ଆଦିତ୍ୟ ବେହେରା(ଭୁବନେଶ୍ବର): ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ ।୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡକ୍ଟର.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ । ୨୬ ଜାନୁଆରୀ ୧୯୫୦ […]
Odia
ନିରଂଜନ ଦାସ(ନୟାଗଡ):- ଖଣ୍ଡପଡ଼ା ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭ ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ତହସିଲଦାର ଧୋବେଇ ନାଏକ, ଏସଡିପିଓ ବିମଳ କୁମାର ବାରିକ, ଏଡିବିଓ ସୁବାଷ ଚନ୍ଦ୍ର ସେଠୀ , ଖଣ୍ଡପଡ଼ା ଥାନା ଅଧୀକାରି ଜ୍ୟୋତିପ୍ରକାଶ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ […]
ସଂଜୟ ଶତପଥୀ(କଟକ)୨୩.୧୧.୨୦୨୩: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ କଟକ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଉପସ୍ଥିତ ଥିଲେ l ରାଜ୍ୟର କୃଷି ଏବଂ କୃଷକ ସମସ୍ୟା ନେଇ ସେ ଉଦବେଗ ପ୍ରକାଶ କରିଥିଲେ l ପ୍ରଥମତଃ ରାଜ୍ୟ ସରକାର ଗତ ସେପ୍ଟେମ୍ବର୍ ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିବା […]
ସଂଜୟ ଶତପଥୀ(କଟକ): କଟକ ର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ କଟକ ର ପୂର୍ବତନ ବିଧାୟକ, ବିଶିଷ୍ଟ ସମାଜସେବୀ, ପୂର୍ବତନ ଶାନ୍ତି କମିଟି ର ସଭାପତି ତଥା ବିଶିଷ୍ଟ ରାଜନେତା ସଂଗ୍ରାମ କେଶରୀ ମହାପାତ୍ର ଙ୍କ ୨୩ତମ ସ୍ମୃତିସଭା ମହାସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର୍ ଆସୋସିଏସନ୍ ର ସଭାପତି ତଥା ସୁନାମଧନ୍ୟ ଆଇନଜୀବୀ ଶ୍ରୀ ଧରଣୀଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ […]
ନିରଞ୍ଜନ ଦାସ(ନୟାଗଡ): ସରକାର ଆମ ଗାଁ ଆମ ବିକାଶ ଘୋଷଣା କରୁ ଥିବା ବେଳେ ପ୍ରକୃତରେ କେତେ ବିକାଶ ହୋଇଛି ତାର ନଗ୍ନଚିତ୍ର ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଦେଶ ସ୍ଵାଧୀନତାର୭୫ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁଓ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଛଂଦି ହୋଇ ପଡିଛନ୍ତି ଆଦିବାସୀ।ହେଲେଆଦିବାସୀ ଙ୍କ ଉର୍ନତିପାଇଁପ୍ରଶାସନ ପକ୍ଷରୁ କୌଣସି ମୌଳିକ ଅଧିକାର ଦିଆ ନ ଯାଇ ତାଙ୍କୁ ହନ୍ତସନ୍ତ କରା ଯାଇଛି ଫଳରେ […]
ବାସ୍ତବ ବ୍ୟୁରୋ(ଭୁବନେଶ୍ବର): ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଭୋର ୩ଟା ୨୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ଶ୍ରୀ ମହାନ୍ତି। ଡାକ୍ତରଙ୍କ ଉଦ୍ୟମ ସତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି […]
ବାସ୍ତବବ୍ୟୁରୋ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାର ପାଞ୍ଚ ବିଧାନସଭା ଆସନରୁ ନର୍ଲା ଆସନ ହେଉଛି ଅନ୍ୟତମ କହିଲେ ଅତ୍ୟୁକ୍ତି ହେବ ନାହିଁ , କିନ୍ତୁ ଏହି ଆସନ ପାଇଁ ବିଜେଡି ଦଳର ଅନେକ ହେଭିୱେଟ ଦଳୀୟ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀ ଆଶାୟୀ ଥିବା ବେଳେ ସେଥିରୁ ବାଦ୍ ପଡ଼ି ନାହାନ୍ତି ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ଗତ ୦୧.୧୧ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା କୁ […]
ଜୟନ୍ତ ଶତପଥୀ(ଡେରାବିଶ): ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟର ଭାରତପଡା ଚାନ୍ଦୋଳ ଶାଖା ପକ୍ଷରୁ,ଶାରଦୀୟ ପୂଜା ଅବସରରେ ମହାନବମୀ ଠାରୁ ଭସାଣୀ ଉତ୍ସବ ପର୍ଯ୍ୟନ୍ତ ଜୀବନ୍ତ ରଙ୍ଗମଂଚ ମାଧ୍ୟମରେ ଲୋକମାନଙ୍କୁ ଆଧ୍ୟାତ୍ମିକ ଗୁରୁ ଜ୍ଞାନ ପ୍ରଦର୍ଶିତ କରାଯାଇଥିଲା । ଏହି ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ସଂନ୍ଧ୍ଯାରେ,ଚାନ୍ଦୋଳ ଗ୍ରାମପଞ୍ଚାୟତର ସମିତିସଭ୍ଯା ଶ୍ରୀମତୀ ମଞ୍ଜୁଲତା ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବାବେଳେ, ସମାଜସେବୀ ବନବିହାରୀ ମହାନ୍ତି ଓ ଶାଖା ପରିଚାଳିକା […]
ସଂଜୟ ଶତପଥୀ(କଟକ):ବିଶ୍ୱ ସତ୍ୟ -ସନାତନ-ଧର୍ମ ପ୍ରଚାରିଣୀ ମହାସଂଘ କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସିଡିଏ ସେକ୍ଟର -୬ ସ୍ଥିତ ସିଦ୍ଧମହାବୀର ମନ୍ଦିର ପରିସରରେ ସେନାର କଟକ ମହାନଗର ସଭାପତି କଳକୀରତ୍ନ ଲଷ୍ମୀଧର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନ୍ଧୁମିଳନକୁ ସଦଗୁରୁ କଳକୀବାବା ଉଦଘାଟନ କରିଥିଲେ ।ଶାରଦୀୟ ପୂଜାପାର୍ବଣର ପାଳନର ମହତ୍ତ୍ୱ ଉପରେ ଆଲୋଚନା କରି ସଦଗୁରୁ କହିଲେ – ଆଧ୍ୟାତ୍ମିକ ବିଶ୍ୱାସୀ […]
ଆଦିତ୍ଯ ବେହେରା(ଭୁବନେଶ୍ୱର): ତା ୧୭.୧୦.୨୦୨୩ ରାଜ୍ୟରେ ବନ୍ଦ କରାଯାଇଥିବା ସମସ୍ତ ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅବିଳମ୍ବେ ଖୋଲିବା, ଯୋଜନାଭିତ୍ତିକ ନୁହେଁ ସ୍ଥାୟୀ ଭିତ୍ତିରେ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଗୁଡିକ ତୁରନ୍ତ ପୂରଣ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଇବା. ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିରେ ଆଜି ରାଜ୍ୟ ବିଧାନସଭା […]


