ବାସ୍ତବ ବ୍ୟୁରୋ-ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜାରି କରଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ପବନ, ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷାର ସମ୍ଭାବନା ଅଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ତରଫରୁ ରାଜ୍ୟର ୧୨ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତର ଓ […]

୧- ରାଜ୍ୟରେ ଆଜି ୨୩ କୋରୋନା ସଂକ୍ରମଣ ଚିହ୍ନଟ, ସେଥିରେ ସର୍ବାଧିକ ବାଲେଶ୍ୱର ୧୫ ଜଣ ଥିବାବେଳେ, ଗଞ୍ଜାମ ୩ ଯାଜପୁର ୩ ଆକ୍ରାନ୍ତ , ପୁରୀ ଓ ବୌଦ୍ଧ ୧-୧ ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୪୩୭ । ୨-PM-CM ଆଲୋଚନା, ଲକ୍ ଡାଉନ୍ ବଢାଇବା ସପକ୍ଷରେ ୬ ରାଜ୍ୟ , ନବୀନ ଦେଲେ ୬ ଟି ପ୍ରସ୍ତାବ। ୩-କରୋନା ସଂକ୍ରମିତଙ୍କ ପାଇଁ ନୂଆ […]

ବାସ୍ତବ ବ୍ୟୁରୋ-ବହୁ ମନ୍ତ୍ରଣା ଯନ୍ତ୍ରଣା ପରେ ମହାରାଷ୍ଟ୍ର ବିଧାନ ପରିଷଦ୍ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପତ୍ନୀ ରଶ୍ମି ଓ ପୁତ୍ର ଆଦିତ୍ୟ ଓ ତେଜସ୍‌ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ବିଧାନ ଅନୁଯାୟୀ, ଯଦି କେହି ବିଧାନସଭାର ସଦସ୍ୟ ନୁହଁନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାରେ ସଦସ୍ୟତା ଗ୍ରହଣ କରିବାକୁ ପଡିବ। […]

କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନେ ଘରେ ରହିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଗୃହ-ଏକାନ୍ତବାସରେ ଥିବା ରୋଗୀ ନିଜର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କୁ ନିୟମିତ ସୂଚନା ଦେବାକୁ ପଡିବ । ଏହାଛଡ଼ା, ମୋବାଇଲ୍‌ରେ ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରି ବ୍ଲୁଟୁଥ୍ ଓ ୱାଇ-ଫାଇ ମାଧ୍ୟରେ ମୋବାଇଲ୍‌କୁ ସବର୍ଦା ସକ୍ରିୟ ରଖିବାକୁ ଏହି ଗାଇଡ୍‌ଲାଇନ୍‌ରେ ଆହ୍ବାନ ଦିଆଯାଇଛି । ଘରେ ତାଙ୍କର ତତ୍ତ୍ବ ନେଉଥିବା ଓ ସଂସ୍ପର୍ଶରେ […]

ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶାଙ୍କ ଭିଡ଼ିଓ କନଫରେନସିଙ୍ଗ୍ ମାଧ୍ୟମରେ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନଲାଇନ୍‌ କାଉନସେଲିଂ ହେଲ୍‌ପଲାଇନ ‘ଭରୋସା’ର ଶୁଭାରମ୍ଭ କରିଛନ୍ତି । ଦିନ କୁ ଦିନ ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିଚାଲିଛି, ଏହାର ମୁକାବିଲା କରିବା ପାଇଁ ପ୍ରତେକ ଦେଶ ପ୍ରସ୍ତୁତିରେ ଲାଗିପଡ଼ିଛି କିନ୍ତୁ ସଂକ୍ରମଣ କମିବା ବଦଳରେ ବଢିଚାଲିଛି । ଏହି ‘ଭରୋସା’ ହେଲପଲାଇନ୍ […]

