ବିଂଝାରପୁର(ବାସ୍ତବ କଥା)୨୦|୧୨:ସିଂହପୁର ସ୍ଥିତ ନବଘନ ମହନ୍ତ ମାୟାଧର ସରକାରୀ ଉ.ପ୍ରା ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜ୍ଞାନରଞ୍ଜନ ସାମଲ ପତାକା ଉତୋଳନ କରିଥିଲେ।ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ସର୍ବଶ୍ରୀ ମନୋରଂଜନ ବେହୂରିଆ,ପ୍ରଭାତ କୁମାର ସାହୁ, କଳା ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ […]
BJP Odisha
ଜାଜପୁର/ବିଂଝାରପୁର(ବାସ୍ତବ କଥା):ସରକାରୀ ଜମି ମାପଚୁପ ରେ ହେରାଫେରୀ କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ଅତିରିକ୍ତ ତହସିଲଦାର,୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିବାକୁ ନେଇ ବିଞ୍ଝାରପୁରରେ ଚର୍ଚ୍ଚା ଲାଗି ରହିଛି । ସୁଚନା ଅନୁସାର ବିଞ୍ଝାରପୁରର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ସେଠୀ (ଭାରପ୍ରାପ୍ତ ତହସିଲଦାର ଭାବରେ କାର୍ଯ୍ୟକରୁଥିଲେ) ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସି ଥିଲା।ବିଞ୍ଝାରପୁର ବ୍ଲକର ଫତେପୁର […]
କେନ୍ଦ୍ରାପଡ଼ା(ବାସ୍ତବ କଥା):ନିଯୁକ୍ତି, ଦରବୃଦ୍ଧି, ଆର୍ଥିକ ପରିଚାଳନା, ଆଭ୍ୟନ୍ତରୀଣ ସୁରକ୍ଷା, ବୈଦେଶିକ ନୀତି ଆଦି ସମସ୍ତ କ୍ଷେତ୍ରରେ ଅସଫଳ ହୋଇଥିବା ଏଗାର ବର୍ଷର କେନ୍ଦ୍ର ସରକାର ନିଜର ବିଫଳତା ଲୁଚାଇବା ପାଇଁ ଗ୍ରାମୀଣ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସୃଷ୍ଟି କରିଥିବା ମନରେଗା ଭଳି ଐତିହାସିକ ଆଇନର ନାମ ପରିବର୍ତ୍ତନ କରି ତାହାକୁ ଭିବି ଜୀ ରାମ ଜୀ କରିବା ପାଇଁ ସଂସଦରେ ବିଲ୍ ପାସ୍ କରିବାକୁ ବାମପନ୍ଥୀ ଦଳ […]
ନର୍ଲା,୨୦/୧୨(ସନ୍ତୋଷ ପାତ୍ର): ପୂର୍ବତନ ବିଜେଡି ସରକାର ଙ୍କ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ବ୍ଳକ୍ ରେ JMFC କୋର୍ଟ ସ୍ଥାପନ କରିବା ପାଇଁ ଘୋଷଣା କରାଯାଇଥିଲା।ତନ୍ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ନର୍ଲା,କର୍ଲାମୁଣ୍ଡା , ଗୋଲାମୁଣ୍ଡା, କଲମପୁର ଭଳି ବ୍ଳକ୍ ମାନଙ୍କରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଗରିବ ନିରିହ ଲୋକେ କିପରି ଭାବରେ ନ୍ୟାୟିକ ବ୍ୟବସ୍ଥା ପାଇପାରିବେ ସେ ଦୃଷ୍ଟି କୋଣରୁ ନର୍ଲା ବାର୍ ଆସୋସିଏସନ୍ ପୂର୍ବତନ ସଭାପତି କୁବେର […]
କୋରାପୁଟ(ବାସ୍ତବବ୍ୟୁରୋ): କୋରାପୁଟ ଜିଲ୍ଲା ଏକ ପ୍ରକୁତିକ ଜିଲ୍ଲା ଅଟେ।ଏଠାରେ ସହର କୁ ଛାଡି ଅନ୍ୟ ଅଞ୍ଚଳ ରେ ଆଦିବାସୀ ମାନେ ବସବାସ କରୁଥିବା ର ନଜିର ରହିଛି l ଏହି କୋରାପୁଟ ଜିଲ୍ଲାର କୋଟିଆ ଏକ ସିମାନ୍ତବର୍ତ୍ତୀ ଅଂଚଳ,ଏହି ଅଂଚଳ ଟି ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ। ନିକଟବର୍ତ୍ତୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବେଳେବେଳେ ଏହି ସ୍ଥାନ କୁ ନିଜର ଅଞ୍ଚଳ ପାଇଁ ମଧ୍ୟ ଦାବି କରିଥାଏ।ଏହି କୋଟିଆ […]
