ବାସ୍ତବ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି କରିଥିବା ଦୁଇ ଦିନିଆ ସଟଡାଉନ କଟକଣା ପାଇଁ ଆଜି କମିସନ‌ରେଟ୍‌ ପୁଲିସ କଟକ-ଭୁବନେଶ୍ୱର ପାଇଁ ଆଜି ଗାଇଡ଼ଲାଇନ ଜାରି କରିଛି । କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ, ଟେଲିକମ୍ କର୍ମଚାରୀ ଆଇଡି କାର୍ଡ ବ୍ୟବହାର କରି ଯାତାୟାତ କରି ପାରିବେ ,ଗଣମାଧ୍ୟମ କର୍ମଚାରୀ ଯାତାୟାତ ପାଇଁ […]

୧-କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ମୃଦୁ ଭୂକମ୍ପନ ଅନୁଭୂତ । ୨-ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆଜି। ପୂର୍ବାହ୍ନ ୧୧ଟାରେ ହାତୀ ବେଶ । ୩-ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ସହିଦ । ୪-ଆପଣ ବାହାରକୁ ନ ବାହାରିଲେ, କରୋନା ଆପଣଙ୍କ ଘରକୁ ଯିବ ନାହିଁ : ମୁଖ୍ୟମନ୍ତ୍ରୀ ୫-ଆଜି ବିଶ୍ବ ପରିବେଶ ଦିବସ: ପଲିଥିନ୍ କଟକଣା ପାଲଟିଛି ପ୍ରହସନ।ଏ […]

ବାସ୍ତବ ବ୍ୟୁରୋ-ଆଜି ରାତି ୮:୩୦ ରେ କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, କରୋନା ଭାଇରସ୍‌ ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଦ୍ଧରେ ଚଳିତ ଜୁନ୍‌ ମାସ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ, ଏହି ମାସରେ ରାଜ୍ୟରେ ମୌସୁମୀ ପହଞ୍ଚିବା ସହ ଅଧିକ ଲୋକ ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ […]

ବାସ୍ତବ ବ୍ୟୁରୋ-ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି ଯେ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରେ ଭକ୍ତମାନଙ୍କୁ ଦୁରେଇ ରଖିବା ନେଇ ଆଜି ରାତିରୁ ପୁରୀରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପୁରୀରେ ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଅନ୍ୟପକ୍ଷରେ ଭକ୍ତମାନଙ୍କୁ […]

୧-ଦିଲ୍ଲୀରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ୭ଦିନିଆ ହୋମ୍ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ । ୨-ନୂଆଦିଲ୍ଲୀ:ବଦଳିଲା ୬୫ ବର୍ଷର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ :ଆଳୁ,ପିଆଜଓ ଡାଲି ଏସମାରୁ ବାଦ୍। ୩-ବାତ୍ୟା ଅମ୍ଫନ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ୫ ଜଣିଆ କେନ୍ଦ୍ରୀୟ ଟିମ୍‌। ୪-ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ। […]

ବାସ୍ତବ ବ୍ୟୁରୋ : ଆଜି କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ସୂଚନା ଦେଇ କହିଛନ୍ତି କି,ପଙ୍ଗପାଳ ଓଡିଶା ଠାରୁ ୫୦୦କିମି ଦୂରରେ ଅଛନ୍ତି । ସୂଚନା ଅନୁଯାୟୀ,ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ନେଇ । ଓଡିଶା ଆସିବାର ସମ୍ଭାବନା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ […]

୧- ପୁରୀ ଜିଲ୍ଲା ପିପିଲିର ଥିବା ଏକ ସାତଶଂଖଠାରେ କତା କମ୍ପାନୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ୨-ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ୩-କରୋନା ପରିଚାଳନାରେ ଓଡ଼ିଶା ୧ ନମ୍ବର, ମୃତ୍ୟୁ ହାରରେ ସବୁଠୁଁ ତଳେ, ସୁସ୍ଥ ହେବାରେ ସର୍ବାଗ୍ରେ। ୪-ରାଜ୍ୟରେ LPG 26 ଟଙ୍କା 50 ପଇସା ମହଙ୍ଗା। […]

ବାସ୍ତବ ବ୍ୟୁରୋ : ଆଗାମୀ ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ଦେଶର ଅନ୍ୟ ରାଜ୍ୟ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି । ଆସନ୍ତା ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଗୋଆ, ଦକ୍ଷିଣ ଗୁଜୁରାଟ, […]

୧- ରାଜ୍ୟରେ ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ।ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି । ୨-ଭୁବନେଶ୍ୱର:ଜୁଲାଇ ୩୧ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ବନ୍ଦ। ଜୁନ୍ ୩୦ ଯାଏଁ ଖୋଲିବନି ସପିଂ ମଲ୍, ସିନେମା ହଲ, ମନ୍ଦିର । ୩୦ ପ୍ରତିଶତ କ୍ଷମତାରେ ଖୋଲିବ ହୋଟେଲ୍। ୩-ଆଳି: କ୍ବାରେଣ୍ଟାଇନ ଅନ୍ତେବାସୀଙ୍କୁ ଭାବ ବିହ୍ବଳ ବିଦାୟ ପରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର […]

ବାସ୍ତବ ବ୍ୟୁରୋ-ରାଜ୍ୟ ରେ ଦିନ କୁ ଦିନ ବଡୁଥିବା କରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଜାରି କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, କରୋନାକୁ ଗ୍ଲୋବାଲ ଟ୍ରାଭେଲର୍ସମାନେ ଦେଶରୁ ଦେଶକୁ ନେଇଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ବାହାରୁ ଆସୁଥିବା […]

Pin It on Pinterest