ବିରାଟ ଙ୍କ କୋଳ ମଣ୍ଡନ କଲେ କନ୍ୟାରତ୍ନ…

ବାସ୍ତବବ୍ୟୁରୋ :ଜାନୁଆରୀ ୧୧ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିଲା ନୂଆ ଅତିଥି ,ବିରୁ ପରିବାର ରେ ଖୁସିର ଲହରୀ । ଅନୁଷ୍କା ଶର୍ମା ଆଜି ଅପରାହ୍ନରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ପିତା ହେବାର ଆନନ୍ଦରେ ବିରାଟ କୋହଲି ସୋସିଆଲ ମିଡିଆରେ ନିଜର ଶୁଭେଛୁ ମାନଙ୍କ ପାଇଁ ଏହି ସୂଚନା ସେୟାର କରିଛନ୍ତି ।

ବିରାଟ ପୋଷ୍ଟରେ ଲେଖିଛନ୍ତି- ” ଆମେ ବହୁତ ଖୁସି ଯେ ଆଜି ଅପରାହ୍ନରେ ଆମର କନ୍ୟା ସନ୍ତାନ ହୋଇଛି । ଆପଣଙ୍କ ପ୍ରେମ ଏବଂ ଶୁଭେଚ୍ଛା ପାଇଁ ଆମେ ଗଭୀର କୃତଜ୍ଞ । ଉଭୟ ଅନୁଷ୍କା ଏବଂ ଆମ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାମ୍ମୁ କାଶ୍ମୀରରେ ଭୟଙ୍କର ଭୂମିକମ୍ପ...

Mon Jan 11 , 2021
ବାସ୍ତବବ୍ୟୁରୋ :ଜମ୍ମୁ-କଶ୍ମୀର କତ୍ରା ନିକଟରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକଙ୍କ ମନରେ ଭୟର ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂମ୍ପକର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂକମ୍ପର ଝଟକା କିସ୍ତିୱାର ଓ ଉଦ୍ଧମପୁରରେ ମଧ୍ୟ ଅନୁଭୂତ ହୋଇଛି। ଏଥିରେ ଅଧିକ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ବେଳରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ମିଳିଥିବା ଖବର ଅନୁସାରେ , କତ୍ରାର ଉତ୍ତର […]

You May Like

Pin It on Pinterest