କଟକ(ବାସ୍ତବକଥା): ବର୍ତ୍ତମାନ କଟକ ଜିଲ୍ଲାରେ ଚିନ୍ତା ବଢ଼ାଇଛି ଚୋରା ଗଞ୍ଜେଇ ବ୍ୟବସାୟ। ଏହି ପରିପ୍ରେକ୍ଷୀରେ ସଜାଗ ହୋଇ ରହିଛି ଜିଲ୍ଲା ଅବକାରୀ ବିଭାଗ। ବାରମ୍ବାର ଚଢ଼ାଉ କରି ବିପୁଳ ପରିମାଣର ଚୋରା ଗଞ୍ଜେଇ କୁ ସଫଳ ହୋଇଛି କଟକ ଜିଲ୍ଲା ଅବକାରୀ ବିଭାଗ। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକର ଦୁଇଟି ସ୍ଥାନରେ ଅବକାରୀ […]
Odia News
ଭବାନୀପାଟଣା୨୭/୨(କିଶୋର ନାଏକ):ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ (ଜାତୀୟ ସେବା ଯୋଜନା) ବ୍ୟୁରୋ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟର ମେରା ଯୁବା ଭାରତ କଳାହାଣ୍ଡି, ମିଳିତ ଆନୁକୁଳ୍ୟରେ ତା-୨୭-୦୨-୨୦୨୬ ରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ନୋଡାଲ ଅଧିକାରୀ ଡ. ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୋଟ୍ ୧୧୪ ଜଣ ପ୍ରତିଯୋଗୀ (୧୮ ରୁ ୨୫ ବର୍ଷ […]
ଭୁବନେଶ୍ୱର(ବାସ୍ତବକଥା): ଓଡ଼ିଶାର ସାମ୍ବାଦିକତା ଏବଂ ସମାଜସେବା ଜଗତରେ ଡଃ ପବିତ୍ର ମୋହନ ସାମନ୍ତରାୟ ଏକ ଜଣାଶୁଣା ନାମ। ଜଣେ ନିର୍ଭୀକ ସାମ୍ବାଦିକ, ସୁସାହିତ୍ୟିକ ଏବଂ ସମାଜସେବୀ ଭାବେ ତାଙ୍କର ପରିଚୟ ଖୁବ୍ ବ୍ୟାପକ। ରାଜ୍ୟସଭା ନିର୍ବାଚନ ପରି ଏକ ଜଟିଳ ରାଜନୈତିକ ପ୍ରକ୍ରିୟାରେ ତାଙ୍କର ଅଂଶଗ୍ରହଣ ଏବଂ ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିବା ସହ ଗଣତନ୍ତ୍ରର ମୂଲ୍ୟବୋଧକୁ ସୁଦୃଢ଼ କରିବକି? ଅନେଇ ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଆରମ୍ଭ […]
ମାଲକାନଗିରି(ବାସ୍ତବବ୍ୟୁରୋ)୧୫।୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସଂପ୍ରଦାଯ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି। କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ ଅଧକ୍ଷତାରେ ଆୟଅଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବଳଭଦ୍ର ମାଝି, ସମ୍ମାନିତ ଅତିଥି ଭାବେ ବିଧାୟକ ନରସିଂହ ମାଡକାମି, ଅନାୟତମ ଅତିଥି ଭାବେ ପୂର୍ବତନ ସାଂସଦ ମୁରଲିଧର ଜେନା, ସମାଜର ସମ୍ପାଦକ ପି ଶ୍ରୀଗୁରୁ, ଆଦିବାସୀ ସଂଘ ସଭାପତି […]
ମାଲକାନଗିରି(ପି.ବାଲାରାଜୁ)୧୫।୨: ମହା ଶିବରାତ୍ରି ଅବସରରେ ସାରା ଦେଶରେ ଶୈବ ପୀଠ ଗୁଡିକ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇପଡିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼। ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ ମଲ୍ଲିକେଶ୍ବର ଶୈବ, ଯଦୁଗୁଡାର ଐତିହାସିକ ଶୈବ ପୀଠ, ହର ଗୌରି ପୀଠ ସହ ବିଭିନ୍ନ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ […]
