ବାସ୍ତବ ବ୍ୟୁରୋ(ଭୁବନେଶ୍ୱର)-ପୂର୍ତ୍ତ ବିଭାଗ ତରଫରୁ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ୧୧ ସେପ୍ଟେମ୍ବର ଠାରୁ ଆରମ୍ଭ କରାଯାଇଅଛି | ସର୍ବପରି ବର୍ଜ୍ୟ ପ୍ଲାଷ୍ଟିକ୍ ସମ୍ପ୍ରତି ପରିବେଶ ପ୍ରତି ଏକ ଭୀଷଣ ବିପଦ ସୃଷ୍ଟି କରୁଅଛି | ଏହାର କୁପ୍ରଭାବ ମାଟି,ପାଣି,ପବନ, ସାଧାରଣ ସ୍ୱାସ୍ଥ୍ୟ ତଥା ସାମୁହିକ ଜୀବନଶୈଳୀକୁ ପ୍ରଭାବିତ କରୁଛି | ଅତ୍ୟଧିକ ପ୍ଲାଷ୍ଟିକ୍ ର ବ୍ୟବହାର ସାଙ୍ଗକୁ ସଂକ୍ଷିପ୍ତ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ସହର ତଥା ଗ୍ରାମ୍ୟ ଜୀବନକୁ […]

୧-ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ହଟିବ ଅନ୍ଧାର,ଲାଗିବ ୧୦୦୦ସୈ।ର ଲାଇଟ୍: ଅପରାଜିତା ୨-ପ୍ରଶିକ୍ଷଣ ଶିବିରରେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଲୋକଙ୍କ ସହ ରୁହ, ସରଳ ଜୀବନ ଅତିବାହିତ କର। ୩-ପୁରୀର ବିକାଶ ପାଇଁ ୫ ଆଇଏଏସ୍‌ ଅଫିସରଙ୍କ କାନ୍ଧରେ ଗୁରୁ ଦାୟିତ୍ୱ।ସେମାନେ ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି., ଡକ୍ଟର ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ। ୪-ପାର୍ବଣ ପୂର୍ବରୁ ଅପରାଧି ହେବେ ସାବାଡ୍ : […]

ମାନ୍ଦାବସ୍ଥାର ମୁକାବିଲା ପାଇଁ ,ମନମୋହନଙ୍କ ୬ସୂତ୍ରୀ ଫର୍ମୁଲା…ମୋଦିଙ୍କ ପାଇଁ । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ,ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଡା ସମାଲୋଚନା କରିଛନ୍ତି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ। ସେ କହିଛନ୍ତି ଗଣମାଧ୍ୟମରେ ଚର୍ଚ୍ଚା ରେ ରହିବା ପାଇଁ ଆଗଭର ନହୋଇ ,ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରିବା ଦରକାର । ଏକ ଇଂରାଜୀ ସମ୍ବାଦପତ୍ରକୁ ସାଖ୍ୟାତକାର ଦେଇ କହିଛନ୍ତି ,ଦେଶ ମାନ୍ଦାବସ୍ଥା କବଳରେ,ହେଲେ […]

୧-ଢେଙ୍କାନାଳ:ସଲାମ ଶିକ୍ଷୟିତ୍ରୀ:ଭରାନଦୀ ପାର ହୋଇ ବିନୋଦୀନି ସାମଲ ଯାଉଛନ୍ତି ରଥିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ। ୨-ପିଏମ କିଷାନ ମାନଧନ ଯୋଜନା ଆରମ୍ଭ।୧୮ରୁ ୪୦ବର୍ଷ ବୟସ୍କ ଚାଷୀ ହେବେ ସାମିଲ।୫୫ଟଙ୍କାରୁ ୨୦୦ଟଙ୍କା ଭିତରେ କରିବେ ଯୋଗଦାନ।୬୦ବର୍ଷ ପରେ ମାସକୁ ପାଇବେ ୩୦୦୦ଟଙ୍କା ପେନସନ। ୩-ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବକଳେବର, ଇସ୍ରୋ ସହଭାଗିତାରେ ଗ୍ରହ ଓ ଉପଗ୍ରହ ଜନିତ ପ୍ରଦର୍ଶନୀ କକ୍ଷ ହେବ ନିର୍ମାଣ। ୪-୧୬ ରୁ ୨୮ ଯାଏଁ ସ୍କୁଲ,ବ୍ଲକ […]

