଳ ବ୍ଲକ ହଳଦୀପାଣି ଗ୍ରାମରୁ ରାଇସୁଆଁ ବଳଦାପାଳ ଗ୍ରାମକୁ ଝିଅ ଘରକୁ ସାଦ ଖିଆ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ଡିଏଲ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ, ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଇ ଦିଆଯାଇଛି।ଏହି ସମୟ ଭିତରେ ସେମାନେ ଡିଏଲ୍ ପାଇଁ ଆବେଦନ କରିପାରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଭାରତ ସରକାର ଫିଟନେସ୍, ଅନୁମତି (ସମସ୍ତ ପ୍ରକାର), […]
ବାସ୍ତବବ୍ୟୁରୋ:ପ୍ରତିଦିନ ଆମେ ବିଭିନ୍ନ ଖବର ସହିତଆପଣଙ୍କୁ ଅବଗତ କରାଇ ଥାଉ | ଅନେକ ଖବର ଆମ ଆଖି ଆଗକୁ ଆସେ ଓ ଯାଏ |ଏଥିମଧ୍ୟରୁ କିଛି ହେଉଛି ଗୁରୁତ୍ୱପୂର୍ଣ୍ଣ ଖବର ଯାହା ଆମ ଜୀବନରେ ପ୍ରଭାବ ପକାଇଥାଏ .. ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଷ୍ଠା ଦିବସରେ, ମହିଳାମାନଙ୍କୁ ୩୩% ସଂରକ୍ଷଣ କାର୍ଡ ଖେଳି , କେନ୍ଦ୍ର ବିରୋଧରେ ପ୍ରତ୍ୟକ୍ଷ ରାଜନୈତିକ ଯୁଦ୍ଧ ଡାକରା ଦେଇଛନ୍ତି।ସେ କହିଛନ୍ତି […]
ବାସ୍ତବବ୍ୟୁରୋ:ଆଜି ୨୭ ଡିସେମ୍ବର ୨୦୨୦ ଆପଣଙ୍କର ଜନ୍ମଦିନ |ଜନ୍ମଦିନର ଶୁଭେଚ୍ଛା ସହିତ ବାସ୍ତବଟିଭିର ବିଶେଷ ଉପସ୍ଥାପନାକୁ ଆପଣଙ୍କୁ ସ୍ୱାଗତ | ଏହି ସ୍ତମ୍ଭ ନିୟମିତ ଭାବରେ ଉକ୍ତ ଦିବସରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେଇଆସୁଛି , ଆମର ଏ ପ୍ରୟାସ ସହ ଆପଣଙ୍କ ଭଲପାଇବା ଓ ସଦିଛା ଯୋଡିହୋଇଥିବାରୁ ଆମେ ଅଧିକ ଉଚ୍ଛିତ | ତେବେ ଆସନ୍ତୁ ଜାଣିବା ଯେଉଁମାନଙ୍କର ଆଜି ଜନ୍ମଦିନ […]


