ବିଜେଡି ପାଇଁ ଖଟୁଛି ଯିଏ ତାଙ୍କୁ ଅଣଦେଖା କରାଯାଉଛି କାହିଁକି ? ଏହା ପଛର ଖଳନାୟକ କିଏ ?

ଜାଜପୁର: ବିଜେଡି ବିଧାୟକ ପ୍ରାଥୀଭାବେ ଅବନ୍ତୀ ଦାସ ଙ୍କୁ ପ୍ରାର୍ଥୀ କରିଥିଲେ । କିଛି ଦଲାଲ, ଏବଂ ବେପାରୀ,ଧାମନଗର ରେ ବିଜେଡି ପରାଜୟ ଏବଂ ରାଜୁଦାସ ଙ୍କୁ ଟିକେଟ ନ ଦେବାର କାରଣ ।ଏ ନେଇ ବର୍ଷିଲେ ଜାରକା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭୁ ରଞ୍ଜନ ସାମଲ ।

ବିଜେପି ଜିତିବା ପରେ ଏହାର ପ୍ରଭାବ ସିଧା ସଳଖ ଭାବେ ଧର୍ମଶାଳା ରେ ଦେଖିବାକୁ ମିଳିଥିବା ବେଳେ ।ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ଏହାର ଭିନ୍ନ ପ୍ରକାର ର ଦୃଶ୍ୟ ଦେଖିବାକୁ ମିଳିଛି ।ନିର୍ବାଚନ ଫଳାଫଳ ପ୍ ରକାଶ ପରେ ଜାରକା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରଭୁ ରଞ୍ଜନ ସାମଲ ତାଙ୍କ ସମର୍ଥକ ଙ୍କ ଗହଣରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ଆଗରେ ବlଣ ଫୁଟାଇ ପରାଜିତ ପ୍ରାର୍ଥୀ ରାଜୁ ଦାସ୍ ଜିନ୍ଦାବାଦ ଧ୍ୱନୀ ଦେଇ, ସ୍ୱତନ୍ତ୍ର ଭାବେ ବlଣ ଫୁଟାଇ ସେଲିବ୍ରେଶନ କରିଛନ୍ତି।

ତେଣୁ ବିଜେଡି ରାଜୁ ଦାସ୍ ଙ୍କୁ ପ୍ରାର୍ଥୀ ନକରିବାରୁ ଧାମନଗର ରେ ହlରିବାକୁ ପଡ଼ିଲା ।ଆଗାମୀ ଦିନରେ ନିର୍ବାଚନ ପରିଚାଳନା ପାଇଁ ବିଜେଡି ସୁପ୍ରିମୋ ଏଭଳି ସଂଗଠକ ମାନଙ୍କୁ ଦାଇତ୍ୱ ଦେଲେ ତାହା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ସେମାନେ ନାରାବାଜି ମାଧ୍ୟମରେ ଚେତାବନି ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାମନଗର ବିଜେପିର ବିଜୟ ପରେ ରାଜନଗର ବିଜେପିର ବିଜୟ ଉତ୍ସବ...

Mon Nov 7 , 2022
ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ଘୋଷଣା ପରେ ରାଜନଗର ପୁର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ.ଅଲେଖ କୁମାର ଜେନାଙ୍କ ନେତୃତ୍ଵରେ ,ରାଜନଗର,ପଟ୍ଟାମୁଣ୍ଡାଇ ବିଜେପି କାର୍ଯ୍ୟକର୍ତ୍ତା ମାନେ ପଟ୍ଟାମୁଣ୍ଡାଇ ପାର୍ଟି ଅଫିସ ପ୍ରାଙ୍ଗଣରେ ବିଜୟ ଉତ୍ସବ ପାଳନ କରିବା ସହ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ । ଏକ ବର୍ଣ୍ଣାଢ୍ଯ ପରିବେଶରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ […]

You May Like

Pin It on Pinterest