ନନ୍ଦିନୀ ପ୍ରଧାନ(ସମ୍ବଲପୁର) ୧୪।୦୮: ଅନବରତ ଲାଗିରହିଛି ବର୍ଷା । ତଳିଆ ଅଞ୍ଚଳ ବାସୀଙ୍କୁ ବନ୍ୟା ଆଶଙ୍କା ଡରାଇଲାଣି ।ଉପରମୁଣ୍ଡ ହେଉ ବା ତଳ ମୁଣ୍ଡ ବର୍ଷା ଛାଡୁନି ।ମହାନଦୀ ଛାତି ଫୁଲାଇ ଚାଲିଛି । ଏଥି ପାଇଁ ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଦେଖାଦେଇଛି ବନ୍ୟା ଆଶଙ୍କା ।ସେହି ଜିଲ୍ଲା ଗୁଡିକ ହେଲା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ । ବନ୍ୟା ପରିସ୍ଥିତିକୁ ନାଜରେ […]

ମନୋଜ ମହାନ୍ତି: ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହା ସହ ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ,ମ୍ୟୁଜିୟମ ଛକରୁ ଏଜି ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା ଅନୁଷ୍ଠିତ ହେବ । ଏହି […]

ରାକେଶ ମହାନ୍ତି: ପାରାଦୀପରେ ଥିବା ତୈଳ ବିଷଧାନଗାର ରେ କେତେ ବେଳେ ବି ଘଟିପାରେ ଦୃଘଟଣା ସେଥିଲାଗି ତତ୍ପରତା ଦେଖାଇଛନ୍ତି ତୈଳ ବିଶୋଧନାଗାର ର କର୍ମଚାରୀ ମାନେ । କିଛି ବି ଅପ୍ରୀତିକର ଘଟଣା ଘଟିଲେ କିଭଳି ଘଟଣା କୁ ଆୟତ କରିବେ ସେଥିଲାଗି ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ର ଥିବା ଏଲିପିଜ୍ ମାର୍କେଟିଂ ଟର୍ମିନାଲ ରେ କାର୍ଯ୍ୟକ୍ରମ କରାଯାଇଥିଲା […]

ରାକେଶ ମହାନ୍ତି(କେନ୍ଦ୍ରାପଡା):ମିଶନ ଶକ୍ତି ଓ ଅନ୍ୟ ସଂସ୍ଥା ବା ପ୍ରତିଷ୍ଠାନ ପାଇଁ ଶତୁରୀ ହଜାର ତ୍ରିରଙ୍ଗା ତିଆରି କଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡ଼େରାବିଶ ବ୍ଲକ ଗୋଲରହାଟ ପଞ୍ଚାୟତର ‘ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ । ୬0 ଜଣ ସଦସ୍ୟାଙ୍କ ମଧ୍ୟରୁ ପ୍ରାୟ ୯0 ପ୍ରତିଶତ ସଂଖ୍ୟାଲଘୁ ସାମ୍ପ୍ରଦାୟ ର ମୁସଲମାନ ଭଉଣୀମାନେ ତ୍ରିରଙ୍ଗା ତିଆରି ପାଇଁ ସୁଯୋଗ ପାଇଥିବାରୁ ସମସ୍ତ ସଦସ୍ୟା ଅତ୍ୟନ୍ତ ଖୁସି […]

ନମୋଗୁରୁ ହୋତା(ସୁବର୍ଣ୍ଣପୁର): ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋ ମନଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣ ଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ […]

ଏସ୍.ବାସ୍ତବ: ବିହାରରେ ବିଜେପି ଏବଂ ଜେଡିୟୁର ମେଣ୍ଟ ଭାଙ୍ଗିଛି। ବୁଧବାର ଅପରାହ୍ନ ୨ ଟାରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୨୧ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେ ସେ ସିଏମ୍ ଭାବେ ଶପଥ ଗ୍ରହଣ କରିବେ | ସେ ୧୭ ବର୍ଷରେ ଅଷ୍ଟମ ଥର ପାଇଁ CM ହେବେ, ଯାହା ବିହାର ଇତିହାସରେ ଏକ ରେକର୍ଡ ହେବ | ନିତିଶଙ୍କ […]

ଏସ୍.ବାସ୍ତବ:ବଳାତ୍କାରୀ ଅଭିଯୁକ୍ତଙ୍କ ପାଇଁ ପୀଡିତା ନିଜେ ଖାଦ୍ୟ ନେଇ ପହଞ୍ଚିଥିଲେ, ଯାହାକି ପୋଲିସ ଷ୍ଟେସନରେ ସମସ୍ତ କର୍ମଚାରୀଙ୍କୁ ବୋକା କରି ଦେଇଥିଲା। ଏହି ଦୃଶ୍ୟ ଦେଖିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କିଛି କ୍ଷଣ ପାଇଁ ପୋଲିସ କ’ଣ ହେଉଛି କିଛି ବୁଝିପାରି ନଥିଲେ । ତେବେ କୋର୍ଟରେ ଝିଅଟି ଦେଇଥିବା ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି। ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିସାରିଛନ୍ତି….ପୋଲିସ […]

ବରଗଡ଼(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଳୟ ଠାରେ ଶରତ ପୁଜାରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।କଲେଜ୍ ର ଶରତ ପୂଜାରୀ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ପାଳିତ ଜୟନ୍ତୀ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ସୌମେନ୍ ପୂଜାରୀ ଯୋଗ ଦେଇଥିଲେ । ମହା ବିଦ୍ୟାଳୟ ପରିଚାଳନା କମିଟି […]

ସଂଜୟ ଶତପଥୀ: ବ୍ରହ୍ମପୁର ଜିଲ୍ଲାରେ ହରିହର ନଗରସ୍ଥିତ ଶ୍ରୀ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସୁପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଆରୋଗ୍ୟ ଭାରତୀ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ସଚେତନତା ଶିବିରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ରହିଥିବା ବେଳେ ଅନୁଷ୍ଠାନର ଅଧ୍ଯକ୍ଷ ଡ.ନକୁଳ ସାହୁ ଓ ଡ.ଚି.ହାରାମଣୀ ରୋଗୀମାନଙ୍କର ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ […]

ଏସ.ବାସ୍ତବ: ମଙ୍କିପକ୍ସ,ଏହି ରୋଗର ନାମ ଶୁଣିବା ମାତ୍ରେ ଦେଖାଯାଏ ଯେ ଏହି ରୋଗ ନିଶ୍ଚିତ ଭାବରେ ମାଙ୍କଡ଼ମାନଙ୍କ ଦ୍ୱାରା ବିସ୍ତାର ହେବ | କିନ୍ତୁ ସେପରି ନୁହେଁ, ଚଳିତ ବର୍ଷ ଆସିଥିବା ଏହି ମହାମାରୀର ପ୍ରାୟ ସମସ୍ତ ମାମଲା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଛି। ଅଧ୍ୟୟନର ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ୯୫ -୯୯ % ପର୍ଯ୍ୟନ୍ତ ମଙ୍କିପକ୍ସ ମାମଲା ସମଲିଙ୍ଗୀ କିମ୍ବା ବାଇସେକ୍ସୁଆଲ୍ ଲୋକଙ୍କଠାରୁ ବ୍ୟାପୁଛି । […]

Pin It on Pinterest