ବାସ୍ତବ ବ୍ୟୁରୋ-ଏହି ୨ଦିନ ଭିତରେ ୧୮ଜଣ କରୋନା ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବାଢ଼ିଦେଇଥିଲା ମାତ୍ର ଆଜି ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଅସ୍ବସ୍ତିକର ଖବର ସାମ୍ନା କୁ ଆସିଛି । ରାଜ୍ୟର ଆଉ ୫ ଜଣ କରୋନା ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।  ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ […]

ବାସ୍ତବ ବ୍ୟୁରୋ-ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କର ବଡ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତାରେ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିବ, ତେବେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି । ଉଭୟ ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଏହି ଟଙ୍କା। ତା’ସହିତ […]

୧-ପ୍ରତି ଓଡ଼ିଆଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ, ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ପଞ୍ଜିକରଣ କରି ସହଯୋଗ କରନ୍ତୁ : ନବୀନ ୨-ସୁବ୍ରତ ବାଗଚୀଙ୍କ ପ୍ରେସ୍‌ ମିଟ୍‌ : ଏବେ ରାଜ୍ୟ ସରକାରଙ୍କ ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ଫେରନ୍ତା, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଛି। ୩-ବାଟହୁଡି ବଡ଼ଚଣା ଥାନା ବଡ଼ବାବୁ ସସ୍‌ପେଣ୍ଡ: ଚୋରା ଗାଡିରେ ନାଲିବତୀ ଲଗାଇ ଯାଇଥିଲେ ପୁରୀ, ସେବାୟତ ବି ଫସିଲେ। ୪-ଆଜିଠାରୁ କଟକଣା ସହ […]

ବାସ୍ତବ ବ୍ୟୁରୋ-ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକଙ୍କ ସୂଚନା ଅନୁଯାୟୀ ରାଜ୍ୟ ରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ଏମାନେ ସମସ୍ତେ ବାଲେଶ୍ବରର ବୋଲି ଜଣା ପଡିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି। ତେବେ  ଏବେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୫୩ ଥିବା […]

ବାସ୍ତବ ବ୍ୟୁରୋ-ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ପଜିଟିଭ୍ । ଆଜି ସକାଳେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଯାହାଙ୍କ ଭିତୁରୁ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର କୁନି ଝିଅ ଦେହରେ କରୋନା ପିଜିଟିଭ ଥିଲା । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଂଚାୟତର ବାଂଶପାଳ ବୋଲି ଉପଜିଲ୍ଲାପାଳ […]

୧-କମିବ ନାହିଁ ପେନସନ; କେନ୍ଦ୍ର ସରକାର ଦେଲେ ଆଶ୍ବାସନା। ୨-ନୂଆ ଦିଲ୍ଲୀ:ଚୀନ୍‌ର ପୁଞ୍ଜିନିବେଶ ଉପରେ କେନ୍ଦ୍ର କଠୋର। ୩-ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ, ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠି ଥିଲେ ଅଟକାଇବନି ପୋଲିସ। ୪-ଭୁବନେଶ୍ୱର: ୭ପରିବାରର ଘର ଭଡ଼ା ଛାଡ଼ କରିଦେଲେ ବରମୁଣ୍ଡା ଅଂଚଳର ସୌଦାମିନୀ ସାମନ୍ତରାୟ। ୫-ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପରେ ଏବେ ଚୀନ ଉପରେ ଚାପ ପକାଇଲା […]

ବାସ୍ତବ ବ୍ୟୁରୋ-ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୭ କରୋନା ରୋଗୀ ଚିହ୍ନଟ । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ପ୍ରକାଶ ତଥ୍ୟ ଏହା ସ୍ପଷ୍ଟ କରିଛି । ୪୩ ଜଣ ଚିକିତ୍ସିତ ଥିଲାବେଳେ ୨୪ ଜଣ ସୁସ୍ଥ । କାଲି ଗୋଟିଏ ଦିନରେ ୯୫୧ଟି ନମୁନା ପରୀକ୍ଷା । […]

୧-ଜିଓ ୟୁଜର୍ସଙ୍କ ପାଇଁ ବଡ ଅଫର, ମେ’ ୩ ପର୍ଯ୍ୟନ୍ତ ବଢିଲା ପ୍ରିପେଡ୍ ପ୍ଲାନ୍‌ର ବୈଧତା। ୨-ଭୁବନେଶ୍ୱର:ଦୂରଦର୍ଶନ ମାଧ୍ୟମରେ ପଢିବେ ପିଲା, ପ୍ରସାରିତ ହେବ ଦଶମ ଶ୍ରେଣୀ ପାଠ। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବ କ୍ଲାସ୍। ୩-ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ରଚିଲା ତାଣ୍ଡବ, ଛପର ଉଡ଼ାଇନେଲା, ଗଛ ଜାଳି ଦେଲା। ୪-ନୁଆ ଲକଡାଉନ୍ ନିର୍ଦ୍ଦେଶନାମା: ଗାଁ ରେ ବେଶୀ କୋହଳ,୨୦ରୁ ଲାଗୁ। ଖୋଲିବ ମୋବାଇଲ ଓ […]

ବାସ୍ତବ ବ୍ୟୁରୋ-ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖି ନିର୍ମାଣ କାର୍ଯ୍ୟ ପାଇଁ ଗାଇଡଲାଇନ୍ ଜଣାଇଲେଏସଆରସି ।ନିର୍ମାଣ କାର୍ଯ୍ୟ ପାଇଁ ଗାଇଡଲାଇନ୍ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର । କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତର ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ । ଗାଡି କ୍ଷମତାଠାରୁ ୩୦ରୁ ୪୦ ପ୍ରତିଶତ କ୍ଷମତାର ପରିବହନ ଅନୁମତି ଦେଇଛନ୍ତି । କାର୍ଯ୍ୟସ୍ଥଳରେ ବାଲଟି, ମଗ୍, ସାବୁନ୍, ଓ ଟାୱେଲ […]

ବାସ୍ତବ ବ୍ୟୁରୋ-ଦେଶରେ ଏପ୍ରିଲ୍ ୨୦ରୁ କାର୍ଯ୍ୟକ୍ଷମ ହେବାକୁ ଥିବା ସେବାଗୁଡିକର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟରରେ ଏହି ତାଲିକା ପ୍ରକାଶ କରିବାବେଳେ ସ୍ପଷ୍ଟ କରିଛନ୍ତି ଯେ, କଣ୍ଟେଣ୍ଟମେଣ୍ଟ ଜୋନରେ ଏହା ଲାଗୁ ହେବ ନାହିଁ । ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ିଥିବାବେଳେ ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପର ପୁନରୁତ୍ଥାନ ପାଇଁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶନାମା ଜାରି […]

Pin It on Pinterest