ଦାମଙ୍କୁ ନେଇ ପୁଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିବାର ଲାଗିଛି । ଦାମ ବିଜେଡ଼ି ଛାଡ଼ିବା ହେଉ କି ବିଜେଡ଼ିରେ ମନ୍ତ୍ରୀ ପଦରେ ରହିଆସିଥିବାବେଳେ ହେଉ ପ୍ରତିଟି ସମୟରେ ଦାମଙ୍କ କଥାକୁ ନେଇ ସରଗରମରେ ରହିଆସିଥିବା ରାଜନୀତି । ଆଜି ଆଉଟିକେ ଗରମାମରମ ହୋଇଯାଇଛି । ଡଃ ଦାମଦର ରାଉତ ତାଙ୍କ ତୁଣ୍ଡର କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଉ ବିଜେପିରେ […]

ଭୁବନେଶ୍ୱର(ବାସ୍ତବ ଟିଭି): ପୁଣି ରାଜନୀତି ମୁହାଁ ମହାରଥୀ । ଏଇ ମାତ୍ର କିଛିି ଦିନ ତଳେ ପପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ମନ୍ତ୍ରୀ ପଦ ହରାଇ ଘର ବାହୁଡ଼ା ହୋଇଥିବାବେଳେ ପୁଣି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏବଂ ତାଙ୍କୁ ଗଣମାଧ୍ୟମ ନିର୍ବାଚନ ଲଢ଼ିବା ନେଇ ପଶ୍ନ କରିବାରୁ ବିଧାୟକ ସ୍ପଷ୍ଟ କହିଥିଲେକି ମୁଁ ଏଥର ନିର୍ବାଚନ ନିଶ୍ଚୟ […]

ନିର୍ବାଚନକୁ ମାତ୍ର ଆଉ ଏକ ମାସ ଥିବାରୁ ନବୀନ ନିବାସରେ ଦେଖିବାକୁ ମିଳୁୁଛି ନେତାଙ୍କ ଲମ୍ବା ଲାଇନ୍ । ଗତ ୩ଦିନ ହେବ ନବୀନ ନିବାସର ଏହି ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପ୍ରଥମ ପ୍ରର୍ଯ୍ୟାୟରେ ଅପ୍ରିଲ ୧୧ତାରିରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ଏବଂ କଳାହାଣ୍ଡି ଲୋକସଭା ଆସନ ଓ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏବଂ ଏହି ନିର୍ବାଚନ ପ୍ରାର୍ଥୀ ନେଇ ବିଜେଡ଼ିରେ ଅଙ୍କକଷା […]

Bastabtv Reporter-Chakradhar Pruseth ମେଡିକାଲ ରାଉରକେଲା ହାଇଟେକ କଲେଜ ଓ ଏସ୍ଟିଆଇ ଓଭର ବ୍ରିଜ ମଝି ଛକ ରେ ବିରାଟ ଗୋଲ କୁଣ୍ଡ କରି ପୋତା ହେଲା 15 ଫୁଟିଆ ଖଜୁରୀ ଗଛ I ଓଡିଶା ର ପ୍ରସିଦ୍ଧ ମୁଖ୍ୟ ମନ୍ତ୍ରୀଙ୍କ କର କମଳ ରେ ଉଦଘାଟନ ହେଲା ନବ ନିର୍ମିତ ଓଭର ବ୍ରିଜ ହେଲେ ବଳି ପଡିଲା 15 ବର୍ଷିଆ ବିଚରା ଖଜୁରୀ ଗଛ Iମୁଖ୍ୟ ମନ୍ତ୍ରୀ ଙ୍କୁ […]

ବାସ୍ତବ ବ୍ୟୁରୋ: ଅନେକ ଦିନରୁ ସିଦ୍ଧାନ୍ତ ଓ ରଚନା ଯୋଡ଼ିକୁ ଭଲପାଇ ଆସୁଥିବା ଓଡ଼ିଆ ଦର୍ଶକଙ୍କ ପାଇଁ ଖୁସିର ଖବର । ପୁଣିଥରେ ଏକାଠି ହେବେ ଓଲିଉଡ଼ର ରୂପେଲି ପାଦାର ରୋମାଣ୍ଟିକ୍ ଯୋଡ଼ି ସିଦ୍ଦାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ହିଟ୍ ଫିଲ୍ମ ଦେଇ ଆସିଥିବା ଏହି ଯୋଡ଼ି ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଯାହା ଶୁଣିବାକୁ ମିଳୁଛି । ନିର୍ଦ୍ଦେଶକ […]

