ବାସ୍ତବ ବ୍ୟୁରୋ-ସଟ୍ ଡାଉନ୍ ହେଲା ରାଜ୍ୟର ତିନି ଜିଲ୍ଲା-ବାଲେଶ୍ୱର, ଭଦ୍ରକ, ଯାଜପୁର । ଏହି ତିନି ଜିଲ୍ଲା ସଟ୍ ଡାଉନ୍ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଅର୍ଥାତ୍ ପରବର୍ତ୍ତୀ ୬୦ ଘଣ୍ଟା ଯାଏଁ ସଟ୍ ଡ଼ାଉନ୍ ହେବ । ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏହିପରି ପଦକ୍ଷେପ ନିଆଯାଇଛି […]

ବାସ୍ତବ ବ୍ୟୁରୋ-ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଂଚିଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି […]

୧-ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଆଲୋଚନା। ୨-ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ହେଲ୍‌ପ ଡେକ୍ସ, ୯୩୩୭୯୨୯୦୦୦କୁ ହାଏ ଲେଖି ପଠାଇଲେ ମିଳିବ ତଥ୍ୟ। ୩-ମୋତ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ: ଯେତେ କଟକଣା ହେଲେ ବି ମାନୁନାହାନ୍ତି ଅମାନିଆ; ମାସ୍କ ନପିନ୍ଧି ବାହାରେ ବୁଲୁଥିବା ୪୦ ଜଣଙ୍କଠାରୁ ୮ ହଜାର ଟଙ୍କା ଆଦାୟ କଲା ପୁଲିସ୍। ୪-ଅବରୋଧ ଅଞ୍ଚଳ ମୁକ୍ତ ହେଲା […]

ବାସ୍ତବ ବ୍ୟୁରୋ-କରୋନା ଆଗରେ ଅସହାୟ ହେଇଗଲାଣି ସାରା ବିଶ୍ଵ । ଦିନ କୁ ଦିନ ଏହା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ, ଏହାର ନିରାକରଣ ପାଇଁ ଏବେ ଯାଇଁ କିଛି ଔଷଧ ବା ଟୀକା ବାହାରିନଥିବାରୁ ସାରା ବିଶ୍ୱ ଏବେ ଚିନ୍ତା ରେ ।  ବିଶ୍ଵବ୍ୟାପୀ ୨୫ ଲକ୍ଷ ୯୨ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ,‌ ଏଥିରେ ୧ ଲକ୍ଷ ୮୧ ହଜାର ଲୋକଙ୍କର […]

ବାସ୍ତବ ବ୍ୟୁରୋ-କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆମକୁ ୩ଟି ପର୍ଯ୍ୟାୟ ଉପରେ ନଜର ରଖବିାକୁ ହେବ । ଏହାପରେ ୪ର୍ଥ ପର୍ଯ୍ୟାୟ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ୧ମ ପର୍ଯ୍ୟାୟରେ ଭାରତକୁ କରୋନା ବିଦେଶ ଫେରନ୍ତାଙ୍କ ଦ୍ୱାରା ଆସିଥିଲା । ସେତେବେଳେ ରାଜ୍ୟ ସରକାର ପଞ୍ଜୀକରଣ , ସ୍ୱେଚ୍ଛାକୃତ କ୍ୱାରେଣ୍ଟିନ୍ କଥା କହିଥିଲେ । ସେହିପରି୨ୟ ପର୍ଯ୍ୟାୟରେ […]

ବାସ୍ତବ ବ୍ୟୁରୋ-ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଅନ୍ୟ ଜିଲ୍ଲାରେ […]

ବାସ୍ତବ ବ୍ୟୁରୋ-ମାଣବସା ଗୁରୁବାର,ଛଉ ନୃତ୍ୟ ଓ ରାବଣ ଛାୟା ସ୍ଥାନ ପାଇଲା କେନ୍ଦ୍ର ଐତିହ୍ୟ ତାଲିକାରେ । ଏହି ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ […]

ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ସୂଚନା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ଼ ହେଲ୍ପଡେସ୍କ ଲଞ୍ଚ କରିଛନ୍ତି ରାଜ୍ୟ ସରକାର । ହ୍ୱାଟସ ଆପ୍ ନମ୍ବରରେ HI ଲେଖି ପଠାଇଲେ ସମସ୍ତ ତଥ୍ୟ ପାଇପାରିବା ନେଇ ସୂଚନା ମିଳିଛି । ହ୍ୱାଟସ୍ ଆପ ନମ୍ବରଟି ହେଉଛି ୯୩୩୭୯୨୯୦୦୦ । ଏହାସହ bit.ly/OGCcovidWhatsAppଏହି ଲିଙ୍କରେ କ୍ଲିକ କରି ମଧ୍ୟ ସମସ୍ତ ତଥ୍ୟ ଜାଣିପାରିବେ । ରାଜ୍ୟରେ ଦିନକୁ ଦିନ […]

୧-ଓଡ଼ିଶାରେ ନୂଆ 3 ଜଣ covid-19 ରୋଗୀ ଚିହ୍ନଟ। ଉକ୍ତ 3 ଜଣ ଭଦ୍ରଖ ଜିଲ୍ଲା ବାସୁଦେବପୁର ଅଂଚଳର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 82 ରେ ପହଞ୍ଚିଲା । ୨-କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ମିଳିବ ରାଷ୍ଟ୍ରୀୟ ସହିଦ ସମ୍ମାନ ସହ ୫୦ ଲକ୍ଷ ଟଙ୍କା। ୩-ଚୀନ୍‌ ଛାଡ଼ି ଆସିବାକୁ ଦ.କୋରିଆ, ଜାପାନ […]

ବାସ୍ତବ ବ୍ୟୁରୋ-ରାଜ୍ୟର ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରର ବହୁ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ପ୍ରବଳ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ । ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦୁଝର ଓ […]

Pin It on Pinterest