୧-ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ସମ୍ଭାବନା। ୨-‘ମୋ ସରକାର’ ପାଇଁ ସବୁ ଜିଲ୍ଲାରେ ପୁଲିସର ପ୍ରସ୍ତୁତି।୧୪ରେ ସବୁ ଧାନା ଅଧିକାରୀଙ୍କ ସହିତ କଥା ହେବେ ମୁଖ୍ୟମନ୍ତ୍ରୀ। ୩-ଗୁଜରାଟ ସରକାର ଟ୍ରାଫିକ ଜୋରିମାନାକୁ ୨୫ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କଲେ , ଓଡ଼ିଶାରେ ବି କମ୍ ହୋଇପାରେ ଜୋରିମାନା। ୪-ପାର୍ଲିଆମେଣ୍ଟରୁ କେନ୍ଦ୍ରୀୟ ୬ ଜଣିଆ ଅଧିକାରୀଙ୍କ ଠାରୁ ଆସନ୍ତା ୧୩ ଓ ୧୪ରେ […]

ଗାନ୍ଧୀ ଜୟନ୍ତୀ ଠାରୁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଓ ଷ୍ଟେସନ ମାନଙ୍କରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷିଦ୍ଧ : ରେଳବାଇ ପରିସୀମା ବିଶେଷ ଭାବେ ଷ୍ଟେସନ ଅଞ୍ଚଳ ଓ ଟ୍ରେନ ମାନଙ୍କରେ ପ୍ଲାଷ୍ଟିକ ବ୍ୟବହାରକୁ ନିରୁତ୍ସାହିତ କରିବା ଓ ଏକ ସବୁଜିମା ସୃଷ୍ଟି କରିବା ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବ୍ୟାପକ ଭାବେ ଜନ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି I ପରିବେଶ ପ୍ରତି ପ୍ଲାଷ୍ଟିକ ବ୍ୟବହାରର […]

୧-ପରିବହନ ଅଧିକାରୀଙ୍କ ଛୁଟି ବାତିଲ, ଛୁଟି ଦିନରେ ଖୋଲା ରହିବ ଅଫିସ୍‌:ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ୨-‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଡଃ ଶିଶିର ବେହେରା ପାଇଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୩-ଆଜି ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ଚାଲାଣ, ରାଜସ୍ଥାନର ଟ୍ରକ ମାଲିକ ଭରିଲେ ୧, ୪୧, ୭୦୦ ଟଙ୍କାର ଜୋରିମାନା। ୪-ଓଏଏସ୍‌ସ୍ତରରେ ଅଦଳ ବଦଳ, ଭିମସାରର ପ୍ରଶାସନିକ ଅଧିକାରୀ ହେଲେ ସୁବ୍ରତ କୁମାର ନାୟକ। […]

୧-ଭୁବନେଶ୍ୱର:ଅଭିନେତା ବାବୁସାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର- କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକ ଅଟକାଇଲେ ଗାଡି। ୨-ଟ୍ରାଫିକ ଧରପଗଡ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ, ୩ ମାସ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା କୋହଳ। ୩-ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍। ୪-ଦ୍ୱିତୀୟ ପର୍ଯ୍ୟାୟ ଅବଢ଼ା ଯୋଜନା ପାଇଁ ପୁରୀକୁ ପୁଣି ୧୦୦ କୋଟି : ମୁଖ୍ୟମନ୍ତ୍ରୀ ୫-କଡା ଟ୍ରାଫିକ ନିୟମର ପ୍ରଭାବ, ଗାଡି କାଢିଲେନି ଲୋକ- […]

ଟ୍ରେନକୁ ପଥର ଫୋପାଡିବା ରୋକିବାକୁ ପୂର୍ବତଟ ରେଳପଥ ର ପ୍ରୟାସ I ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା କେତେକ ପିଲାମାନେ ଖେଳହେଉ କିମ୍ବା ମଜା ନେବାପାଇଁ ଚଳନ୍ତା ଟ୍ରେନ କୁ ପଥର ଫିଙ୍ଗିବା ଘଟଣା ନିକଟ ଅତୀତ ରେ ଘଟିଛି ଯାହାକି ଟ୍ରେନ ରେ ଥିବା ଯାତ୍ରୀ ମାନଙ୍କ ପାଇଁ ଏବେ ସଙ୍କଟ ର କାରଣ ହୋଇଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ଏହାର ପରିସୀମା […]

ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ଜନସାଧାରଣ । ତେବେ ନୂଆ ନିୟମକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିବା ପରେ ନିୟମରେ ଟିକିଏ କୋହଳ କରିଥିଲେ ସରକାର […]

Pin It on Pinterest