ବାସ୍ତବ ବ୍ୟୁରୋ:ଗତକାଲି ନିର୍ବାଚନୀ ବିଗୁଲ ବାଜିବା ପରେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ବିଜେଡ଼ି ପକ୍ଷରୁ ପ୍ରକାଶ କରାଯାଇଛି । ଏନେଇ ପ୍ରାର୍ଥୀ ତାଲିକା ପ୍ରକ୍ରୀୟା ଜାରି ରହିଛି ଓ ଏହା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ତାହ ସହ କହିଛନ୍ତି କି ବିଗୁଲ ବାଜିବାପରେ ବିଜେଡ଼ି ପ୍ରସ୍ତୁତ ହେଉଛି । ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ବହୁ […]

ବାସ୍ତବ ବ୍ୟୁରୋ:ବଦଳୁଛି ରାଜନୀତି ପାଣିପାଗ । ଯାଜପୁରର ବିଜେଡ଼ିର ସର୍ବେସର୍ବା ଅର୍ଥାତ୍ ବିରୋଧୀଙ୍କ କହିବା ଅନୁଯାୟୀ ବିଜେଡ଼ିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାଶ (ବବି) ଏଥର ନିର୍ବାଚନ ନଲଢ଼ିବା ନେଇ ଚର୍ଚ୍ଚା ଜୋରଧରିଛି । ଗତକାଲି ନିର୍ବାଚନ ବିଗୁଲ ବାଜିବା ପରେ ଲୋକସଭା ସହ ବିଧାନସଭା ସିଟ୍ ଉପରେ ଆଶୟୀ ପ୍ରର୍ଥୀଙ୍କ ନଜର ରହିଥିବା ବେଳେ କିନ୍ତୁ ବବିଙ୍କ ଆଶନ କେତେ ସୁରକ୍ଷା ବୋଲି ସାଧାରଣରେ ପ୍ରଶ୍ନ […]

ବାସ୍ତବ ବ୍ୟୁରୋ: ଆଜିଠୁ ୨୦୧୯ ନିର୍ବାଚନ ପାଇଁ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ସହରାଅଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଚାର ଆରମ୍ଭ କରିବା ସହ ବିଜୟ ସଂକଳ୍ପ ଯାତ୍ରା କରିବ । ଏଥିଲାଗି ଦଳ ମାତ୍ର ୮ଦିନ ମଧ୍ୟରେ ୫ହଜାରରୁ ଅଧିକ ସଭା କରିବ । ବିଜେପି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ରଙ୍କ କହିବା ଅନୁଯାୟୀ ଆଜିଠାରୁ ଆସନ୍ତା ୧୭ ତାରିଖ […]

ବାସ୍ତବ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ । ଏଥିଲାଗି ଦେଖାଦେଲାଣି ରାଜ୍ୟ ରାଜନୀତିରେ ନେତାଙ୍କ ଚଳଚଞ୍ଚଳର ଭୂମିକା । କିଏ ବିଜେଡ଼ିକୁ ଡେଉଁଛି ତ କିଏ ବିଜେପି ମୁହାଁ । ଏବେ ଏବେ ବିଜେପିରେ ବୈଜୟନ୍ତ ଯୋଗ ଦେବାପରେ ଲାଗିଛି ବିଜେପିକୁ ନେତାଙ୍କ ଲମ୍ବାଲାଇନ୍ । ସେହି ଲାଇନ୍ ଭିତରୁ ଦାମ ବାବୁ ଆଗ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପଛକୁ ପଛ ଛିଡ଼ା ହେଲେଣି ବହୁ ତୁଙ୍ଗ ନେତାଙ୍କ […]

ବାସ୍ତବ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ଚାଲିଛି ନିର୍ବାଚନ କମିଶନଙ୍କର ମାନସମନ୍ଥନ । ଏନେଇ ଆଜି ମୋଟ୍ ୩୯ଟି ଦଳୀୟ ଚିହ୍ନକୁ ନିର୍ବାଚନ କମିଶନ ସ୍ୱୀକୃତି ଦେଇଛନ୍ତି । ତାହା ସହ ଇସିଆଇ ପ୍ରକାଶ କରିଛିକି ପଞ୍ଜିକୃତ ଓ ଅଣସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର । ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ୫ଟାରେ ହୋଇପାରେ ନିର୍ବାଚନର ତାରିଖ ଘୋଷଣା । […]

Pin It on Pinterest