ବାସ୍ତବ ବ୍ୟୁରୋ-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଜି ଅପରାହ୍ନ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ, ବରଗଡ, ବଲାଙ୍ଗୀର ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଓ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି […]
ରାଜ୍ୟ
ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ । ଆଜିଠୁ ପିଜି ନାମଲେଖା ଲାଗି ଆବେଦନ, ୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ । ଭିନ୍ନକ୍ଷମ ଓ କିନ୍ନରଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବନି, ୧୧ ବିଶ୍ବବିଦ୍ୟାଳୟ ଓ ୫ କଲେଜରେ ହେବ ପରୀକ୍ଷା କେନ୍ଦ୍ର । ଆଜି ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କର ୧୩୩ ତମ ଜନ୍ମଜୟନ୍ତୀ […]
ଆଜି ପବିତ୍ର ଜନ୍ମାଷ୍ଟମୀ : ଜନ୍ମନେବେ ଭଗବାନ ଶ୍ରୀକୃଷ୍ଣ, କରୋନା ଲାଗି ଘରେ ରହି ଆରାଧନା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ । ପିଜି ନାମଲେଖା ପାଇଁ ଏଥର ଏକକ ପ୍ରବେଶିକା ପରୀକ୍ଷା, ଅଗଷ୍ଟ ୧୨ରୁ ୩୧ ଯାଏ ଆବେଦନ । ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମନ୍ଦିର ଖୋଲିବା ନେଇ ସରକାର ନେବେ ନିଷ୍ପତ୍ତି । ୧୨ରେ +୨ ବିଜ୍ଞାନ ପରୀକ୍ଷାଫଳ, ମଧ୍ୟାହ୍ନ ସାଢ଼େ୧୨ଟା ପରେ ଜାଣି ହେବ । […]
ବାସ୍ତବ ବ୍ୟୁରୋ-ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି କି,ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ସକାଳେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ହେବାର ସମ୍ଭାବନା ରହିଛି । […]
ଚଳିତ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ଫଳ ପ୍ରକାଶ ପାଇବ । ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ । ଆଜି ରାଜ୍ୟର ୭ ଜିଲ୍ଲାରେ ଅତିପ୍ରବଳ ବର୍ଷା । ଅପରାହ୍ନ ୫ଟାରେ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ : ସାମିଲ ହେବେ ୩୦ କରୋନା ଯୋଦ୍ଧା । ପନିପରିବା ବିକାଳୀ ଓ […]
ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରବିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଆର୍ଥିକ ସୁବିଧା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି ପ୍ରଭୁ ବଳରାମଙ୍କ ଜନ୍ମ ବାର୍ଷିକୀ। ସମସ୍ତ ଦେଶବାସୀଙ୍କୁ, ବିଶେଷକରି କୃଷକ ଭାଇମାନଙ୍କୁ, ଡାଉଙ୍କ ଜନ୍ମଦିନର ଶୁଭେଚ୍ଛା । ଏହି ପବିତ୍ର ଅବସରରେ ଦେଶରେ କୃଷି କ୍ଷେତ୍ରରେ ଅଧିକ ସୁବିଧା ପାଇଁ ଏକ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର […]
ହୀରାକୁଦ ଜଳଭଣ୍ଡାରର ୮ ଗେଟ୍ ଖୋଲା । ରାଜ୍ୟରେ ପ୍ରତିଷ୍ଠା ହେବ ୬୫ ନୂଆ ଅଦାଲତ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ଲଘୁଚାପ,୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୫ ପରେ ପୁରୀ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ, ଶୀଘ୍ର ସରିବ ୭୫ ମିଟର ଐତିହ୍ୟ କରିଡର ଉଚ୍ଛେଦ । ଏଥର ବନ୍ଦ ରହିବ ବାଲିଯାତ୍ରା! ଦଶହରା ବି ଅନିଶ୍ଚିତ; ୪ ଜଣଙ୍କୁ ନେଇ କେବଳ ମାଟିଉଠା […]
ବାସ୍ତବ ବ୍ୟୁରୋ :ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରି କୁହାଯାଇଛି କି,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡ଼ିକ ହେଲା-ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ମୟୂରଭଞ୍ଜ, କାଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କନ୍ଧମାଳ, କୋରାପୁଟ, ଅନୁଗୁଳ, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର ଓ […]
ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ । ୧୧ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଅର୍ଥ, କ୍ରୀଡ଼ା, ସଂସ୍କୃତି ସମେତ ୪ ବିଭାଗରେ ଅନ୍ଲାଇନ୍ ସେବା । ଭୁବନେଶ୍ୱର: ଆଜି – କାଲି ସପ୍ତାହାନ୍ତ ସଟ୍ ଡାଉନ୍ । ଅଗଷ୍ଟ ମାସ ଶେଷ ଯାଏଁ ଲାଗୁ । ରାଜ୍ୟରେ ପୋଲିସ ବିଭାଗର ପ୍ରଶସ୍ତିକରଣ ଉପରେ […]
ବାସ୍ତବ ବ୍ୟୁରୋ-ଦୁବାଇରୁ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ୧୭୦ ଯାତ୍ରୀଙ୍କ ସହ ଶୁକ୍ରବାର ଦିନ କେରଳର କୋଝିକୋଡ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା । ପାଇଲଟ ଏବଂ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଡିଜିସିଏ ଅନୁଯାୟୀ ବିମାନଟି ରନୱେରୁ ଖସି ଏକ କାନ୍ଥରେ ଖସିପଡିଲା ଏବଂ ପରେ ଏକ ଉପତ୍ୟକାକୁ ଖସିଗଲା ଏବଂ […]


