ଅତାବିରା,୧୫/୧୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଶିକ୍ଷା ଅଧୀନସ୍ଥ ଟାମ୍ପରସରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉପେନ୍ଦ୍ର କର୍ଣ୍ଣଙ୍କ(୫୪) ଛନ୍ଦପାଲି ସ୍ଥିତ ବାସଭବନରେ ଅକାଳ ବିଯୋଗ ଘଟିଅଛି। ସେ ଜଣେ ଆଦର୍ଶ ଶିକ୍ଷକ,ମିଷ୍ଟଭାଷୀ,ଛାତ୍ର ବତ୍ସଳ ଓ ସାହିତ୍ୟପ୍ରେମୀ ଥିଲେ। ଶିକ୍ଷକତା ଜୀବନରେ ବେସର କାରୀ ଭାବରେ ଲରମ୍ଭା,ଟାମ୍ପର ସରା ଓ ପରେ ସରକାରୀ ଭାବ ରେ ସୋର୍ଣ୍ଣା,ବରାହମୁଣ୍ଡା ଓ ଟାମ୍ପରସରାରେ କାର୍ଯ୍ୟରତ ଥିଲେ।ଛାତ୍ର ଜୀବନରେ ଟାମ୍ପର […]

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):ଓଡ଼ିଶା ରାଜ୍ୟ ମତ୍ସ୍ୟ ସମବାୟ ନିଗମ (ଫିସ୍‌ଫେଡ୍) ପକ୍ଷରୁ ନଭେମ୍ବର ୧୪ ତାରିଖ, ୨୦୨୫ ଠାରୁ ୭୨ତମ ସମବାୟ ସପ୍ତାହ ପାଳନ ଆରମ୍ଭ କରାଯାଇଛି। ନିଗମର ମୁଖ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ସମବାୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମବାୟ ସପ୍ତାହ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।​ସମବାୟ ପତାକା ଉତ୍ତୋଳନ ଓ କାର୍ଯ୍ୟକ୍ରମ​କାର୍ଯ୍ୟକ୍ରମର ଶୁଭାରମ୍ଭରେ ସମବାୟ ପତାକା ଉତ୍ତୋଳନ କରାଯିବା ସହ ଫିସ୍‌ଫେଡ୍ କର୍ମଚାରୀମାନଙ୍କ […]

ବରଗଡ଼ ହଲିଆ ଦୁଆରେ ଅନ୍ନଦାତାଙ୍କ ମଗୁଶିର ଗୁରୁବାରବରଗଡ଼୧୩/୧୧(ନବୀନ କୁମାର ଦାଶ):ଓଡ଼ିଶାର ଭାତ ହାଣ୍ଡି ଭାବେ ବେଶ୍ ପରିଚିତ ବରଗଡ଼।ଜିଲ୍ଲା ରେ ପ୍ରଚୁର ପରିମାଣରେ ଧାନଚାଷ ହୋଇ ଥାଏ।ହୀରାକୁଦ କମାଣ୍ଡ ଅଞ୍ଚଳ ରେ ଚାଷୀ ଓ ଚାଷ ପାଇଁ ସ୍ବତନ୍ତ୍ର ଭାବେ କେନାଲ ଠାରୁ ଆରମ୍ଭ କରି ଛୋଟ ରୁ ବଡ ବିଭିନ୍ନ ସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ଖଞ୍ଜି ଦେଇଛନ୍ତି ସରକାର।ହେଲେ ସରକାରୀ ଖଞ୍ଜା କେବଳ କାଗଜ କଲମ ରେ […]

ଭୁବନେଶ୍ୱର(ନି.ପ୍ର): ଖୋର୍ଦ୍ଧା ପିତାପଲ୍ଲୀ ସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ରେ ଏକ ସ୍ବାଗତ ସମାରୋହ “ଆବାହନ -୨୦୨୫” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ କୁ ମହାବିଦ୍ୟାଳୟ ର ମୂଖ୍ୟ ଶ୍ରୀ ଏସ୍.କେ.ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁଧାଂଶୁ ଶେଖର ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନ୍ଦୁଶ୍ରୀ […]

ଅନୁଗୁଳ(ନି.ପ୍ର):ଆଜି ଭୋର ପ୍ରାୟ ୪:୩୮ ସମୟରେ ଅନୁଗୁଳ ଜିଲ୍ଲାର ହଣ୍ଡପା ପୋଲିସ ସୀମା ଅନ୍ତର୍ଗତ ଲୁହାମୁଣ୍ଡା ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଯାତ୍ରୀବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରରେ ଧକ୍କା ଦେଇଥିବା ଜଣାପଡ଼ିଛି, ଯାହା ଫଳରେ ୧୮ ଜଣ ଯାତ୍ରୀ ଆହତ ହୋଇଥିଲେ । ୧୦୮ ଆମ୍ବୁଲାନ୍ସ ର ଜରୁରୀକାଳୀନ ନିୟନ୍ତ୍ରଣ ରୁମ୍ ଅନୁଯାୟୀ, ଏହି ଘଟଣା ଖବରର ତୁରନ୍ତ […]

