ବରଗଡ଼୧୩/୧୦(ନବୀନ କୁମାର ଦାଶ):ସୋମବାର ଦିନ ସ୍ବାମୀ ବିବେକାନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟ କୁଳୁଣ୍ଡା ଠାରେ ସି. ଆର୍.ସି.ସି. ନନ୍ଦିଘୋଷ ଭୁଏ ଙ୍କ ତତ୍ତ୍ଵାବଧାନରେ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯାଦବ ପ୍ରଧାନ ଙ୍କ ସଭାପତିତ୍ବ ରେ ବୁଗବୁଗା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କୁଲୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ହେମାନନ୍ଦ ସେଠ୍, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ […]
odianews
କେନ୍ଦ୍ରାପଡ଼ା(ନି.ପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ର ବିଶିଷ୍ଟ ଶିକ୍ଷା ବିତି ବରିଷ୍ଠ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଅକାଳବିୟୋଗ ରେ ଜନ୍ମମାଟି ପଟ୍ଟାମୁଣ୍ଡାଇ ବ୍ଲକ ର ଔପଦା ଲକ୍ଷ୍ମୀ କୃଷ୍ଣ ନିବାସ ରେ ରାଉତ ପରିବାରବଂଧୁ ବର୍ଗ ଙ୍କ ଦ୍ଵାରା ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଓ କାଳ ପ୍ରତିଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣl କଳା ପରିଷଦ ର ସଭାପତି ସମାଜ ସେବି ନଳିନୀ କାନ୍ତ ସ୍ୱାଇଁ ଙ୍କ ସଭାପତିତୂ ରେ ଅନୁଷ୍ଠିତ […]
କଟକ(ସଂଜୟ ଶତପଥୀ):ଆଜି ଓଡ଼ିଶାର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ କଟକ ର ଉତ୍କଳ ସାହିତ୍ୟ ସମାଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନ ର ସମ୍ମାନଜନକ ସଭାପତି ପଦ ଲାଗି ଓଡିଶା ର ୩ ଜଣ ବିଶିଷ୍ଟ ବ୍ୟକ୍ତି ଯଥା ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ଡଃ ଭାବଗ୍ରାହୀ ରାଉତ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସମସ୍ତ ଙ୍କୁ ପଛରେ ପକାଇ […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):୧୨/୧୦-ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତତ ଜୟନ୍ତୀ ସମାରୋହ ଏବଂ ଆର୍ଯ୍ୟ ସମାଜର ୧୫୦ ବର୍ଷ ଶ୍ରାଦ୍ଧଶତାବ୍ଦୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ଅତ୍ୟନ୍ତ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭା ଦ୍ୱାରା ଆୟୋଜିତ ଏହି ‘ଓଡ଼ିଶା ଆର୍ଯ୍ୟ ମହା ସମ୍ମେଳନ ୨୦୨୫’ ଅବସରରେ ସମାଜରେ ବୈଦିକ ମୂଲ୍ୟବୋଧର ପ୍ରଚାର ପ୍ରସାର କରୁଥିବା ଆର୍ଯ୍ୟସମାଜ ତରଫରୁ ଏକ […]
ବରଗଡ଼୧୦/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି।ଥାନା ମାମଲା ନଂ- ୩୨୭/୨୫ ଅନୁସାରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୩(୨)/୩(୫) ଅନୁଯାୟୀ ଦାଖଲ ହୋଇଥିବା ଚୋରି ମାମଲାରେ ଏକ ଟ୍ରାକ୍ଟର ଓ ଟ୍ରଲି ଉଦ୍ଧାର କରିବା ସହିତ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ବିଶ୍ୱସନୀୟ ସୂଚନା ଆଧାରରେ ତଦନ୍ତ ପରେ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଗିରଫ କରା ଯାଇଛି। […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ୧୦/୧୦-ଆଜି ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏବଂ ସାମାଜିକ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ସମାରୋହରେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ,ମୁନସିପାଲ […]
ବରଗଡ଼୦୯/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ସହରାଞ୍ଚଳ ର ବିକାଶ ପାଇଁ ସରକାର ବାହାଦୁର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା, ଡ୍ରେନ,ଫେବର୍ ରାସ୍ତା,ଶୌଚା ଳୟ,ଷ୍ଟାଡିୟମ୍,ପାର୍କ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ତିଆରି ହୋଇଛି ସତ,ହେଲେ କେଉଁଠି ଅଧା ଅଧିଆ ତ କିଛି ସରକାରୀଆ ଦରମା ନିଅଣ୍ଟ ବାବୁ ମାନଙ୍କ ଖାମ୍ ଖିଆଲି […]
କୋଣାର୍କ(ତ୍ରୀଭୁବନ ମହାପାତ୍ର):ଆଜି ଅପରାହ୍ନ ୫ଟା ସମୟରେ କୋଣାର୍କ ମାଧିପୁର ଛକରେ ଏକ ବ୍ୟାଟେରୀ ଗାଡ଼ି ସୋରୂମରେ ଅଗ୍ନିକାଣ୍ଡ ଘଟିବାରୁ,କୋଣାର୍କ ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ। ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମନେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଖବର ଅନୁଯାୟୀ ଏହି ବ୍ୟାଟେରୀ ଗାଡି ସୋରୁମର ୩୦ ଟି ଗାଡି ସଂମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ, ସୋରୁମର ଅନେକ କ୍ଷୟକ୍ଷତି ହୋଇଛି।
ବରଗଡ଼୦୭/୧୦(ନବୀନ କୁମାର ଦାଶ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଆନ୍ଧ୍ର କେମ୍ଫ ଠାରେ ଶ୍ରୀରାମ ବଣିକ ସଂଘ ଦ୍ୱାରା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ କଳସ ଶୋଭା ଯାତ୍ରା ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଥିଲା। ଏହି ଅବସର ରେ ଛୋଟ ଛୋଟ ଛୁଆ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା ଓ ପରେ ପରେ ଏକ ହାସ୍ୟ କବି ସମ୍ବିଲନୀ ଅନୁଷ୍ଠିତ ହୋଇ ଥିଲା। ଏହି […]
ବରଗଡ଼୦୭/୧୦(ନବୀନ କୁମାର ଦାଶ): ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମ୍ବଲ ପୁର ଠାରୁ ଅଯୋଧ୍ୟା ଏବଂ ବାରଣାସୀ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରାରେ ବରଗଡ ଜିଲ୍ଲାର ୧୨୭ ଜଣ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ […]


