ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୩୧/୦୧/୨୦୨୩-ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହି ପଚାୟତ ଦାସସାହିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୩ ବଖରା ଘର ସହ ଦୁଇଟି ଗୁହାଳ ପୋଡ଼ି ପାଇଁଶ ହୋଇଯାଇଥିବା ବେଳେ ଅନ୍ୟ ବଖରାକୁ ଅଗ୍ନିଶମ ବିଭାଗ ଓ ଗାଁ ଲୋକେ ମିଳିତ ସହଯୋଗରେ ପଣିପକାଇ ବଞ୍ଚିତ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବିଭାଗର ଗାଡ଼ି ପହଁଚିବା ପୂର୍ବରୁ ୩ ବଖରା ଘର ସହ ଦୁଇଟି ଗୁହାଳ ସମ୍ପର୍ଣ୍ଣ ଭାବେ […]

ବାସ୍ତବ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ  ବଞ୍ଚାଇ ପାରିନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ଆଜି ମଧ୍ୟାହ୍ଣରେ ସେ ଏକ  କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା […]

ପ୍ରମୋଦନାୟକ(ଭୁବନେଶ୍ବର): ସଂକଟାପନ୍ନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ବିମାନବନ୍ଦରରୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଯାଏ ଗ୍ରିନ୍ କରିଡରରେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିବାର ସୂଚନା ମିଳିଛି। ତେଣେ ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି। ଏପଟେ ଆପୋଲୋ […]

 ବାସ୍ତବ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଇଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ରେ ଗୁରୁତର। ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ସୂଚନା ଅନୁଯାୟୀ, ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସାମ୍ନାକୁ ଆସି ୫ ରାଉଣ୍ଡ ଗୁଳି […]

ବାସ୍ତବ ବ୍ୟୁରୋ:ମହାକାଶ କାର୍ଯ୍ୟକ୍ରମ ନାମରେ ଚୀନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଇଣ୍ଡୋ ପାସିଫିକ୍ ସେଣ୍ଟର ଫର ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ରିପୋର୍ଟରେ ନାସାର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏହାର ମହାକାଶ କାର୍ଯ୍ୟକ୍ରମକୁ ଅର୍ଥନ, ତିକ, ସାମରିକ ଏବଂ ଟେକ୍ନୋଲୋଜି ଶକ୍ତି ବୃଦ୍ଧି କରିବାକୁ ବ୍ୟବହାର କରୁଛି। ଏହା କରି ଚାଇନା ଆମେରିକା ଭଳି ବଡ ଶକ୍ତିକୁ ଚ୍ୟାଲେଞ୍ଜ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭-୧-୨୦୨୩:ବିକାଶ ପଥେ ଚାନ୍ଦବାଲି ଏନ ଏ ସି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଚାନ୍ଦବାଲି ଏନ ଏ ସି ବାଲିଗାଁର ୧୧ ନମ୍ବର ୱାର୍ଡ଼ରେ ଅର୍ଜୁନ ପାର୍କ ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟାନ କଲେ ଚାନ୍ଦବାଲି ବିଧାୟକ । ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାୟ, ଏନ ଏ ସି ଅଧ୍ୟକ୍ଷା ଶାନ୍ତଲତାସେଠୀ, ଜିଲ୍ଲା ପରିଷଦ […]

ସଂଜୟ ଶତପଥୀ(କଟକ): ଆଜି ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳନ କରାଯାଉଥିବା ବେଳେ କଟକ ସହରର ମଙ୍ଗଳାବାଗ କାଠଗୋଲା ସାହିରେ କଟକର ବହୁ ଖ୍ୟାତନାମା ଓ ବରିଷ୍ଠ ଚିକିତ୍ସକ ତଥା ସହକାରୀ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ମେଟ୍ରୋ ମନୋରମା ଓ୍ବେଲଫେୟାର ସୋସାଇଟି ପକ୍ଷରୁ ଏହି ଦିବସ ମହାସମାରୋହରେ ସୋସାଇଟି ପରିସରରେ ପାଳିତ ହୋଇଯାଇଛି। ସୋସାଇଟିର ସଭାପତି ଡ଼.ବି.କେ.ଦାସ ଏହି ସାଧାରଣତ ଦିବସରେ ଜାତୀୟ ପତାକା ଉନ୍ମୀଳନ କରି […]

 ବାସ୍ତବ ବ୍ୟୁରୋ(ଦେବକାନ୍ତ ମହାନ୍ତି): ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ। ବିଶ୍ବର ଯେଉଁ କୋଣରେ ଥିଲେ ବି ଏହି ଦିବସକୁ ନେଇ ଗର୍ବ କରୁଛି ପ୍ରତ୍ୟେକ ଭାରତୀୟ। ଦୀର୍ଘ ୨୦୦ବର୍ଷର ଶାସନ ପରେ ୧୯୪୭ ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ୧୯୫୦ମସିହା ଆଜିର ଦିନରେ ଦେଶରେ ସମ୍ବିଧାନ ପ୍ରଣୟନ ହୋଇଥିବା ବେଳେ ଦେଶବାସୀ ନିଜ ଶାସନ ଡୋରି ନିଜ ହାତକୁ ନେଇଥିଲେ। ଯେଉଁ ସ୍ବର୍ଣ୍ଣିମ ମୂହୁର୍ତ୍ତକୁ […]

ସଂଜୟଶତପଥୀ(କଟକ): ଆଜି ପବିତ୍ର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ମେରିଆବଜାରର ଦୁଇ ସମାଜସେବୀ ଅନୁଷ୍ଠାନ ସ୍ବଃ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ସ୍ବଃ ଯଦୁମଣି ମଙ୍ଗରାଜ ସ୍ମୃତି ସଂସଦ ପକ୍ଷରୁ ମିଳିତ ଭାବେ ୭୪ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମେରିଆବଜାର ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଶ୍ରୀ କିଶୋର କୁମାର ମଙ୍ଗରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି […]

ଚାନ୍ଦବାଲି(ଦେବକାନ୍ତ ମହାନ୍ତି): ଧାମରା ବନ ବିଭାଗର ଫରେଷ୍ଟର କୁମୁଦ ସାହୁ ଓ ଗାର୍ଡ ପ୍ରଶାନ୍ତ ସାହୁ ବିଶେଷ ସୂତ୍ରରୁ ଖବର ପାଇ ଧାମରା ନିକଟସ୍ଥ କାଲିନାଲି ଘାଟ ନିକଟରୁ କୋଡିଏ କିଲୋ ମାଂସ ସହ ଗୋଟେ ବୋଟକୁ ଜବଦ କରିଛନ୍ତି l ବୋଟରେ ମାଂସ ନେଇ ଆସୁଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ l ଦୁଇ ଜଣ ଯୁବକ ହେଲେ ସେକ ହୁସେନ […]

Pin It on Pinterest