୨୪ଟି ଅଭିଯୋଗ ଗ୍ରହଣ, ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ.. କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ):୧୦/୯- ସେପ୍ଟେମ୍ବର ଜନସାଧାରଣଙ୍କ ରାଜସ୍ୱ ସମ୍ପର୍କିତ ସମସ୍ୟାର ସମାଧାନ ତଥା ସେମାନଙ୍କ ଅଭିଯୋଗର ତ୍ୱରିତ ନିରାକରଣ ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ଜିଲ୍ଲାପାଳ ଉପସ୍ଥିତ ଜନସାଧାରଣଙ୍କଠାରୁ ରାଜସ୍ୱ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ମୋଟ ୨୪ଟି ଅଭିଯୋଗ ଗ୍ରହଣ […]
BJP Odisha
ବାଲେଶ୍ଵର୭/୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ବଜାରରେ ପିଆଜ ଦର ଏବେ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଛି। ପିଆଜ କିଲୋ ପିଛା ୭୦ ଟଙ୍କା ଛୁଇଁଥିବାରୁ ଘରୋଇ ରୋଷେଇ ବଜେଟ୍ ଉପରେ ଏହାର ସିଧା ପ୍ରଭାବ ପଡ଼ିଛି। ଏହାକୁ ନେଇ ଜିଲ୍ଲାର ଖାଉଟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଦୈନନ୍ଦିନ ରୋଷେଇରେ ଅତ୍ୟାବଶ୍ୟକ ପିଆଜର ଦର ବଢ଼ିବାରୁ ଅନେକ ପରିବାର ଆବଶ୍ୟକତା ଅନୁଯାୟୀ ନୁହେଁ, ହିସାବ କରି ପିଆଜ କିଣିବାକୁ […]
ଡକ୍ଟର ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ଚିଦାକାଶ କଳାଳୟ ମାର୍ଗନାଟ୍ୟ “ସୌଗନ୍ଧିକାହରଣମ୍”କୁ ଜୀବନ୍ତ କଲା।ଭୁବନେଶ୍ୱର(ବାସ୍ତବ କଥା): ୭/୯ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ଡ. ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ନୃତ୍ୟନାଟ୍ୟ ରଚନା “ସୌଗନ୍ଧିକାହରଣମ୍”ର ଏକ ମାର୍ଗନାଟ୍ୟ ପ୍ରଦର୍ଶନ ସହିତ ଶାସ୍ତ୍ରୀୟ କଳାର ହୃଦୟସ୍ପର୍ଶୀ ଉତ୍ସବକୁ ଜାରି ରଖିଥିଲା ।ସନ୍ଧ୍ୟାରେ ସମ୍ମାନିତ […]
ରାୟଗଡ଼(ପ୍ରଭାକର ରତନାଲୁ):୬/୯ ରାୟଗଡା ପୋଲିସ ଆଜି ଏକ ସାମ୍ବାଦିକ ସମ୍ବିଳନୀ ରେ ଏସ, ପି ରାଜ ପ୍ରସାଦ ଚୋରି ହୋଇଥିବା ଗାଡି କୁ ଧରିବାରେ ସଫଳ ହୋଇଛି,ବିଭିନ୍ନ ଅଞ୍ଚଳ ଏବଂ କ୍ଷେତ୍ରାଧିକାରରେ କାର୍ଯ୍ୟ କରୁଥିବା ଏକ ଆନ୍ତଃଜିଲ୍ଲା ଯାନବାହାନ ଚୋରି ନେଟୱାର୍କକୁ ସଫଳତାର ସହ ଚିହ୍ନଟ କରିଛି। ରାୟଗଡା ପି.ଏସ୍. ମାମଲା ନଂ. ୩୩୧ ତାରିଖ ୩୧.୦୮.୨୦୨୬ ଧାରା ୩୦୩(୨) ବି.ଏନ୍.ଏସ୍. ଅନୁଯାୟୀ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। […]
ଜିଲ୍ଲାପାଳଙ୍କ ସମେତ ୪ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ କଲେ ଓଏଚଆରସି କେନ୍ଦୁଝର(ବାସ୍ତବକଥା)୦୬/୦୯:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳକ ଏକ ବାଲି ବୋଝେଇ ହାଇୱାରେ ପାଲ ଢାଙ୍କୁ ଥିବାବେଳେ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହେବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଡାହାଣ ହାତ କାଟିବାକୁ ପଡ଼ିବା ଘଟଣାକୁ ଓଡ଼ିଶା ମାନବାଧିକାର ଆୟୋଗ ଗୁରୁତ୍ୱର ସହ […]
ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଦୁଷୀ ଶୁଭା ମୁଦଗଲ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କଲେଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ସୃଜନ -ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ସେପ୍ଟେମ୍ବର ୫ରେ ରବୀନ୍ଦ୍ର ମଣ୍ଡପରେ ବହୁ ଜାକଜମକରେ ଆରମ୍ଭ ହୋଇଛି । ସେପ୍ଟେମ୍ବର ୫ – ୯ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୭ଟାରେ ଆୟୋଜିତ ଏହି ପାଞ୍ଚଦିନିଆ […]
ଆନନ୍ଦପୁର(ବାସ୍ତବ କଥା):ହାଟଡିହି ବ୍ଲକ ହାଟଡିହି ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ମହା ସମରରେ ପାଳିତ ହୋଇଯାଇ ଅଛି ।ଗୁରୁ ହେଉଛନ୍ତି ଗୁରୁ ବ୍ରହ୍ମ୍ଛା ଗୁରୁ ବିଷ୍ଣୁ ଗୁରୁ ହିଁ ମହେଶ୍ୱର ଗୁରୁ ବିନା ଜୀଵନ ଅନ୍ଧକାର ।ପ୍ରତିବର୍ଷ ସେପ୍ଟେମ୍ବର ମାସ ୫ତାରିଖ ରେ ଏହି ଦିନଟି ଗୁରୁଦିବସ ରୂପେ ରାଜ୍ୟ ଓ ଦେଶ ବାସୀ ପାଳନ କରୁଥିବା ବେଳେ,ହାଟଡିହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘଡେଇ ଙ୍କ […]
ଶ୍ରେଷ୍ଠ ଓ ଶୀର୍ଷ ଓଡ଼ିଆଙ୍କ ସମେତ ନବସୃଜନ ହେବେ ସମ୍ମାନିତ କଟକ(ସଞ୍ଜୟ ଶତପଥୀ) : ସୁଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ଏବଂ ଦେଶର କୃତବିଦ୍ୟା ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚ ରେ ସମ୍ମାନିତ କରି ପ୍ରତିଭା ପୂଜନ କ୍ଷେତ୍ରରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିବା ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଚଳିତବର୍ଷର ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ । ସାନ୍ତାଳୀ ଭାଷାର ବିଶିଷ୍ଟ […]
ଆନନ୍ଦପୁର(ବାସ୍ତବ କଥା): ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମପଞ୍ଚାୟତ ବେଲଦା ଗ୍ରାମର ରାସ୍ତା ସାଇଡ ରେ ଡ୍ରେନେଜ ସମସ୍ୟା ଦୀର୍ଘ ଦିନ ହେବ ଲାଗିରହିଥିଲା। ଯେଉଁ ସମସ୍ୟା କୁ ଆଖି ଆଗରେ ରଖି ଆନନ୍ଦପୁର ବ୍ଲକ ବିଡ଼ିଓ ମନୋଜ କୁମାର ମହାନ୍ତ ନିର୍ଦେଶ ରେ ୯ ଲକ୍ଷ ୫୦ହଜାର ଟଙ୍କା ଅନୁମୋଦନ କରିଥିଲେ । ଡ୍ରେନେଜ କାର୍ଯ୍ୟ କନିଷ୍ଠ ଯନ୍ତ୍ରୀ ଙ୍କ ଏଷ୍ଟିମେଣ୍ଟ ସହ ଗ୍ରାମବାସୀଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଚାଲୁ […]
ଆନନ୍ଦପୁର(ବାସ୍ତବ କଥା):ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ପାଳିତ ହୋଇଯାଇଛି l ବ୍ଲକ ଶିକ୍ଷାଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆନନ୍ଦପୁର ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ମହାନ୍ତ, ତହସିଲଦାର ପଲ୍ଲବୀ ପ୍ରିୟଦର୍ଶିନୀ, ଆନନ୍ଦପୁର ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ବିଭାଗର […]


