ବାସ୍ତବବ୍ୟୁରୋ: ପରଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ବାଲିକୁମା ପଞ୍ଚାୟତର ହାତୀବାରି ଠାରେ ବିଜେପି ଦଳର ଶତାଧିକ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି,ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହେଇ ବିଧିବଦ୍ଧ ଭାବେ ବିଜୁ ଜନତାଦଳରେ ସାମିଲ ହେଲେ । ଏହି ଅବସରରେ ମାନ୍ୟବର ପୁର୍ବତନ ମନ୍ତ୍ରୀ ତଥା […]
Odia News
ସଂଜୟ ଶତପଥୀ(କଟକ): ସାରା ବିଶ୍ୱରେ ଆଜି ପାଳିତ ହେଉଛି ” ବିଶ୍ବ ସ୍ବାସ୍ଥ୍ୟ ଦିବସ”।ଏହି ପରିପ୍ରେକ୍ଷୀରେ ଆଜି କଟକ ମଙ୍ଗଳାବାଗ ସ୍ଥିତ କାଠଗୋଲା ଠାରେ ଅଗ୍ରଣୀ ଅନୁଷ୍ଠାନ “ସାହାରା ଓଡ଼ିଶା” ପକ୍ଷରୁ ମହାସମାରୋହରେ ବିଶ୍ବ ସ୍ବାସ୍ଥ୍ୟ ଦିବସ, ସୁପ୍ରତିଷ୍ଠିତ ଡାକ୍ତର ଅଜୟ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡାକ୍ତର ମଧୁସୂଦନ ପାଣିଗ୍ରାହୀ ଯୋଗଦେଇ ଆଜି ର ଦିବସ ବିଷୟରେ ରେଖାପାତ କରିବା […]
ବରଗଡ:-୭.୪(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଥୁଆ ପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥି ମାନକଂ ପକ୍ଷରୁ ଭାରତ ମାତା, ବାଗ ଦେବୀ ସରସ୍ଵତୀ ଓ ବିଘ୍ନ ବିନାଶ ଗଣେଶ କଂ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ବବିତା ଗୁରୁମା। ଏହି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ […]
ବରଗଡ:(ନବୀନ କୁମାର ଦାଶ)-ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପାହାଡ଼ଶ୍ରୀଗିଡ଼ା କୁ ବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀଯୁକ୍ତ ସୁବୋଧ କୁମାର ନାଏକ (ଡାଇରେକ୍ଟର,ଡିଆରଡିଓ,ଚାନ୍ଦ ବାଲି,ବାଲେଶ୍ଵର) ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ବିଦ୍ୟାବତୀ ସୁବୋଧ ନାଏକ ଙ୍କ ସହ ପରିଦର୍ଶନ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଉଭୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସଭାପତିତ୍ବରେ ଏକ ଉଦ୍-ବୋଧନୀ ସଭାର […]
ପ୍ରମୋଦ ନାୟକ(ଭୁବନେଶ୍ବର): ୦୫/୦୪/୨୦୨୪- ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ତରଫରୁ ୫୩ ଜଣ ଶିକ୍ଷା ନିବେଶ ଓଡିଶା ବିଧାନସଭା ପରିଭ୍ରମଣ କରିଥିଲେ । ଏହି ଅବସରରେ ବିଧାନସଭାର କାର୍ଯ୍ୟାବଳୀ ସଂପର୍କରେ ଉକ୍ତ ଶିକ୍ଷା ନିବେଶ ମାନଙ୍କୁ ଓଡିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଶ୍ରୀ ସତୀଶ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗ୍ରନ୍ଥାଗାର) ଶ୍ରୀମତୀ ଆରତି ମିଶ୍ର, ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ […]
ଆଦିତ୍ଯ ବେହେରା(ଭୁବନେଶ୍ବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଲୋକଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ସେ କଥା ହୋଇଥିବା ବିଭିନ୍ନ ଅଞ୍ଚଳର ଲୋକଙ୍କ ଠାରୁ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି। […]
ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ରାହୁଲ ଏକ ବିଶାଳ ରୋଡ ସୋରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି।ନାମାଙ୍କନ ଦାଖଲ ସମୟରେ ରାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ହଜାର ହଜାର ସମର୍ଥକ ରାହୁଲଙ୍କ ସହ ଏହି ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ । ଗତ […]
ପ୍ରମୋଦ ନାୟକ(ଭୁବନେଶ୍ୱର) :୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ରାଜ୍ୟସରକାର ୨ଦିନ ଛୁଟି ଦେବେ । ପ୍ରଥମତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କୁ ଗୋଟିଏ ଦିନ ସାମୟିକ ଛୁଟି ମିଳିବ। ଏହାସହିତ ନିଜ ହେଡକ୍ୱାର୍ଟରଠୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଆଜି ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ […]
ବରଗଡ:-୨/୪(ନବୀନ କୁମାର ଦାଶ):ଲାଲ ଡୋଲେଶ୍ୱେର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଶୀଳ କୁମାର ସେଟ୍ ଙ୍କ ଅଧ୍ୟକ୍ଷତା ରେ ବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଥିଲା। ସମ୍ମାନିତ ଅଥିତି ଭାବେ ବିଦ୍ୟାଳୟ ର ସଭାପତି ତପସ୍ଵିନୀ ମେହର ,ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡା ସି.ଆର.ସି.ସି ଜୟଦେବ ନାଏକ ଓ ବରିଷ୍ଟ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ ଯୋଗଦାନ କରିଥିଲେ।ଶ୍ରୀ ନାଏକ ସରକାରଂକ ଦ୍ୱାରା ମିଳୁଥିବା ସୁବିଧା […]


