୨୩,୨୪,୨୫,ପାଇଁ ବାତିଲ୍ ହେଲା ୧୭୮ଟ୍ରେନ୍ ଦେଖନ୍ତୁ ଆପଣଙ୍କର କେଉଁ ଟ୍ରେନ୍

ବାସ୍ତବବ୍ୟୁରୋ: ଭାରତୀୟ ରେଳବିଭାଗ ପକ୍ଷରୁ ସମ୍ଭାବ୍ଯ ବାତ୍ୟାକୁ ନଜରରେ ରଖି ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍ ବାତିଲ କରାଯାଇଛି। ସେଥ୍ରେ ଅପ୍ ଟ୍ରେନ୍ ୮୫ ଥୂବା ବେଳେ ଡାଉନ୍ ଟ୍ରେନ୍ ୯୩ଟି ରହିଛି ।
୨୩ ତାରିଖରେ ବାତିଲ ହୋଇଥିବା ଟ୍ରେନ୍ -:କାମାକ୍ଷା-ବାଙ୍ଗାଲୁରୁ, ନୂଆଦିଲ୍ଲୀ-ଭୁବନେଶ୍ବର, ଋଷିକେଷ-ପୁରୀ, ନୂଆଦିଲ୍ଲୀ-ପୁରୀ, କୋଲକାତା-ପୁରୀ, ସିକନ୍ଦରାବାଦ-ଭୁବନେଶ୍ବର, ଚେନ୍ନାଇ ସେଣ୍ଟ୍ରାଲ-ହାୱାଡ଼ା, ପଣ୍ଡିଚେରୀ-ଭୁବନେଶ୍ବର, ଏସ୍‌ବିସି-ଭୁବନେଶ୍ବର, CSURATM-BHUBANESWAR, ଗାନ୍ଧିଧାମ-ପୁରୀ, ସୁରତ-ବ୍ରହ୍ମପୁର ପ୍ରମୁଖ।

୨୪ ତାରିଖରେ ବାତିଲ ହୋଇଥିବା ଟ୍ରେନ୍ -: ସାଲିମାର-ପୁରୀ, ହାୱଡ଼ା- ଭୁବନେଶ୍ବର, ହାୱଡ଼ା-ପୁରୀ, ପାଟନା-ପୁରୀ, ସାଲିମାର- ପୁରୀ, ଭଞ୍ଜପୁର-ପୁରୀ, ହାୱଡ଼ା-ପୁରୀ, ଆନନ୍ଦବିହାର-ପୁରୀ, ହାୱଡା-ଭଦ୍ରକ, ବାଲେଶ୍ବର-ଭଦ୍ରକ, ଖଡ଼କପୁର-ଭଦ୍ରକ, ଭଦ୍ରକ-କଟକ, ଭଦ୍ରକ-କଟକ, ଖଡଗପୁର-ଯାଜପୁର କେନ୍ଦୁଝର ରୋଡ୍, ସମ୍ବଲପୁର-ପୁରୀ, ରାଉରକେଲା- ଭୁବନେଶ୍ବର, ରାଉରକେଲା-ପୁରୀ, ରାଉରକେଲା- ପୁରୀ(ଭିବି), ସମ୍ବଲପୁର-ସାଲିମାର, ହଟିଆ-ପୁରୀ, ରାଉରକେଲା-ଗୁଣପୁର, ଏଲ୍‌ଟିଟି-ପୁରୀ, ଦୀଘା-ପୁରୀ, ବଡବିଲ୍-ପୁରୀ, ଟାଟା ନଗର-ବ୍ରହ୍ମପୁର, କେନ୍ଦୁଝର ଗଡ଼- ପୁରୀ, ପାରାଦୀପ-ପୁରୀ, କଟକ-ପଲାସା, କଟକ-ପୁରୀ, କଟକ-ଗୁଣପୁର, କଟକ-ପାରାଦୀପ, କଟକ- ପରାଦୀପ, ଭୁବନେଶ୍ବର- ଦଶପଲ୍ଲା, ବ୍ରହ୍ମପୁର-ସୁରତ, ଗୁଣପୁର- ବିଶାଖାପାଟଣା, ପଲାସା- ବିଶାଖାପାଟଣା, ଭୁବନେଶ୍ବର- ଜୁନାଗଡ଼ ରୋଡ୍, ଭୁବନେଶ୍ବର- ଜଗଦଲପୁର, ପୁରୀ- ଗୁଣପୁର, ରାଉରକେଲା-ପୁରୀ, ବ୍ରହ୍ମପୁର-ଭୁବନେଶ୍ବର, ବିଶାଖାପାଟଣା-ଭୁବନେଶ୍ବର(ଭିବି), ବିଶାଖାପାଟଣା-ଦୀଘା, ଗୁଣପୁର-ରାଉରକେଲା, ବିଶାଖାପାଟଣା-ଭୁବନେଶ୍ବର, ବିଶାଖାପାଟଣା-ବ୍ରହ୍ମପୁର, ଜୁନାଗଡ଼ ରୋଡ୍- ଭୁବନେଶ୍ବର ଗୁଣପୁର-ରାଉରକେଲା, ବିଶାଖାପାଟଣା-ଭୁବନେଶ୍ବର, ବିଶାଖାପାଟଣା-ବ୍ରହ୍ମପୁର, ଜୁନାଗଡ଼ ରୋଡ୍- ଭୁବନେଶ୍ବର, ପଲାସା-କଟକ, ଜଗଦଲପୁର-ଭୁବନେଶ୍ବର, ପଲାସା- କଟକ, ପଲାସା-ଭୁବନେଶ୍ବର, ଗୁଣପୁର-ପୁରୀ, ଭୁବନେଶ୍ବର- ବାଲେଶ୍ବର, ଭୁବନେଶ୍ବର-ଧାନବାଦ, ଭୁବନେଶ୍ବର-ବ୍ରହ୍ମପୁର, ପୁରୀ-ଜୟନଗର, ପୁରୀ-ସମ୍ବଲପୁର, ପୁରୀ-ଅନୁଗୋଳ, ପୁରୀ-ତାଳଚେର, ପୁରୀ-ଅହମ୍ମଦାବାଦ, ପୁରୀ-ଦଶପଲ୍ଲା, ପୁରୀ-ଟିପିଟିୱାଇ, ପୁରୀ-ଦୀଘା, ପୁରୀ-ସିଆଲ୍ଦା, ପୁରୀ- ସୋନପୁର, ପୁରୀ-ହାଟିଆ, ପୁରୀ-ଋଷିକେଷ, ପୁରୀ- ନୂଆଦିଲ୍ଲୀ, ପୁରୀ-ସାଲିମାର, ପୁରୀ-ଆଜମେର୍, ପୁରୀ- ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧାରୋଡ଼-କେନ୍ଦୁଝର ଗଡ଼, ପାରାଦୀପ- କଟକ, ଭଦ୍ରକ-ଖଡ଼ଗପୁର, ବିଶାଖାପାଟଣା-ପଲାସା, ଭୁବନେଶ୍ବର-ହାୱାଡା, ପୁରୀ-ସାଲିମାର, ପୁରୀ-ହାୱାଡ଼ା, ବିଶାଖାପାଟଣା-ବ୍ରହ୍ମପୁର, ପୁରୀ-ରାଉରକେଲା ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି।