କଟକ(ସଞ୍ଜୟ ଶତପଥୀ): ଭାଇଚାରା ବାଉନ ବଜାର ତେପନ ଗଳି ର ସହର କଟକ। ଏହି କଟକ ର ଭଗତପୁର ଏକ ଅନ୍ୟତମ ବଜାର। ଏହି ବଜାର ର ଅଧୂଷ୍ଠାତ୍ରୀ ଦେବୀ ମା ବଗଳାମୁଖୀ। ଠିକ୍ ଏହି ବଜାର ର ପାଖକୁ ଲାଗି ବିଖ୍ୟାତ ଆଧ୍ୟାତ୍ମିକ ସଂସ୍ଥା ଶ୍ରୀରାମକୃଷ୍ଣ କୁଟୀର। ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ବଜାରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ବ୍ୟକ୍ତି ପ୍ରଯୋଜକ, […]
ମାଲକାନଗିରି(ପି.ବାଲୁରାଜୁ)୮।୨: ଆମ ଦେଶ ସ୍ୱାଧୀନ ହୋଇ ସାତ ଦଶନ୍ଧି ଅତିକ୍ରମ କରି ଆଠ ଦଶନ୍ଧିକୁ ଛୁଇଁବାକୁ ଯାଉଛି। ହେଲେ ଆଜି ମଧ୍ୟ ମାଲକାନଗିରି ଜିଲ୍ଲାରେ ବିକାଶ ଅନେକ ସ୍ଥାନରେ ବାଟ ହୁଡିଛି। ବିକାଶର ଡିଣ୍ଡିମ ପିଟୁଥିବା ଓ ରାଜ୍ୟରେ ପଛୁଆ ଅଞ୍ଚଳରେ ବିକାଶ ଏବଂ ଓଡିଆ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର କାଗଜ କଲମରେ ଅନେକ କିଛି ବିକାଶ କରୁଥିବା କହୁଥିବା ବେଳେ ଆଜି ଯାଏଁ ଜିଲ୍ଲାର ଗୋନ୍ଧିଗୁଡା […]
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି-ସ୍ୱାଧୀନତା ର ଦୀର୍ଘଦଶନ୍ଧି ପରେ ଆଜି ମଧ୍ୟ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଳକ ର ଗୌଡ଼ ଦେଓପାଲ୍ଲୀ ର କାଦୋ ବେଡ଼ା ଏବଂ ମଞ୍ଚାଗାଁ ପଞ୍ଚାୟତ ର ଛାର ପଦର ଗାଁ ବାସିନ୍ଦା ପାନୀୟ ଜଳ ଭାବରେ ଖୋଲା ଆକାଶ ତଳର ଚୁଆ ପାଣିକୁ ଭରଷା କରି ଜିଁ ଆସୁଛନ୍ତି। ଏତି ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକରେ ବିଗତ ଦିନରେ ୪ରୁ ଅଧିକ ଗୋଷ୍ଠି ଉନ୍ନୟନ ଅଧିକାରୀ ଉକ୍ତ ସ୍ଥାନକୁ ପରିଦର୍ଶନ […]
କେନ୍ଦ୍ରାପଡ଼ା(ବାସ୍ତବବ୍ୟୁରୋ):କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୈନିକ ବିଭିନ୍ନ ଥାନା ଅଞ୍ଚଳରେ ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ ଓ ଚୋରି ଘଟଣା ବଢି ବଢି ଚାଲିଛି । ଥାନାରେ ମାମଲା ସଂଖ୍ୟା ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ଏପରିକି କେନ୍ଦ୍ରାପଡ଼ା ଅଞ୍ଚଳରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି| ଆଜି ଏଭଳି ଏକଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା ମାର୍ଶାଘାଇ ଅଞ୍ଚଳରେ ଦେଖୁବାକୁ ମିଳିଛି | ଜଣେ ଯୁବତୀଙ୍କ […]
ରାମନାଗୁଡ଼ା(ଆନନ୍ଦ ପରିଛା):୨୯/୦୧-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସରକାରୀ(ଏସଏସଡି) ଉଚ୍ଚ ବିଦ୍ୟାଳୟ, ଗଲୁଣ୍ଠି ଠାରେ ପଞ୍ଚମ ‘ବାର୍ଷିକ ଉତ୍ସବ’ ପାଳନ ହୋଇ ଯାଇଛି । ସର୍ଵ ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଚନ୍ଦନ ଟୀକା ଓ ବାଜା ବଜାଇ ମଞ୍ଚ ନିକଟକୁ ପାଛୋଟି ନିଆ ଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି. ସୁରେଶ କୁମାର ଆବାହନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ […]