ଭୁବନେଶ୍ୱର(ନି.ପ୍ର): ଓଡିଆ ଫିଲ୍ମ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଆସିଛି,ଲୋକପ୍ରିୟ ଓଡିଆ ପ୍ରଯୋଜକ ଅକ୍ଷୟ କୁମାର ପରିଜା ପୁଣି ଥରେ ରାଜ୍ୟକୁ ଅନ୍ତର୍ଜାତୀୟ ପ୍ରଶଂସା ଆଣୁଛନ୍ତି। ଅକ୍ଷୟ ପରିଜାଙ୍କ ଐତିହାସିକ ଫିଲ୍ମ ‘ପାପା ବୁକା‘ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରତିଷ୍ଠିତ ରେଡ କାର୍ପେଟ ଗାଲା ପ୍ରିମିୟର ପାଇଁ ମନୋନୀତ ହୋଇଛି। ଏହି ପ୍ରିମିୟର ଆସନ୍ତା ୨୨ ନଭେମ୍ବର, ୨୦୨୫ ରେ ଅନୁଷ୍ଠିତ ହେବ, ଯାହା […]

ବରଗଡ଼୦୭/୧୧(ନବୀନ କୁମାର ଦାଶ):ରାଜ୍ୟ ଖାଦ୍ୟ କମିଶନର ଅବନୀକାନ୍ତ ସାହୁ ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ଆସି ଗସ୍ତର ପ୍ରଥମ ଦିବସ ଅର୍ଥାତ ଗୁରୁବାର ଦିନ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ପାଇଁ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ବ୍ୟବସ୍ତା,ସଫାସୁତୁରା ଆଦି ବିଭିନ୍ନ ବିଷୟର ତଦାରଖ କରିଥିଲେ।ଗସ୍ତର ଦ୍ବିତୀୟ ଦିବସ ଅର୍ଥାତ ଆଜି ପାଇକମାଳ ଏବଂ ଝାରବନ୍ଧ ବ୍ଲକ୍ ର ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି […]

ବରଗଡ଼୦୭/୧୧(ନବୀନ କୁମାର ଦାଶ):ଶ୍ରୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ,ଭାରତ ର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଜଦୁମଣି ଅଡିଟୋରିୟମ୍ ଠାରେ ଜିଲ୍ଲା ସ୍ତରୀୟ ସାମୁହିକ ସଙ୍ଗୀତ ଗାନ ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଏକତାର […]

ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର) ୦୬/୧୧: ଆଜି ସନ୍ଧ୍ୟାରେ ଭାରତୀୟ ବିଦ୍ୟାଭବନର, କେ.ଏମ୍.ମୁନସି ସଭାଗୃହରେ ପଂଡିତ ନୀଳକଣ୍ଠ ସ୍ମୃତିସମିତିର ସଭାପତି ଶ୍ରୀଯୁକ୍ତ ଅମିୟ ଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ପଂଡ଼ିତ ନୀଳକଂଠ ଦାଶଙ୍କ ୫୮ତମ ଶ୍ରାଦ୍ଧ ଦିବସ। ପଂଡିତ ନୀଳକଣ୍ଠଙ୍କ ତୈଳଚିତ୍ରରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସମିତିର ଆଜୀବନ ସଭ୍ୟା ଶ୍ରୀମତୀ ମଧୁସ୍ମିତା ବିଶ୍ଵାଳ ନୀଳକଣ୍ଠଙ୍କର ନିଜସ୍ୱ ରଚନା ‘କୋଣାର୍କେ’ ରେ କବିତା ଆବୃତ୍ତି କରିଥିଲେ । ଡଃ […]

ଭୁବନେଶ୍ୱର(ନି.ପ୍ର):ଅନ୍ତର୍ଜାତୀୟ ଭକ୍ତି ଓ ସାଂସ୍କୃତିକ ଭବ୍ୟତା ସହିତ ଉଦଘାଟିତ ଶ୍ରଦ୍ଧାସୃଦ ଗୁରୁଜୀ ଡ଼.ଚନ୍ଦ୍ରଭାନୁ ଶତପଥିଙ୍କ ଦ୍ବାରା ରଚିତ ଶ୍ରୀ ଗୁରୁ ଭାଗବତ ପବିତ୍ର ଗ୍ରନ୍ଥର ରୌପ୍ୟ ଜୟନ୍ତୀ ଉତ୍ସବ ଭୁବନେଶ୍ବରରବୀନ୍ଦ୍ର ମଣ୍ଡପଠାରେ ଏକ ଭବ୍ୟ ଭକ୍ତି ଏବଂ ସାଂସ୍କୃତିକ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି lଏହି ଗ୍ରନ୍ଥର ପ୍ରଥମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା, ୩୦ ନଭେମ୍ବର ୨୦୦୧ ରେ ପ୍ରକାଶିତ ହୋଇଥିଲା।ଏହି ଅବସରକୁ “ଶ୍ରୀ ଗୁରୁ ଭାଗବତ ଉତ୍ସବ” ଭାବେ ଉଲ୍ଲେଖ […]

Pin It on Pinterest