୧-ଆଜି ରାଜ୍ୟରେ ୧୩୮ଜଣ କରୋନା ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି, ଆକ୍ଟିଭ କେସ୍ ୧୦୮୯ ଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି । ୨-କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ । ୩-ହଂସପାଳ ଫ୍ଲାଏଓଭରର ଶିଳାନ୍ୟାସ କରିଲେ ଅପରାଜିତା ଷଡ଼ଙ୍ଗୀ । ୪-ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ । ୫-ରବିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଭାରତୀୟ ସେନାକୁ ମିଳିଛି ଆଉ ଏକ ସଫଳତା-ଏନକାଉଣ୍ଟରରେ […]
ରାଜ୍ୟ
ବାସ୍ତବ ବ୍ୟୁରୋ : ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସଂକ୍ରାନ୍ତରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି । ସାଡେ ୪ କୋଟି ଓଡ଼ିଆଙ୍କ ଦାବି […]
୧- ଆଜି ରାଜ୍ୟରେ ୭୫ଜଣ କରୋନା ପଜିଟିଭ୍ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୨୯ରେ ପହଞ୍ଚିଥିବା ବେଳେ ୧୭୭୬ ଜଣ ସୁସ୍ଥ ଏବଂ ୯ ଜଣଙ୍କର ମୃତ୍ୟୁ ହେଇଛି। ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬୬୨୮, ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯,୯୭୧ । ୩-ପୁଣି ସଟ୍ଡାଉନ୍ରେ ନିରବି ଗଲା ୧୧ଟି ଜିଲ୍ଲା, ପୋଲିସ୍ ଜଗିଛି ସବୁ ଛକରେ ଆଉ ଲୋକେ ଘର ଭିତରେ। ୪-କୋଭିଡ ଆଣିଲା […]
ବାସ୍ତବ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୮ ଜୁନ ବେଳକୁ ବଙ୍ଗୋପସାଗର ରେ ଲଘୁଚାପ ପ୍ରବାବରେ ଓଡିଶା ର ଗଂଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର ସୁଦ୍ଧା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ପୁଡ଼ୁଚେରୀରେ ପହଞ୍ଚିଛି । ଆଗାମୀ ଦୁଇଦିନରେ ଏହା ଆନ୍ଧ୍ରପ୍ରଦେଶ ଓ ୧୦ ତାରିଖ ବେଳକୁ ଓଡ଼ିଶା […]
ବାସ୍ତବ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ପୀୟୁଷ ଗୋୟଲ । ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ତାଙ୍କ ଫଟୋ ଟୁଇଟ କରି ଲେଖିଛନ୍ତି ଯେ, “ମୋର ସମ୍ମାନିତ ମା’ , ଯିଏ ମୋତେ ସର୍ବଦା ନିଜ ସ୍ନେହ ଏବଂ ପ୍ରେମ ସହିତ ବାଟ ଦେଖାଉଥିଲେ, ଆଜି ସକାଳେ ତାଙ୍କର ଦେହାନ୍ତ […]
୧-ଆଜି ରାଜ୍ୟରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୪ ଜଣ ଆକ୍ରାନ୍ତ, ଖୋର୍ଦ୍ଧାରେ ୯, ନୟାଗଡ଼ରେ ୭, ମୟୂରଭଞ୍ଜ, କଟକ ୧୩, ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ […]
ବାସ୍ତବ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି କରିଥିବା ଦୁଇ ଦିନିଆ ସଟଡାଉନ କଟକଣା ପାଇଁ ଆଜି କମିସନରେଟ୍ ପୁଲିସ କଟକ-ଭୁବନେଶ୍ୱର ପାଇଁ ଆଜି ଗାଇଡ଼ଲାଇନ ଜାରି କରିଛି । କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ, ଟେଲିକମ୍ କର୍ମଚାରୀ ଆଇଡି କାର୍ଡ ବ୍ୟବହାର କରି ଯାତାୟାତ କରି ପାରିବେ ,ଗଣମାଧ୍ୟମ କର୍ମଚାରୀ ଯାତାୟାତ ପାଇଁ […]
୧-କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ମୃଦୁ ଭୂକମ୍ପନ ଅନୁଭୂତ । ୨-ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆଜି। ପୂର୍ବାହ୍ନ ୧୧ଟାରେ ହାତୀ ବେଶ । ୩-ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ସହିଦ । ୪-ଆପଣ ବାହାରକୁ ନ ବାହାରିଲେ, କରୋନା ଆପଣଙ୍କ ଘରକୁ ଯିବ ନାହିଁ : ମୁଖ୍ୟମନ୍ତ୍ରୀ ୫-ଆଜି ବିଶ୍ବ ପରିବେଶ ଦିବସ: ପଲିଥିନ୍ କଟକଣା ପାଲଟିଛି ପ୍ରହସନ।ଏ […]
ବାସ୍ତବ ବ୍ୟୁରୋ-ଆଜି ରାତି ୮:୩୦ ରେ କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, କରୋନା ଭାଇରସ୍ ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଦ୍ଧରେ ଚଳିତ ଜୁନ୍ ମାସ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ, ଏହି ମାସରେ ରାଜ୍ୟରେ ମୌସୁମୀ ପହଞ୍ଚିବା ସହ ଅଧିକ ଲୋକ ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ […]
ବାସ୍ତବ ବ୍ୟୁରୋ-ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି ଯେ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରେ ଭକ୍ତମାନଙ୍କୁ ଦୁରେଇ ରଖିବା ନେଇ ଆଜି ରାତିରୁ ପୁରୀରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପୁରୀରେ ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଅନ୍ୟପକ୍ଷରେ ଭକ୍ତମାନଙ୍କୁ […]


