୧-ଉଦଘାଟିତ ହେଲା ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ୨୦୧୯, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨-ବିଗ୍ ବିଙ୍କ ବିଗ୍ ହାର୍ଟ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍କୁ ଦେଲେ ୧୧ ଲକ୍ଷ ଟଙ୍କା। ୩-ବଡ ବଡ କମ୍ପାନୀ ଉପରେ ବାକି ପଡିଛି ୨ ହଜାର ୯୪୯ କୋଟି ୬୬ ଲକ୍ଷ ଟଙ୍କାର ବିଜୁଳି ବିଲ୍। ୪-ଭୁବନେଶ୍ୱର: ଇଲେକ୍ଟ୍ରିକ୍ ବସ୍ […]
ରାଜ୍ୟ
୧-ଆମେରିକୀୟ ବଜାରରେ ବଢୁଛି ଭାରତୀୟ ଗାଈଙ୍କ ଗୋବରରେ ପ୍ରସ୍ତୁତ ଘଷିର ଚାହିଦା, ହଟ୍ କେକ ଭଳିବିକ୍ରି ହେଉଛି। ୨-କର୍ତ୍ତବ୍ୟରେ ଅବହେଳା:ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ନିଲମ୍ୱିତ। ୩-ବ୍ୟାଙ୍କ ଋଣ ଠକେଇ ମାମଲା: ଭୂଷଣ ଷ୍ଟିଲ ଏଣ୍ଡ ପାୱାରର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ। ୪-ବିଏସଏନଏଲ ଆଣିଲା କ୍ୟାସ୍ବ୍ୟାକ୍ ଅଫର: 9478053334 ନମ୍ବରକୁ ACT 6 paisa ଲେଖି ମେସେଜ କଲେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସ୍ବ୍ୟାକ ମିଳିବ। ୫-ବିଏମ୍ସିକୁ […]
୧-ଭୁବନେଶ୍ୱର ଏବଂ ରାସ୍-ଅଲ- ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି। ୨-ରାସ୍ତା ପାଲଟିଛି ମୃତ୍ୟୁର ମୁକ ସାଖୀ, ୪ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଗଡ଼ିଛି ୧୮ହଜାର ମୁଣ୍ଡ। ୩-ପିଆଜ ଏବେ ୮୦ଟଙ୍କା; ୧୦୦ ଟପିବ ବୋଲି କହୁଛନ୍ତି ବ୍ୟବସାୟୀ। ୪-ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି। ୫-ଆଗାମୀ ୬ ମାସ ଯାଏଁ ହୁ ହୁ ହୋଇ ବଢିବ ସୁନା ଦର । […]
୧-ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ, ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ୨ -ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ପଡ଼ିବ ପ୍ରଚଣ୍ଡ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୩-ଖାଦ୍ୟଯୋଗାଣ ବିଭାଗର ୩୨୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ। ୪-ଡିଜି ପଦରୁ ହଟିଲେ ବିଜୟ ଶର୍ମା , ନୂଆ ଡିଜି ହେଲେ ଅଭୟ, […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 24 ରବିବାର ଦିନ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଯଦି ଆପଣଙ୍କ ପାଖରେ କିଛି ଅଭିନବ ପରାମର୍ଶ ଏବଂ ଅନ୍ତର୍ଦୃଷ୍ଟି ଅଛି ,ତ ଏହାକୁ ସିଧା ପ୍ରଧାନମନ୍ତ୍ରୀଙ୍କ ସହ ସେୟାର କରିବାର ଏକ ସୁଯୋଗ ଅଛି । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି […]
