ବାସ୍ତବ ବ୍ୟୁରୋ: ଯଦି ଆପଣ କମ୍ ମୂଲ୍ୟରେ ଅତ୍ୟାଧୁନିକ ଆଇଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ କମ୍ ମୂଲ୍ୟରେ ଅତ୍ୟାଧୁନିକ ଆଇଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଲଞ୍ଚ ପରେ ଆଇଫୋନ୍ ୧୪ (ଆଇଫୋନ୍ ୧୪ ) ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ଡିଲ୍ ଆପଲ୍ ର […]
Odia News
ବାସ୍ତବ ବ୍ୟୁରୋ:ଭାରତରେ ବିବାହରେ ବରକୁ ଯୌତୁକ ଦେବା ଏହା ଏକ ସାଧାରଣ କଥା, କିନ୍ତୁ ଚାଇନାରେ ଏହାର ବିପରୀତ ଘଟଣା ଘଟୁଛି। ଏଠାରେ ବରକୁ ବିବାହ ପାଇଁ ଯୌତୁକ ଦେବାକୁ ପଡେ । ଚାଇନାରେ ସାଧାରଣ ଭାଷାରେ ବାହାଘର ପାଇଁ ବର ଦେଉଥିବା ଯୌତୁକକୁ କେଲ୍ଲୀ କୁହାଯାଏ । ଏଥିପାଇଁ ସରକାର ମହିଳାମାନଙ୍କୁ ଯୌତୁକ ନ ନେବା ପାଇଁ ଶପଥ କରାଉଛନ୍ତି। କେତେକ ପ୍ରଦେଶରେ ବରକୁ ୧୬ ଲକ୍ଷ ୪୭ […]
ଭୁବନେଶ୍ୱର/୨୮/୦୩ : ଭୁବନେଶ୍ୱର ଉପଖଣ୍ଡ ଵିକାଶ ମଞ୍ଚ ଆହ୍ଵାନ କ୍ରମେ ରବିବାର ଦିନ ଏକ ଏକତା ସମାବେଶ, ଶୁଭଶ୍ରୀ ଭିଲା ସଭା କକ୍ଷରେ ଆୟୋଜିତ ହୋଇଯାଇଛି। ସୁନ୍ଦରପଦା ଵିଏମସି ସୀମା ଠାରୁ ନେଇ ପଧାନ ସାହି ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଗଢି ଉଠିଥିଵା ଆପାର୍ଟମେଣ୍ଟ ଵାସିନ୍ଦା ମାନେ ଏକଜୁଟ ହୋଇ ଭୁବନେଶ୍ୱର କୁ ସଂଯୋଗ୍ କରୁଥିବା କପିଳପ୍ରସାଦ- ଜଟଣୀ ରୋଡ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନଧରି ଅହେତୁକ ଵିଳମ୍ବ କରା […]
ସଂଜୟଶତପଥୀ(କଟକ): ପୈ।ରାଣିକ ମତବାଦର କାଞ୍ଚି ଅଭିଯାନ ହେଉ ବା ରାଜା ବଳିଙ୍କର ପାତାଳ ଗମନ ହେଉ ଅଥବା ମାଳିକା ବର୍ଣ୍ଣିତ ହେଉ କଟକ ଜିଲ୍ଲାର ଉରାଳୀ ଗ୍ରାମରେ ବିଗତ ୪୦୦ ବର୍ଷ ପୂର୍ବରୁ ସ୍ବୟଂ ବିରାଜମାନ ପ୍ରଭୁ ଶ୍ରୀ ଦଧୂବାମନଜୀଉଙ୍କର ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହେଉଛି। ତ୍ରିଦିବସୀୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ପବିତ୍ର କଳସ ଯାତ୍ରା,ଅଧୂବାସ, ହୋମଯଜ୍ଞ ଓ ଉପଚାର ପୂଜା ପ୍ରଭୁ ନୀଳାଦ୍ରିନାଥଙ୍କ […]
ଦେବକିନ୍ତ ମହାନ୍ତି(ଚାନ୍ଦବାଲି)-ସ୍ଥାନୀୟ ମତୋ ହାଇସ୍କୁଲର ୧୯୯୪ ବ୍ଯାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ବନ୍ଧୁମୀଳନ ଉତ୍ସବ ସ୍କୁଲ ପରିଶରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୯୯୪ ବ୍ଯାଚର ବିଭିନ୍ନ ଅନୁଷ୍ଠାନରେ ବହୁ ପ୍ରତିଷ୍ଠିତ ପୂର୍ବତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ବାଲ୍ଯ ବନ୍ଧୁ ମାନଙ୍କୁ ଏକାଠି ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ତତ୍କାଳୀନ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଲ୍ଲାଇ, ବିର୍ଷ୍ଣୁମୋହନ ମହାପାତ୍ର,ବୈକୁଣ୍ଠ ରଥ,ସନ୍ଥଚରଣ ନାୟକ,ଅର୍ଜୁନ ସାହୁ,ନନ୍ଦ କିଶୋର ବଳଙ୍କ […]