୨୫ ତାରିଖରେ ବାତିଲ ହୋଇଥିବା ଟ୍ରେନ୍ -: ଭଦ୍ରକ-ପଲାସା, ଜଳେଶ୍ବର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର-ଖୋର୍ଦ୍ଧା ରୋଡ୍, ହାୱଡା- ପୁରୀ, କେନ୍ଦୁଝର ଗଡ଼-ଖୋର୍ଦ୍ଧା ରୋଡ୍, ଦୀଘା- ବିଶାଖାପାଟଣା, ଭୁବନେଶ୍ବର-ବିଶାଖାପାଟଣା, ବ୍ରହ୍ମପୁର- ବିଶାଖାପାଟଣା, ଦଶପଲ୍ଲା-ପୁରୀ, ସୋନପୁର-ପୁରୀ, ସାଲିମାର-ପୁରୀ, ହାୱଡ଼ା-ପୁରୀ, ସାଲିମାର-ପୁରୀ, ସାଲିମାର-ସମ୍ବଲପୁର, ଗୁଣପୁର-ବିଶାଖାପାଟଣା, ବ୍ରହ୍ମପୁର- ବିଶାଖାପାଟଣା, ଭୁବନେଶ୍ବର-ହାୱଡା, ଭୁବନେଶ୍ବର- ସୋନପୁର, ଭୁବନେଶ୍ବର-ନୂଆଦିଲ୍ଲୀ(ରାଜଧାନୀ ଏକ୍ସପ୍ରେସ), ପୁରୀ-ରାଉରକେଲା, ପୁରୀ-ନାଜାମ୍‌ଦ୍ଦିନ୍, ପୁରୀ- ରାଉରକେଲା(ଭିବି), ପୁରୀ-ହାୱଡା, ପୁରୀ-ବଡ଼ବିଲ୍- ପାରାଦୀପ, ପୁରୀ-କଟକ, ପୁରୀ-ସାଲିମାର, ପୁରୀ- ଆନନ୍ଦବିହାର, ପୁରୀ-ଗୁଣପୁର, କଟକ-ଭଦ୍ରକ, କଟକ- ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍- ଖଡଗପୁର, ପାରାଦୀପ-କଟକ, ପାରାଦୀପ-କେନ୍ଦୁଝର ଗଡ଼, ପାରାଦୀପ- କଟକ, ଭଦ୍ରକ- ହାୱଡା, ଭଦ୍ରକ-ବାଲେଶ୍ବର, ଦଶପଲ୍ଲା- ଭୁବନେଶ୍ବର, ଗୁଣପୁର-ପୁରୀ, ବିଶାଖାପାଟଣା-ଗୁଣପୁର ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି।

ସେୟାର କରନ୍ତୁ

Next Post

ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଦାନା’

Wed Oct 23 , 2024
ବାସ୍ତବ ବ୍ୟୁରୋ: ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ‘ଦାନା’। ଲ୍ୟାଣ୍ଡଫଲ୍‌ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ବାତ୍ୟା ‘ଦାନା’ ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ରହିଛି । ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଦିଆଯାଇଛି । ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ […]

You May Like

Pin It on Pinterest