୧-ଆଜି ଅପରାହ୍ନ ୩ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ୨-କରୋନାର ଲମ୍ବ ଡିଆଁ : ଦିନକରେ ୮୩,ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭, ୩ ମୃତ। ଗଞ୍ଜାମରେ ୧୨୫। ୩-ଅନୁଗୋଳ ଓ ବୌଦ୍ଧ ନୂଆ କରୋନା ଜିଲ୍ଲା।ରେଡ ଜୋନ୍ ତାଲିକାରେ ସାମିଲ ହେଲା ଅନୁଗୁଳ ଜିଲ୍ଲା।ରାଜ୍ୟରେ ମୋଟ୍ ୨୧ ଜିଲ୍ଲାରେ କରୋନା କେସ୍ । ୪-ମେ ୧୨ରୁ ଦେଶରେ ଗଡିବ ଟ୍ରେନ୍ । ଆଜି ଅପରାହ୍ନ ୪ଟାରୁ କାଟିହେବ […]

ବାସ୍ତବ ବ୍ୟୁରୋ-ଦୟା କରି ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ ଆସନ୍ତାକାଲି ଠାରୁ ଅପରାହ୍ଣ ୪ଟାରୁ ରେଳଯାତ୍ରା ପାଇଁ କରିପାରିବେ ଟିକେଟ୍ ବୁକିଂ । ଆସନ୍ତା ମେ ୧୨ ତାରିଖରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯୋଜନା କରୁଛି ରେଳବାଇ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ, ୧୫ ଯୁଗଳ ଟ୍ରେନ୍ ଚଲାଯିବ । ପରେ, ଏହାକୁ ଆହୁରି ବୃଦ୍ଧି କରିବାର ଯୋଜନା ଅଛି । ଏହି ସମସ୍ତ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ହେବ ଯାହା ନୂଆଦିଲ୍ଲୀରୁ ଦେଶର ବିଭିନ୍ନ […]

ବାସ୍ତବ ବ୍ୟୁରୋ– ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶାର ମୁଣ୍ଡ ବିନ୍ଧା ର କାରଣ ହୋଇଛି କରୋନା । ଆଜି ସୁଦ୍ଧା ୨୧ଟି ଜିଲ୍ଲାରୁ ମୋଟ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସୁରଟ ଫେରନ୍ତା ହେଉଛନ୍ତି ୧୭୩ ଜଣ । ସଂକ୍ରମିତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୨୪ ଜଣ । ସେହିପରି ଅନୁଗୁଳ ଜିଲ୍ଲାରେ […]

ବାସ୍ତବ ବ୍ୟୁରୋ-ଆଜି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ବଜ୍ରପାତ ଓ କୁଆପଥର ମାଡ଼ ହବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କଟକ, ଖୋର୍ଦ୍ଧା, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ,ଢ଼େଙ୍କାନାଳ, କନ୍ଧମାଳ, ନୟାଗଡ଼, ଗଞ୍ଜାମ ଆଦି ଜିଲ୍ଲାର ରହିଛି । ଏହି ସମୟରେ ଏସବୁ ଜିଲ୍ଲାରେ ୪୦ରୁ ୫୦କିମି ବେଗରେ ପବନ ବହିବାର […]

୧- ଓଡ଼ିଶାରେ covid-19 ଆକ୍ରାନ୍ତ ଙ୍କ ସଂଖ୍ୟା ୩୫୦ ଟପିଲା । ଆଜି ଓଡିଶା ରେ ନୂଆ ୫୮ଜଣ covid-19 ରୋଗୀ ଚିହ୍ନଟ। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ଟପିଲା । ଆଜି ମଧ୍ୟ ଗଞ୍ଜାମ ରେ ଜଣେ ରୋଗୀଙ୍କର ମୃତ୍ୟୁ। ମୋଟ ମୃତ୍ୟୁ ସଂଖ୍ୟା ୩ ରେ ପହଁଚିଲା। ଏହା ମଧ୍ୟରେ ଅନୁଗୁଳ ଛୁଇଁଲା କରୋନା । ଏହି ରୋଗୀ ମାନଙ୍କ ମଧ୍ୟରୁ ୧୩ ଜଣ […]

Pin It on Pinterest