ନବୀନ ଦାଶ(ବରଗଡ): ବରଗଡ ଜିଲ୍ଲା ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ ସଭାପତିତ୍ବ କରିଥିଲେ। ସଭାରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଧର୍ମରାଜ ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡର ବରିଷ୍ଠ ଓକିଲ ଅଚ୍ୟୁତାନନ୍ଦ ମହାପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟ […]

ସଂଜୟ ଶତପଥୀ(କଟକ):କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ରେ ଆରମ୍ଭ ହୋଇଛି ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ତୁଳସୀ ସାହିତ୍ୟ‌ ସଂସଦ ପକ୍ଷରୁ ଷଟତ୍ରୀ‍ଂଶ୍ ତମ ସପ୍ତଦୀବସୀୟ ଶ୍ରୀ ରାମଚରିତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ମୂଖ୍ୟ ଶ୍ରୀ ମାନସ ଦାସ (ରାମାୟଣୀ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସପ୍ତଦୀବସ ରେ ଓଡ଼ିଶା ର ବହୁ ବିଶିଷ୍ଟ ତଥା ଆଧ୍ୟାତ୍ମିକ ପ୍ରବକ୍ତା ଯୋଗଦେଇ ପ୍ରଭୁ ଶ୍ରୀ ରାମ […]

ନୂଆଦିଲ୍ଲୀ: ୨୦.୦୮ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ପକ୍ଷରୁ ନିକଟରେ ମହାସମାରୋହରେ ସ୍ବାଧିନତାର ଅମୃତ ମହୋତ୍ସବ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରସ୍ଥିତ ସୁଭଦ୍ରା ମଣ୍ଡପକୁ ବେଶ ସୁନ୍ଦର ଭାବେ ସଜ୍ଜା ଯାଇଥିବା ଦେଖା ଦେଇଥିଲା। ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ପରିବାରର ଶତାଧିକ ସଦସ୍ୟ, କର୍ମକର୍ତ୍ତା ଓ ଶୁଭାକାଂକ୍ଷୀମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଏହି ଅବସରରେ ମନ୍ଦିର […]

ସଂଜୟ ଶତପଥୀ(କଟକ)୧୨.୦୮.୨୦୨୩:ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “ସମନ୍ବୟ” ଆନୁକୁଲ୍ୟରେ ବିଡାନାସୀ ଚହଟାସ୍ଥ ଶ୍ରୀ ଚ‌ହଟେଶ୍ବର ମନ୍ଦିର ପରିସରରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଆଡଭୋକେଟ ଆଲୋକ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ପଣ୍ଡିତ ହୃଦୟ ରଞ୍ଜନ ଦେବତା ଶିବ ସ୍ତୁତି ଗାନ କଲାପରେ ପଣ୍ଡିତ ଦିଲ୍ଲୀପ କୁମାର ସାବତ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ […]

ନବରଙ୍ଗପୁର(ପ୍ରତାପ ଦାଶ):ତା ୯/୮-ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗ୍ରାମୀଙ୍କ ବୀରତ୍ୱ ଓ ଶହୀଦ ବୀର ଙ୍କ ଆତ୍ମ ବଳିଦାନର ଗାଥା ଅବିସ୍ମରଣୀୟ ଓ ଚିର ବନ୍ଦନୀୟ l ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପଛପଟରେ ଥିବା ବ୍ରିଟିଶ ସରକାର ଅମଳର ପୁରାତନ କାରାଗାର ସଂଗ୍ରାମୀଙ୍କ ସ୍ମୁତି ଓ ବିସ୍ମୃତିର ମହାନ ପୀଠ ସ୍ଥଳ l ହେଲେ ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ଅତିବାହିତ ହୋଇଯାଇ ଥିଲେ ମଧ୍ୟ ଏହି […]

