ଜାଜପୁର: ବିଜେଡି ବିଧାୟକ ପ୍ରାଥୀଭାବେ ଅବନ୍ତୀ ଦାସ ଙ୍କୁ ପ୍ରାର୍ଥୀ କରିଥିଲେ । କିଛି ଦଲାଲ, ଏବଂ ବେପାରୀ,ଧାମନଗର ରେ ବିଜେଡି ପରାଜୟ ଏବଂ ରାଜୁଦାସ ଙ୍କୁ ଟିକେଟ ନ ଦେବାର କାରଣ ।ଏ ନେଇ ବର୍ଷିଲେ ଜାରକା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭୁ ରଞ୍ଜନ ସାମଲ । ବିଜେପି ଜିତିବା ପରେ ଏହାର ପ୍ରଭାବ ସିଧା ସଳଖ ଭାବେ ଧର୍ମଶାଳା ରେ ଦେଖିବାକୁ ମିଳିଥିବା ବେଳେ ।ଯାଜପୁର ଜିଲ୍ଲା […]
Dhamnagar
ସଂଜୟ ଶତପଥୀ(କଟକ): ଆଜି ଧାମନଗର ଉପନିର୍ବାଚନ ରେ ବିଜେପିର ବିଜୟ ଘୋଷଣା ପରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକ ନଗର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଗୌରୀଶଙ୍କର ପାର୍କ ଠାରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରି, ନଗର ପରିକ୍ରମା କରିଥିଲେ। ଶ୍ରୀ ବଡୁ କହିଛନ୍ତି ଏହା ଦୀର୍ଘ ଦିନ ଧରି ମଦ ମତ୍ତ ହୋଇ […]
ଭଦ୍ରକ: ଧାମନଗରରେ ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍ରେ କଲେ ବାଜିମାତ୍। ପୁଣି ଥରେ ପଦ୍ମ ଫୁଟିଲା । ଧାମନଗରବାସୀ ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖିଲେ ।ଯଦିଓ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନାହିଁ।ହେଲେ ଧାମନଗର ବାସି ବିଜେପିର ବିଜୟ ଉସଃଛବରେ ମତୁଆଲା । ଏନେଇ ସୁରଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋତେ ପୁଅ ଭାବୁଥିଲେ ଧାମନଗର […]
ପ୍ରମୋଦ ନାୟକ(ଭୁବନେଶ୍ବର): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଅନୁଯାଇ, ଧାମନଗର ଉପନିର୍ବାଚନ ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। […]
ଭଦ୍ରକ :ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ ହେଲା।ଆଜି ସକାଳ ୭ରୁ ଧାମନଗର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ସକାଳୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ। ଭୋଟର ପରିଚୟପତ୍ର ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ ମଧ୍ୟ ଦେଖାଇ ଭୋଟ ଦେଇହେବ। ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ […]
ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା। ଶେଷ ଦିନରେ ବିଜେଡି ଓ ବିଜେପି ନିଜ ନିଜର ମାଷ୍ଟର କାର୍ଡ ଖେଳିଥିଲେ ।ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ, ବାଟ ଘେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର ସମୟରେ ୧୮ ମାସରେ ୫ ବର୍ଷର କାମ ହୋଇପାରିବ ଓ ଧାମନଗର ଦାୟିତ୍ବ ନିଜେ ନେବେ ବୋଲି କହିଥିଲେ | […]
ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଧୁଷୁରୀ, ଅସୁରାଳି, ଦୋବଲ, ଧାମନମଗର ଓ ତିହିଡ଼ିର ୧୩ଟି ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଏଥିରେ ଯୋଗଦେବା ଲାଗି ଦଳ ପକ୍ଷରୁ ମହିଳାମାନଙ୍କୁ କୁହାଯାଇଛି। ୩ ତାରିଖରେ ଧାମନଗର ଉପନିର୍ବାଚନ ଭୋଟ୍, ୬ରେ ଗଣତି । […]
ଭଦ୍ରକବ୍ୟୁରୋ: ଶୁକ୍ରବାରଠାରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଅମିତ ସାହା, ଜେପି ନଡ୍ଡାଙ୍କ ଓଡିଶା ବିଜେପି ନେତା ମାନଙ୍କୁ […]


