ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ତୃତୀୟ କିସ୍ତି ଘୋଷଣା କରିଛନ୍ତି ।ତୃତୀୟ ପର୍ଯ୍ୟାୟ ଘୋଷଣାରେ କୃଷି, ଗୋପାଳନ, ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦିଆଯାଇଛି । କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ । ଅଧିକ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ, ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ଏହି ଟଙ୍କା […]
ରାଜ୍ୟ
ବାସ୍ତବ ବ୍ୟୁରୋ-ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ଏସଆରସି , ଡିଜିପି ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ, ଏନଡ଼ିଆରଏଫର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ରୂପ ନେବ । ଆସନ୍ତାକାଲି ସଂନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ବାତ୍ୟାର ରୂପ ନେବା […]
୧-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ,ଚକ ଡେରାପାଇଁ ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଗ୍ୟାଂମାଳ । ୨-ରାଜ୍ୟରେ ଆଉ ୪୮ କୋରୋନା ସଂକ୍ରମଣ ଚିହ୍ନଟ ।ଗତକାଲି ରାତିରେ କେନ୍ଦ୍ରାପଡା ରେ ଚିହ୍ନଟ ହୋଇଥିଲେ ୧୩ ଜଣ ଏବେ ସୁଧ୍ୟା ରାଜ୍ୟର କୋରୋନା ସଂକ୍ରମଣ ସଂଖ୍ୟା ୬୭୨ ୩-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର। ୪-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ। ୫-ଆଜି ମଧ୍ୟାହ୍ନ […]
ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ଦ୍ୱିତୀୟ କିସ୍ତି ଘୋଷଣା କରିଛନ୍ତି । ଏହି ସ୍କିମ୍ ଦ୍ୱାରା ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ଉପକୃତ ହେବେ । ଏହି ସ୍କିମ୍ ଅନୁସାରେ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ […]
ବାସ୍ତବ ବ୍ୟୁରୋ-ବଙ୍ଗୋପସାଗରରେ ଦାନା ବାନ୍ଧିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍ ରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୮ ଓ ୧୯ ରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୁତ ହେଉଛି । ଏହି ଲଘୁଚାପ ବଳୟ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର […]
୧-୭୩ ନୂଆ କରୋନା ଆକ୍ରାନ୍ତ। ଗଞ୍ଜାମ ୪୨, ଯାଜପୁର ୧୭, ସୁନ୍ଦରଗଡ ୨, ଖୋର୍ଦ୍ଧା ୩ ଓ ଭଦ୍ରକ ୯ ଜଣ ନୂଆ ଆକ୍ରାନ୍ତ। ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଁଚିଲା। ୪୬୫ ଜଣ ଚିକିତ୍ସାଧୀନ ଥବାବେଳେ ୧୪୩ ଜଣ ଆରୋଗ୍ୟଲାଭ କରିଛନ୍ତି । ୨-୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍। ୩-‘ଆତ୍ମନିର୍ଭର ଭାରତ ଅଭିଯାନ’:ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିନା […]
ବାସ୍ତବ ବ୍ୟୁରୋ-ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏହା ସୂଚାଇ ଦିଆ ଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼, କୁଆପଥର ବର୍ଷା ଓ ପବନର ସମ୍ଭାବନା ଅଛି । ଏହା ମଧ୍ୟରୁ ୧୦ଟି ଜିଲ୍ଲାରେ ଏହି ସମୟ ମଧ୍ୟରେ କାଳବୈଶାଖୀର ଅଧିକ ପ୍ରଭାବ ଦେଖିବାକୁ ମିଳିବାର ସମ୍ଭାବନା ଅଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ […]
ବାସ୍ତବ ବ୍ୟୁରୋ-ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି,ଦୋକାନ ସାମଗ୍ରୀ ବିକିବା ସମୟରେ ଦୋକାନୀମାନେ ସତର୍କତା ଅବଲମ୍ବନ କରି, ଗ୍ରାହକଙ୍କ ଠିକଣା ଲେଖି ରଖନ୍ତୁ । ଏହାର ବ୍ୟତିକ୍ରମ କଲେ ଦୋକାନୀଙ୍କର ଦୋକାନ ସିଲ୍ କରାଯିବ ଏବଂ ସଂପୃକ୍ତ ଦୋକାନୀଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି । ନିର୍ଦ୍ଦେଶନାମାରେ ସେ କହିଛନ୍ତି ଯେ, ଦେକାନ ମାଲିକ ଗ୍ରାହକଙ୍କ ପାଇଁ […]
୧-ରାଜ୍ୟରେ କାୟା ବିସ୍ତାର କଲାଣି କୋରୋନା। ଆଜି ନୂଆ ୧୦୧ କୋରୋନା ପଜିଟିଭ୍ ଚିହ୍ନଟ । ୫୨ ଜଣ ଗଞ୍ଜାମ ଜିଲ୍ଲାର ହେଇଥିବା ବେଳେ, ୩୩ ଜଣ ବାଲେଶ୍ୱର ଜିଲ୍ଲାର, ୭ ଜଣ ସୁନ୍ଦରଗଡ଼ ଜିଲ୍ଲାର, ୭ ଜଣ ଯାଜପୁର ଜିଲ୍ଲାର ଓ ୨ ଜଣ କେନ୍ଦୁଝର ଜିଲ୍ଲାର । ୨-ଆଜି ଅପରାହ୍ନ ୪ଟା ରେ ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ୍ । ୩-ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ […]
ବାସ୍ତବ ବ୍ୟୁରୋ– କରୋନା ସାରା ବିଶ୍ବକୁ ସଙ୍କଟରେ ପକାଇଛି, ପ୍ରତିଟି ଦେଶ ତାର ମୁକାବିଲା ପାଇଁ ଚେଷ୍ଟା ଜାରି ରଖିଛିନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୦ କୋଟି ଦେଶବାସୀଙ୍କୁ ସମ୍ବୋଧନ କରି, କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ । ନିମ୍ନଗାମୀ ଅର୍ଥନୀତିରେ ପୁନଃଉଥାନ ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶବାସୀଙ୍କ ପାଇଁ ଆମର ଗୌରବ […]

 
		 
		 
		 
		 
		 
		 
		 
		 
		 
		