ସଂଜୟ ଶତପଥୀ(କଟକ): ଆଇନ୍ ଛାତ୍ର ଓମ୍ ପ୍ରକାଶ ପଣ୍ଡା ଓଡିଶା ବାର୍ କାଉନ୍ସିଲ, କଟକଠାରେ ଏକ ଦାବୀପତ୍ର ଦେଇଛନ୍ତି। ଏହି ଦାବୀପତ୍ରରେ ସେ ଆଇନଜୀବୀ ମାନଙ୍କ ଲାଇସେନ୍ସ ତଥା ସଦସ୍ଯତା ବାବାଦକୁ ନିଆଯାଉଥିବା ଅର୍ଥକୁ କମ୍ କରିବାକୁ ଦାବୀ ରଖିଛନ୍ତି। ଅନ୍ୟ ରାଜ୍ଯରେ ନିଆଯାଉଥିବା ଲାଇସେନ୍ସ ଫି ଅପେକ୍ଷା ଓଡିଶାର ଲାଇସେନ୍ସ ଫି ବହୁତ ଅଧିକ, ଆଇନ୍ ଶିକ୍ଷା ସମାପ୍ତ କରି ନୁତନ ଭାବେ ଆଇନଜୀବୀ ଭାବେ ସଦସ୍ୟତା ବାବଦକୁ […]

ନବୀନ ଦାଶ(ବରଗଡ଼):-(୭.୮)ଚାରିଆଡେ଼ ଫାଇଭ୍-ଟି ସ୍କୁଲ ରୂପାନ୍ତରିକରଣ କରିବାକୁ ଯାଇ ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଛୋଟ ରୁ ବଡ ଅଧିକାରୀ ତଥା ସରକାରୀ ମୁଣ୍ଡ ମାନଙ୍କୁ ସରକାର ଖଞ୍ଜି ଦେଇଛନ୍ତି। ହେଲେ ଫାଇଭ୍-ଟି ସ୍କୁଲ ଗୁଡ଼ିକ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଦିନକୁ ଦିନ ନୂଆଁ ନୂଆଁ ଘଟଣା ମାନ ଘଟି ଯାଉଛି । କେଉଁଠି ଗଛ କାଟି […]

ସଂଜୟ ଶତପଥୀ(କଟକ): ୧/୮- ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଜୁଲାଇ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦଶାବତାର କଥାମୃତ ଓ ବିଶ୍ବ କଳକୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ମାଳିକା କ୍ଷେତ୍ର ଶ୍ରୀ ଗଡ଼ଗଡେଶ୍ୱର ଧାମରେ ଆୟୋଜିତ ସତସଙ୍ଗକୁ ସଦଗୁରୁ କଳକୀବାବା ଉଦଘାଟନ କରି କହିଲେ – ଯୁଗଚକ୍ରରେ ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି […]

ସଂଜୟଶତପଥୀ(ଡି.ସି କଟକ):ବିଲରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ଦେହାନ୍ତ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଞ୍ଚାୟତର ପଦନପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏହି କୃଷକଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ନାମ କୁଳମଣି ଦାସ (୪୪) ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ ଅପରାହ୍ନରେ କୁଳମଣି ନିଜ ଚାଷଜମିରେ କାମ କରୁଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଥିଲା, ହଠାତ ବଜ୍ରପାତ ହେବାରୁ ସେଠାରେ ପଡ଼ିଯାଇଥିଲେ । […]

ସଂଜୟ ଶତପଥୀ(କଟକ): କଟକ ଡିଷ୍ଟ୍ରିକ୍ଟ୍ ଟାଟା ମାଜିକ୍ ଅଟୋ ଆସୋସିଏସନ୍ (ସ୍କୁଲ ଗାଡ଼ି ସଂଘ) ର ୮ମ ବାର୍ଷିକୋତ୍ସବ ସ୍ଥାନୀୟ ବିଡାନାସୀ ମଣ୍ଟେଶ୍ବରୀ ଗଡା, ସେକ୍ଟର -୧୦,ସି.ଡି.ଏ, କଟକ ଠାରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ତୋଫାନ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକର ମାନନୀୟ ବିଧାୟକ ଇଂ ମହମ୍ମଦ ମୋକିମ୍, ସମ୍ମାନୀୟ ଅତିଥି ଭାବେ କଟକ […]

Pin It on Pinterest