ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଅନଲାଇନ୍‌ରେ ଆରମ୍ଭ‌ ହେଲା ୫ ଦିନିଆ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ । କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କର କୌଣସି ପ୍ରକାର ଦ୍ୱନ୍ଦ୍ୱ ଥିବ ସେମାନେ ଖାତା ପୁନଃଯାଞ୍ଚ ପାଇଁ ଆସନ୍ତା ୧୧ ତାରିଖ ପରେ ଆବେଦନ କରିପାରିବେ। ଓପିଜିସିରେ ହପର୍‌ ଭୁଶୁଡ଼ି ୪ ଗୁରୁତର, ୬୬୦ ମେଗାୱାଟ୍‌ର ପାୱାର୍‌ପ୍ଲାଣ୍ଟ୍‌ ଅଚଳ । ଆଜି ଦେଶର କରୋନା ମିଟର ୪୧,୧୩,୮୧୧ରେ […]

ଆଜିର ରାଜ୍ୟରେ ୩୦ଟି ଜିଲ୍ଲାରୁ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧ରେ ପହଞ୍ଚିଛି । ଏଥିମଧ୍ୟରୁ ୨୯୨୯୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା […]

ଆଜିର ରାଜ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ ରେ ପହଞ୍ଚିଛି । ଏଥିମଧ୍ୟରୁ ୨୮୭୪୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୭୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୩୧ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା । ବନ୍ଦ ହେଲା ହୀରାକୁଦର ଆଉ ୩ଟି ଗେଟ୍‌, […]

ବାସ୍ତବ ବ୍ୟୁରୋ-ଆଜି ଅର୍ଥାତ ସେପ୍ଟେମ୍ବର ୩ ରେ ସୁପ୍ରିମକୋର୍ଟ (ଏସସି) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଦିଆଯାଇଥିବା ମୋରା଼ଟୋରିଅମ ଉପରେ ସୁଧ ଛାଡ ପାଇଁ ଏକ ଆବେଦନର ଶୁଣାଣି କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହାଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି ହେଇଛି । ସେପ୍ଟେମ୍ବର ୧୦ ରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ଜାରି ରଖିବେ । […]

ଆଜି ରାଜ୍ୟର ୩୦ ଟି ଜିଲାରୁ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏଥିମଧ୍ୟରୁ ୨୮୭୬୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୪୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଆଜି ରାଜ୍ୟରେ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ […]

ଏବେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହେବ:ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ହ୍ରାସ ପାଉଛି ହୀରାକୁଦ ଜଳସ୍ତର । ଡ୍ୟାମକୁ ଏବେ ୩ ଲକ୍ଷ ୨୧ ହଜାର ୮୫୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଥିରୁ ୪ ଲକ୍ଷ ୪ ହଜାର ୪୫୦ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି । ଆଜି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କୃଷି, ଐତିହ୍ୟ […]

ବାସ୍ତବ ବ୍ୟୁରୋ-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ, ପଶ୍ଚିମବଙ୍ଗ ଏବଂ ଏହାର ପଡ଼ୋଶୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଏକ ଘର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ […]

ଆଜି ୩୦ଟି ଜିଲ୍ଲାରୁ ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍ ୭୭୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୯୧ ରହିଛି । ରାଜ୍ୟରେ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି । ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି, […]

ଆସନ୍ତାକାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତ ବାୟୋଟେକ୍ ଓ କାଉନସିଲ ଫର ମେଡିକାଲ ରିସର୍ଚ (ଆଇସିଏମ୍‌ଆର)ର ମିଳିତ ସହଯୋଗରେ କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ହେଉଥିବା କୋଭିକ୍ସିନ୍ ଟିକାର ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ସମ୍‌ରେ । ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପରିମାଣ କମିଛି । ୩୬ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ । […]

ବାସ୍ତବ ବ୍ୟୁରୋ-ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମୋଡ୍ ଉପରେ କୌଣସି କାରବାର ଶୁଳ୍କ ଆଦାୟ କରନ୍ତି ତାହାଲେ ସେମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏକ ସର୍କୁଲାର ରେ, ସର୍ବୋଚ୍ଚ ପ୍ରତ୍ୟକ୍ଷ ଟିକସ ନୀତି ନିର୍ବାହକାରୀ ସଂସ୍ଥା କହିଛି ଯେ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) କାରବାର ଉପରେ କିଛି ବ୍ୟାଙ୍କ ଚାର୍ଜ […]

Pin It on Pinterest