ସଂଜୟ ଶତପଥୀ(କଟକ): ସମଗ୍ର ଓଡ଼ିଶାରେ ବିଦ୍ଯୂତ୍ ଶକ୍ତି ଯୋଗାଉଥିବା ତଥା ଏକ ଘରୋଇ କମ୍ପାନୀ ଟାଟା ପାୱାର କମ୍ପାନୀର ମନୋମୁଖୀ ଶାସନ ବିରୁଦ୍ଧରେ କମ୍ପାନୀ ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦର ସ୍ବର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଠିକା କର୍ମଚାରୀସଂଘର କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ଟାଟା ପାୱାର […]
ନୂଆଦିଲ୍ଲୀ:ଜାତିସଂଘ ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି (ଆଇପିସିସି)ର ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଭାରତ ତାପମାତ୍ରା ବୃଦ୍ଧି, ସାମୁଦ୍ରିକ ଜଳପତ୍ତନ ବୃଦ୍ଧି, ଜୀବନ ଓ ଜୀବିକା ଉପରେ ବିପର୍ଯ୍ୟୟକର ପ୍ରଭାବ ଆଦି ବିରାଟ ଆହ୍ବାନର ସମ୍ମୁଖୀନ ହୋଇପାରେ। ଛଅଟି ଭିନ୍ନ ଭିନ୍ନ ରିପୋର୍ଟକୁ ଆଧାର କରି ଉକ୍ତ ସଂଶ୍ଳେଷିତ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁଯାଇ ଆଗାମୀ ଦିନରେ ନାନା ଚରମ ଜଳବାୟୁଗତ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ ଭାରତ। […]
ସଂଜୟ ଶତପଥୀ(କଟକ) : ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଆସନ୍ତା ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ଏଥର ୧୬୭ଟି ବୁଥ୍ରେ ଭୋଟ ଗ୍ରହଣ କରାଯିବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଲାଗି ପ୍ରକାଶିତ ଭୋଟର ତାଲିକାରେ ୩୪ହଜାର ୯୦୮ଜଣ ଆଇନଜୀବୀ ଭୋଟ ଦେବା ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ଏହି ନିର୍ବାଚନରେ କଟକ […]
ସଂଜୟ ଶତପଥୀ(କଟକ):ବିଜୁ ଜନତା ଦଳ ର ଛାମୁଆ କର୍ମକର୍ତ୍ତାଙ୍କୁ ସହ ନିଜେ ଇ ବାଇକ ଚଲେଇ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ନିଜ ୱାର୍ଡ ୪୭ନମ୍ବର ପରିକ୍ରମା କରିଛନ୍ତି ପ୍ରାକ୍ତନ ବିଧାୟକ ଡା. ପ୍ରଭାତ ରଞ୍ଜନ ବିଶ୍ୱାଳ। ଶନିବାର ସକାଳୁ ମହାନଦୀ ବିହାର ଅଂଚଳର ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ଚା ଖଟିରେ ଚା ପିଇ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ୱାର୍ଡର ସମସ୍ୟା […]