୧-ଭାରତରେ ଲଞ୍ଚ ହେଲା ୟୁଟ୍ୟୁବର ପ୍ରିପେଡ୍ ମ୍ୟୁଜିକ୍ ସର୍ଭିସ୍, ମାତ୍ର ୧୦୯ ଟଙ୍କାରୁ ଆରମ୍ଭ। ୨-ଆଜି ପ୍ରଥମାଷ୍ଟମୀ।ମହାପ୍ରଭୁ ବଳଭଦ୍ର ହେବେ ପୋଢୁଆଁ। ସେଥିପାଇଁ ମାମୁଁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ପୋଢ଼ୁଆଁ ଭାର। ୩-ଲକ୍ଷ୍ନୌ ସମେତ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଭୂମିକମ୍ପ, ଲୋକେ ଭୟଭୀତ। ୪-ଅନ୍ତର୍ଜାତୀୟ ସ୍ତରରେ ପୁଣି କିଟ୍କୁ ସମ୍ମାନ, ମିଳିଲା ଇଣ୍ଟରନ୍ୟାସନାଲାଇଜେସନ୍ ଷ୍ଟ୍ରାଟେଜିଜ୍ ଆଡଭାଇଜରୀ ସର୍ଭିସ୍ (ISAS) ବ୍ୟାଜ୍। ୫-ଭୁବନେଶ୍ୱର:ସେଞ୍ଚୁରିଆନ ୟୁନିଭରସିଟିର […]
ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଦୁଇ ଚକିଆ (ସେଗୱେ) ପାଟ୍ରୋଲିଂ ପ୍ରଣାଳୀର ପ୍ରଚଳନ କରାଯାଇଅଛି I ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ରେଳପଥର ପ୍ରମୁଖ ନିରାପତ୍ତା ଆୟୁକ୍ତ ଶ୍ରୀ ରାଜା ରାମ ଓ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହଙ୍କ ଉପସ୍ଥିତିରେ ଏହାକୁ ଉଦ୍ଘାଟନ କରିଛନ୍ତି I ବ୍ୟାଟେରୀ ଦ୍ୱାରା ପରିଚାଳିତ ଏବଂ […]
୧-କୁନ୍ଦୁଲି ମାମଲାର ତଦନ୍ତ କରିବ ଏସଆଇଟି, ନଜର ରଖିବେ ହାଇକୋର୍ଟ। ୨-ବାରିପଦା:ଗାଡି ଚେକିଂ ବେଳେ ମଦ୍ୟପର ବାଇକ୍ ଧକ୍କାରେ ପୁଲିସ୍ ଏସ୍ଆଇ ଦୟାନିଧି ଦାସ୍ ମୃତ। ୩-ଭୁବନେଶ୍ଵର:ଏବେ ସୁଦ୍ଧା ୮୯୫ ଜଣ କ୍ଲାସ ୱାନ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା । ୪-ଲୋକସଭାରେ ବିଜିନେସ୍ ଆଡଭାଇଜରୀ କମିଟି ବୈଠକ, ଯୋଗ ଦେଲେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଡ.ଅଚ୍ୟୁତ ସାମନ୍ତ। ୫-ମଦ ପରେ ଗଞ୍ଜେଇ,ଗଞ୍ଜେଇ ଚାଷକୁ ସରକାରୀ ମାନ୍ୟତା […]
୧-ରାଜଧାନୀବାସୀ ହୁସିଆର, ଡ୍ରେନରେ ପକାନ୍ତୁ ନାହିଁ ଅଳିଆ, ଜଗିବ ବିଏମସି ସ୍କ୍ଵାର୍ଡ଼। ୨-ଏଥର ଶୀତ ଅଧିବେଶନରେ ବହିବ ଗରମ ହାଓ୍ୱା, ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ -ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କାଶ୍ମୀର ପ୍ରସଙ୍ଗ, ରାଫେଲ ଡିଲ, ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ୩-ଭୁବନେଶ୍ୱର:ମଞ୍ଚେଶ୍ବର ରେଲେଓ୍ଵ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଲା ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସୁଧା-ସର୍ଜ୍ଜନା ମହୋତ୍ସବ, ଯୋଗଦେଲେ ମୁଖ୍ୟମନ୍ତ୍ରୀ। ୪-ପୃଥିବୀ ଉପରକୁ ମାଡ଼ି […]
ବାସ୍ତବ ବ୍ୟୁରୋ: ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା ୬ଶହ ଟପିଗଲାଣି। ଶନିବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ପ୍ରାୟ ୫୨୭। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଶନିବାର ସୁଦ୍ଧା ଅତି ବିପଜ୍ଜନକ ଥିବାବେଳେ ଏହା ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଆଇକ୍ୟୁ ଏୟାର ଭିଜୁଆଲ ନାମକ ସ୍ବିଜରଲାଣ୍ଡର ଏକ ସଂସ୍ଥା ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟରେ […]


