ବାସ୍ତବ ବ୍ୟୁରୋ: କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି ରାହୁଲଗାନ୍ଧୀ। ୨୦୧୯ ମସିହାର ମୋଦୀଙ୍କ ସାଙ୍ଗିଆ କୁ ନେଇ ରାହୁଲଙ୍କ ବିରୋଧରେ ହୋଇ ଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ  ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନପ୍ରତିନିଧି ଆଇନର ଧାରା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪/୦୩/୨୦୨୩।ଆରଡି ବୈତରଣୀ ଓ ସାଳନ୍ଦୀନଦୀର ତିନିତରଘାଟରେ ୨ଟି ଡଙ୍ଗା ମଧ୍ଯରେ ଦୂର୍ଘଟଣା। ନଦିରେ ଏବେ ଜୁଆରପାଣି ପ୍ରବାହିତ ହେଉଥିବାରୁ ଭରାନଦୀକୁ ଖସିପଡିଲେ ୨ଜଣ,ଜଣେ ଛୋଟ ପିଲା ଥିବା ସୂଚନା।ଚାଳକଙ୍କ କୌଶଳ ଯୋଗୁ ୨ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି। ଦୂର୍ଘଟଣା ଡଙ୍ଗାରେ ୧୫ଜଣ ଯାତ୍ରୀଙ୍କ ସହ ୫ଟି ୨ଚକିଆ ଗାଡି ଥବା କହିଛନ୍ତି ପର୍ତକ୍ଷଦର୍ଶୀ।ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ ଚାନ୍ଦବାଲି ଠାରୁ ଆରଡି ଅଭିମୁଖେ ଯାତ୍ରୀବାହୀ ମଟର […]

ସଂଜୟ ଶତପଥୀ(କଟକ): ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦ। କଟକର ଅନ୍ୟତମ ସମାଜସେବୀ ଅନୁଷ୍ଠାନ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସ‍ଂସଦର ମୂଖ୍ୟ ସମାଜସେବୀ ଶ୍ରୀ ମନୋଜ କୁମାର ଶର୍ମାଙ୍କ ନେତୃତ୍ବରେ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ମେରିଆବଜାରରୁ ବାହାରି ବାଦାମବାଡ଼ି ରେ ପହଞ୍ଚିବା ପରେ ଅନ୍ୟ ସାମାଜିକ ଅନୁଷ୍ଠାନ ଯଥା ହିନ୍ଦୁ ସେନା, ମହାବୀର ସେନା ଓ ଅନ୍ୟାନ୍ୟ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତରେ ଗଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୫ ଟି ଯୋଜନାରେ ସାମଲି ହୋଇଛି । ବିଦ୍ୟାଳୟ ପରିସରରେ ବିକାଶ ମୂଳକ କାର୍ଯ୍ୟପାଇଁ ଆରମ୍ଭ ହୋଇଛି ମାଟି ଫିଲିଙ୍ଗ । ଏହି ମାଟି ପିଲିଙ୍ଗକୁ ନେଇ ଗୋଟିଏ ପକ୍ଷ ମନରେଗାରେ କାର୍ଯ୍ୟରେ ମେସିନ ବ୍ୟବହାର ହୋଇ ମାଟି ଫଲିଙ୍ଗ କରାଯାଉଛି ବୋଲି ଅଭିଯୋଗ ହୋଇଥିବା ବେଳେ ପ୍ରତିପକ୍ଷ ପକ୍ଷରୁ ମାଧ୍ୟରେ (ଏସଏଫସି- ) ଯୋଜନାରେ କାର୍ଯ୍ୟ […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମ ର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା ବେଳେ କଟକ ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳ ମାନଙ୍କୁ ସୈ।ନ୍ଦର୍ଯୀ କରଣ କରିବା ପରିକଳ୍ପନା ନେଇ ଅଣ୍ଟା ଭିଡିଛନ୍ତି କଟକ ମହାନଗର ନିଗମ କମିଶନର ଶ୍ରୀ ନିଖିଲ୍ ପବନ କଲ୍ୟାଣ, ଯିଏକି ଜଣେ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ନିକଟରେ କଟକ ମହାନଗର ନିଗମର ଆୟୁକ୍ତ/କମିଶନର ଭାବେ ଦାୟିତ୍ଵ ଗ୍ରହଣ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୩/୦୩/୨୦୨୩।:-ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଗ୍ରାମପଞ୍ଚାୟତ ତଳବନ୍ଧରେ ଦ୍ୱିତୀୟ ବର୍ଷିକ ମହାବୀର ଭଲିବଲ ଟୁର୍ଣ୍ଣାମେଟ ଉଦଯାପିତ ହୋଇ ଯାଇଛି । ଆଠଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ଦିବାରାତ୍ରି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାକୁ ଶିକ୍ଷକ ସାଧୁ ଚରଣ ନାୟକ ଉଦଘାଟନ କରିଥିଲେ । ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଠଟି ଦଳ ମଧ୍ୟରେ […]

ପ୍ରମୋଦ ନାୟକ(ଭୁବନେଶ୍ବର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ।ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର […]

ପ୍ରମୋଦନାୟକ(ଭୁବନେଶ୍ବର): ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ସଭାପତି ଭାବେ ନିଯୁକ୍ତ ହେବା ପରେ ମନମୋହନ ସାମଲ କହିଛନ୍ତି,  ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଛି। ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢ଼ିବ ବିଜେପି। ଓଡ଼ିଶାରେ […]

ବାସ୍ତବ ବ୍ୟୁରୋ: କ୍ରିକେଟ୍ ର ରୋମାଞ୍ଚ ଏବଂ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଖୁବ ଶୀଘ୍ର ପାର୍ବତ୍ୟ ଉପତ୍ୟକାର ସମତଳ ଉପରୁ ଉପରକୁ ଉଠିଥିବାର ଦେଖାଯିବ, କାରଣ ତୁଷାରପାତ ସମତଳ ମଧ୍ୟରେ ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ହିମାଚଳ ପ୍ରଦେଶର ଲାହଲ୍ ସ୍ପିତିର ସିସୁ ଠାରେ ସମୁଦ୍ର ପତ୍ତନଠାରୁ ୧୦୧୩୫ ଫୁଟ ଉଚ୍ଚରେ ନିର୍ମାଣ ହେବ । ଏହି […]

ନମୋଗୁରୁ ହୋତା(ସୋନପୁର): ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଠାରେ ଏମ.ଏ ପୁରାଣ ଇତିହାସ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ ପଦକ ରେ ପୁରସ୍କୃତ ହେଲେ ସୋନପୁର କଲେଜ ଛାତ୍ର ସବ୍ୟସାଚୀ ବିଶି l ମହୋତି ପ୍ରେକ୍ଷାଳୟ ତିରୁପତି ଦ୍ଵିତୀୟ ଦୀକ୍ଷାନ୍ତ ସମାରୋହ ୨୦୨୩ ରେ ମୁଖ୍ୟ ଅତିଥି ଡା. ଅନିଲ ସାହସ୍ରବୁଦ୍ଧେ ଙ୍କ ଦ୍ୱାରା ସ୍ଵର୍ଣ ପଦକ ରେ ମେଧା ଛାତ୍ର ସବ୍ୟସାଚୀ ଙ୍କୁ […]

Pin It on Pinterest