ବାସ୍ତବବ୍ୟୁରୋ:ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏପ୍ରିଲ ୨ରେ ଓଡ଼ିଶା ଆସିବେ | ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଧ୍ୟ ଭାବେ ଖବର ପ୍ରକାଶ ହୋଇଛି । ଏପ୍ରିଲ ୨ ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି।ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ, ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଉତ୍କଳ ବିଶ୍ବବିଦ୍ୟାଳ ।ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର […]
ରାଜ୍ୟ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୩୨୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୨୨ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ […]
ବାସ୍ତବବ୍ୟୁରୋ: ଆମ ରାଜ୍ୟର କରୋନା ସତର୍କତାକୁ ନଜରରେ ରଖି ପ୍ରତିଦିନ ୭୩୦୦ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।ସେ କହିଛନ୍ତି ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି ।ସ୍ଥିତିର ତଦାରଖ କରିବାକୁ ସ୍ବତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାବ୍ୟତିର ବାହାର ରାଜ୍ୟ ରୁ ଆସୁଥିବା ସମସ୍ତଙ୍କ ଲୋକଙ୍କ […]
ବାସ୍ତବବ୍ୟୁରୋ:ସ୍ଥଗିତ ହେଲା BMC ର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ହାଇକୋର୍ଟ ଶେଷ ଆଦେଶ ଆସିବା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଲ୍ଡିଂ ଟିକସ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି।|ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହା ସୂଚନା ଦେଇଛନ୍ତି | ସେ ଗଣମାଧ୍ୟମକୁ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଯେ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ରାୟ ନ ଆସିଛି ବିଏମ୍ସି ର ବର୍ଦ୍ଧିତ […]
ସର୍ବାଧିକ କୋଭିଡ ଟିକା ନେଇଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ଚଳିତ ବର୍ଷର ରେକର୍ଡ ଭାଙ୍ଗିଛି | ୧୯ ଡିସେମ୍ବରରେ ରେକର୍ଡ ହେବା ପୂର୍ବରୁ ୨୬ ,୨୯୧ ନୂତନ ସଂକ୍ରମିତ ହୋଇଥିଲେ ବାସ୍ତବବ୍ୟୁରୋ:ଗତ ଏକ ବର୍ଷ ଧରି ଦେଶରେ କରୋନା ଜୀବାଣୁ ବିପର୍ଯ୍ୟୟ ଘଟାଇ ଚାଲିଛନ୍ତି। ଦେଶରେ କରୋନା ମହାମାରୀ ଚଳିତ ବର୍ଷର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ […]
ଦୁଇଟି ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସାରା ଦେଶରେ ବ୍ୟାଙ୍କର୍ ମାନେ ଧର୍ମଘଟ କରିଛନ୍ତି।ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାରୁ ବ୍ୟାଙ୍କିଂ ପ୍ରଭାବିତ ହେବ।AIBEA ସଚିବ କହିଛନ୍ତି ଯେ ମାର୍ଚ୍ଚ ୪ , ୯ ଏବଂ ୧୦ ରେ ମୁଖ୍ୟ ଶ୍ରମ କମିଶନରଙ୍କ ସହ ହୋଇଥିବା ବୈଠକରେ କୌଣସି ସକରାତ୍ମକ ଫଳାଫଳ ମିଳି ନାହିଁ। ବାସ୍ତବବ୍ୟୁରୋ:ଦୁଇ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସୋମବାର ଏବଂ ମଙ୍ଗଳବାର ଦିନ ଦେଶର […]
‘ବିଜୁ ଯୁବ ବାହିନୀ’ ପୋଥିରେ ଡୋରି ବାନ୍ଧିଛନ୍ତି ସରକାର,ଏହି ପରିପେକ୍ଷୀରେ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ଓଡିଶା ସରକାରଙ୍କୁ, ଓଡ଼ିଶାର ଯୁବକଙ୍କୁ ବୋକା ବନାଉ ନାହଁନ୍ତିତ ବାସ୍ତବବ୍ୟୁରୋ:‘ବିଜୁ ଯୁବ ବାହିନୀ’ ପାଇଁ ଚଳିତ ବର୍ଷ ବଜେଟ୍ରେ ଅର୍ଥ ବ୍ୟବସ୍ଥା ହୋଇନଥିବାରୁ,ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ‘ବିଜୁ ଯୁବ ବାହିନୀ’ ପାଇଁ ଅର୍ଥ ବ୍ୟବସ୍ଥା କରି ପରେ ଭୁଲିଯିବା […]
RMIT ର ଅନୁସନ୍ଧାନରେ ପିଲାମାନଙ୍କ ପାଇଁ, ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀରର ଅଧିକ ଲାଭ | ବାସ୍ତବବ୍ୟୁରୋ:ଅଦ୍ୟାବଧି କୁହାଯାଇଛି ଯେ ଗାଈର କ୍ଷୀରରେ ସମାନ ଗୁଣ ଅଛି ଯାହା ନବଜାତ ଶିଶୁମାନେ ମା’ର କ୍ଷୀରରେ ପାଇଥା’ନ୍ତି | ତେଣୁ ଏହା ଶିଶୁମାନଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ | କିନ୍ତୁ ରୟାଲ ମେଲବୋର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (RMIT) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଛେଳି କ୍ଷୀର […]
ବାସ୍ତବବ୍ୟୁରୋ: । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ମୁଖ୍ୟ ଆସାମୀ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀକୁ ଗିରଫ କରିଛି କମିସନରେଟ୍ ପୁଲିସ| ଦୀର୍ଘ ୧୩ ବର୍ଷ ପରେ କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାଡ ଏହି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ବିଷୟରେ ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ […]
କୋଭିଡ୍ ଟୀକା ନେବା ପୂର୍ବରୁ ଏହି ୨ ଟି କାର୍ଯ୍ୟ କରନ୍ତୁ ,ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା ପାଇବେ | ବାସ୍ତବବ୍ୟୁରୋ:ଆଜିକାଲି ଲୋକମାନେ କୋଭିଡ ଟୀକାକରଣରୁ ସାମାନ୍ୟ ଆରାମ ପାଇଛନ୍ତି। ଦାଇତ୍ୱବାନ ନାଗରିକ ହିସାବରେ ଲୋକେ କେନ୍ଦ୍ରରେ ଟିକା ନେବାପାଇଁ ମଧ୍ୟ ଯାଉଛନ୍ତି। ତଥାପି, ଟିକା ପୂର୍ବରୁ ଏବଂ ପରେ କିଛି ସମସ୍ୟା ହୋଇପାରେ | ଆପଣଙ୍କୁ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ, କିନ୍ତୁ ସାବଧାନ ରୁହନ୍ତୁ | ବିଶେଷଜ୍ଞମାନେ […]