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି(ବାସ୍ତବ କଥା):ପିଇବା ପାଣି ଟୋପେ ପାଇଁ,ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲମତାଗୁଡା ପଞ୍ଚାୟତ ଅଧିନରେ ରହିଥିବା ଦୁର୍ଗମ ପାହାଡିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଳଗୋଡି ଗାଁ ଲୋକେ ଡହଳବିକଳ। ଏହି ଗାଁ ରେ ବସବାସ କରୁଛନ୍ତି ୬୦ ପରିବାରରେ ପ୍ରାୟ ୨୦୦ ଲୋକ।ଗ୍ରାମରେ ୩ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପରୁ ଦୂଷିତ ପାଣି ବାହାରିଥାଏ।ଆଉ ଗୋଟିଏ ନଳକୂପ ରେ ଜଳସ୍ତର ହ୍ରାସ ଯୋଗୁଁ ଗୋଟିଏ ବାଲଟି କାଢ଼ିଲେ […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଚାଲେଞ୍ଜିଂ ଷ୍ଟାର୍ ପବ୍ଲିକ୍ ସ୍କୁଲ୍ର ଅଷ୍ଟମ ବାର୍ଷିକ ଉତ୍ସବ ସମାଜର ବଦଳୁଥିବା ଆବଶ୍ୟକତା’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ମହା ସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୋଛ୍ସନା ରାଣୀ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀଯୁକ୍ତ ଦାଶରଥି ଶତପଥୀ, ସମ୍ମାନିତ ଅତିଥି ଭାବେ ଡକ୍ଟର ହରିହର କାନ୍ନୁନଗୋ, ପୂର୍ବତନ ନିର୍ଦ୍ଦେଶକ, […]
କଟକ(ସଂଜୟ ଶତପଥୀ): ଜୀବନବୀମା ଅଭିକର୍ତ୍ତା ସଂଘ ସିଡିଏ ସେକ୍ଟର ୬କଟକ ଶାଖା୧ର ବାର୍ଷିକ ସାଧାରଣ ଅଧିବେଶନ୨୨୫ ସ୍ତାନୀୟ ଟାଉନ ହଲ ଠାରେ ସତାଧିକା ଅଭିକର୍ତ୍ତାଙ୍କ ଉପସ୍ଥିତ ରେ ଶାଖାର ସଭାପତି ଗୌତମ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦରଜରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୁର୍ବକ ଗଣେଶଙ୍କର ବନ୍ଦନା ଓ ଜୀବନ ବୀମା ନିଗମ ଗୀତ ଗାନ କରି, ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା। ଭାରତର ଅଗ୍ରୀଣ […]
ଜିଲ୍ଲାର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ଆଦର୍ଶ କୃଷି ଗ୍ରାମ – ଜିଲ୍ଲାପାଳ ନୂଆପଡ଼ାକୁ(ବାସ୍ତବ କଥା):ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ କରି ବିଭାଗର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ। ଆଜିର ବୈଠକରେ ଜିଲ୍ଲାରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଏକ […]
ନୁଆପଡା/ସିନାପାଲି(ବାସ୍ତବ କଥା):ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁମୁଣ୍ଡା ପରିସରରେ ବହୁ ଆନନ୍ଦ,ଉତ୍ସାହର ମଧ୍ୟରେ“ସୁରଭୀ ଶିଶୁ ମହୋତ୍ସବ” ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସମନ୍ଵୟକାରୀ ମହେନ୍ଦ୍ର ବାଗଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆୟୋଜିତ ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରି ମହୋତ୍ସବକୁ ମଧୁରତାରେ ପୁର୍ଣ୍ଣ କରିଥିଲେ।ଏବଂ ଏହି କାର୍ଯ୍ୟକ୍ରମ କୁ ଯାମପାଣି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ […]


