ବାସ୍ତବବ୍ୟୁରୋ:ସ୍ୱାସ୍ଥ୍ୟ ଟିପ୍ସ: ନିମ୍ବ ପତ୍ର ଆମ ଶରୀର ପାଇଁ ବହୁତ ଲାଭ ଦାୟକ ,ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଜାଣିଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ | ନିତ୍ୟ ଦିନ ଜୀବନରେ ଖାଦ୍ୟ ଯେପରି ଶରୀର ପାଇଁ ଏକାନ୍ତ ଜରୁରୀ,ଠିକ ସେହିପରି ଶରୀରକୁ ସୁସ୍ଥ ରଖିବାପାଇଁ ସୁଷମ ଖାଦ୍ୟ ସହ,ପ୍ରାକୃତିକ ଚିକିସ୍ଛା ପ୍ରଣାଳୀରେ ଉଦ୍ଭିଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ | ନିମ୍ବ ହେଉଛି ଏପରି ଏକ ଉଦ୍ଭିଦ ଯାହାର ପ୍ରତ୍ୟେକ […]
ରାଜ୍ୟ
ବାସ୍ତବବ୍ୟୁରୋ:(ପୁରୀ) ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତ୍ତର ଆହତ ।ଗତ ରାତ୍ରୀରେ ଚନ୍ଦନପୁର ଥାନା ମଧୁବନ ବାଲିଆ ଗାଁରେ ସାମାନ୍ୟ ବଚସାରୁ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତ୍ତର ଆହତ ହୋଇ ଚିକିସ୍ଛାଧିନ । ମିଳିଥିବା ଖବର ଅନୁସାରେ, ଗତ କଲି ରାତିରେ ମଧୁବନ ବାଲିଆ ଗ୍ରାମରେ କୌଣସି କଥାକୁ ନେଇ ଦାମ […]
ବାସ୍ତବବ୍ୟୁରୋ:ଆଜି ଚାଷୀ ନେତା ଖେମରାଜ ବାଘଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ମଣ୍ଡି ଦୁର୍ନୀତି ପ୍ରତିବାଦରେ ଚନ୍ଦାହାଣ୍ଡିଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୩୦ କିମି କିଷାନ୍ ପଦଯାତ୍ରା ଆରମ୍ଭ କରାଯାଇଛି । ଆଜି ସ୍ଥାନୀୟ ପେଣ୍ଡାରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପ୍ସ ଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଝରିଗାଁ, ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି ଦେଇ ଏହି ପଦଯାତ୍ରା ୮ ତାରିଖ ଦିନ ନବରଙ୍ଗପୁର […]
ବିଳମ୍ବିତ ରାତିରେ ଖାଇବା ଅଭ୍ୟାସ ଆପଣଂକର ଅତ୍ୟନ୍ତ କ୍ଷତି କରିପାରେ , ଏହି ରୋଗଗୁଡିକର ଶିକାର ହୋଇପାରନ୍ତି ଆପଣ | ବାସ୍ତବବ୍ୟୁରୋ:ଆଜିର ଯୁଗରେ ଅନେକ ଲୋକ ବିଳମ୍ବିତ ରାତିରେ ଖାଆନ୍ତି | କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ଠିକ ନୁହେଁ | ଆପଣ ଏହା ସହିତ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଆଜିର ଧାଁଧପଡ଼ ଜୀବନରେ, ବିଳମ୍ବିତ ରାତିରେ ଖାଦ୍ୟ ଖାଇବାର ଅଭ୍ୟାସ ଅନେକ ଲୋକଙ୍କ […]
ବାସ୍ତବବ୍ୟୁରୋ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଙ୍କ ସୂଚନାନୁଯାଇ ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ।ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତିକି କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗତ […]
ଜାଭେଦ ଅଖତର ମାନହାନୀ ମାମଲାରେ କଙ୍ଗନାଙ୍କ ଅସୁବିଧା, ୱାରେଣ୍ଟ ଜାରୀକଲେ ଆନ୍ଧେରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟ…. ବାସ୍ତବବ୍ୟୁରୋ:ବଲିଉଡ ଦୁନିଆରେ ସବୁବେଳେ ହେଡଲାଇନରେ ଥିବା ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପିଛା ଛାଡ଼ୁନି ବଲିଉଡ ଝାମେଲା | ଗୋଟାଇପରେ ଗୋଟେ ଅସୁବିଧା । ଗୀତିକାର ଜାଭେଦ୍ ଅଖତର ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ପରେ ସୋମବାର ଆନ୍ଧେରୀ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । କୋର୍ଟର ମାଜିଷ୍ଟ୍ରେଟ୍ […]
ବାସ୍ତବବ୍ୟୁରୋ:(ନୂଆପଡ଼ା) ଆଜି ନୂଆପଡ଼ା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ଯଦୁମାଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ଚାଷୀ,ନିଜର ସମସ୍ୟା ନେଇ ଧାନ ବସ୍ତା ସହ ଜିଲ୍ଲାପାଳ ଅଫିସ ପ୍ରଥମ ଗେଟ୍ ଆଗରେ ଧାରଣାରେ ବସିଛନ୍ତି।ଯାହା ଫଳରେ ଜିଲ୍ଲାପାଳଙ୍କ ଅଫିସର ଦୁଇଟି ଗେଟ ବନ୍ଦ ହୋଇଥିବାରୁ କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସ ମଧ୍ୟକୁ ଯାଇପାରିନାହାନ୍ତି । ଜିଲ୍ଲା ପ୍ରଶାସନର ଅବହେଳା ହେତୁ ଜିଲ୍ଲାର ପଞ୍ଜୀକୃତ ୩୫୭୩ ଜଣ ଚାଷୀଙ୍କ […]
ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଂଚି, କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କରୋନା ଟିକା ନେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ପରେ ଅନ୍ୟ ବିଧାୟକମାନେ ଟିକା ନେବାପାଇଁ ବ୍ୟବସ୍ଥା କରାଯାଇଥିଲା | ମୁଖ୍ୟମନ୍ତ୍ରୀ ନବୀନ […]
ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । କରୋନା କଟକଣା ସହ ସବୁ ସ୍କୁଲରେ ସକାଳୁଆ କ୍ଲାସ୍ ହେବ । ସକାଳୁଆ ସ୍କୁଲରେ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା ଯାଏଁ କ୍ଲାସ୍ ହେବ । ସେହିପରି ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୯ଟାରୁ […]
ବାସ୍ତବବ୍ୟୁରୋ: “ଆଜି ସୋମବାର ଆମର ବାହାଘର, ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ,ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ “, ଏ କଥା ଅର୍ଚ୍ଚିତା ନିଜ ଫେସ୍ବୁକ୍ ପେଜ୍ରେ ଲେଖିଛନ୍ତି ,ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ ମିଶ୍ର । ବିବାହ ବନ୍ଧରେ ବାନ୍ଧିହେବେ ଓଲିଉଡ୍ର ଚର୍ଚ୍ଚିତ ଯୋଡ଼ି ତଥା ସୁପର୍ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ |ଏ […]


