ଭୁବନେଶ୍ୱର(ବାସ୍ତବବ୍ୟୁରୋ)୨୩/୦୬: ଜଣେ ଶିକ୍ଷାବିତ୍‌, ସଂସ୍କୃତି ଗବେଷକ, ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଭାବରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତ ଇତିହାସରେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଭାବରେ ଆଦୃତ ହେଉଥିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି । ରବିବାର ପୂର୍ବାହ୍ନରେ ଜୟଦେବ ଭବନରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଭାବରେ […]

ଭୁବନେଶ୍ୱର ୨୩/୦୬(ଗୌତମ ମିଶ୍ର ): ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟ(ସି ଭି ରମଣ ବିଶ୍ଵ ବିଦ୍ୟାଳୟ )ର ଅଧ୍ୟାପିକା ବର୍ଷା ମିଶ୍ରଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି। ପ୍ରଥମେ ତମାଣ୍ଡୋ ଥାନା ପୁଲିସ କେସ୍‌ ନଂ-୨୩୨ରେ ହତ୍ୟା ଉଦ୍ୟମ ମାମଲା ରୁଜୁକରିଥବା ବେଳେ ପରେ ହତ୍ୟା ମାମଲା ରୁଜୁକରିଛି। ହେଲେ ହତ୍ୟା ପଛରେ କାହାର ହାତ ରହିଛି ଓ କିଏ ହତ୍ୟାକାରୀ, ତାହା […]

ଭୁବନେଶ୍ୱର ୨୩/୦୬(ଗୌତମ ମିଶ୍ର ): ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରତି ବିଭାଗୱାରୀ ସମୀକ୍ଷା ଚାଲିଛି । ଏସବୁ ଭିତରେ ଆକ୍ସନମୋଡକୁ ଆସିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଦାୟିତ୍ୱ ନେବା ପରେ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପମନ୍ତ୍ରୀ । ରାଜ୍ୟରେ ଶିଳ୍ପକ୍ଷେତ୍ରର ଷ୍ଟାଟସ୍ କଣ ? ରାଜ୍ୟରେ ଶିଳ୍ପ ପାଇଁ କେତେ ଜମି ବିକାଶ କରାଯାଇଛି ?କେତେ ଭିତ୍ତିଭୂମି ବିକାଶ ହୋଇଛି ? କେଉଁ ସଂସ୍ଥାକୁ […]

ଭୁବନେଶ୍ୱର ୨୨/୦୬(ପ୍ରମୋଦ ନାୟକ):ଓଡିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପହଞ୍ଚିସାରିଲାଣି ମୌସୁମୀ। ୨ ରୁ ୩ ଦିନ ଭିତରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସେପଟେ ନୂତନ ସରକାର ଗଢ଼ିବା ପରେ ଆକ୍ସନ ମୋଡରେ ଅଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ସମସ୍ତଙ୍କ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ଉନ୍ନୟନ […]

ଭୁବନେଶ୍ୱର ୨୨/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା କୁ ନେଇ ଯୋର ଧରିଛି ରାଜନୈତିକ ଚର୍ଚ୍ଚା । କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣାରେ ଏବେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯିଏ ଏପରି କାଣ୍ଡ ଘଟାଇଛି ଖୁବ୍ ଶୀଘ୍ର ତାକୁ ଚିହ୍ନଟ କରାଯାଇ ତା […]

ଭୁବନେଶ୍ୱର ୨୨/୦୬(ଗୌତମ ମିଶ୍ର):ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ଆଜି ନୂଆମୋଡ଼ ଆସିଛି । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ […]

ବରଗଡ:-୨୨.୬(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ର ଜଗନ୍ନାଥ ମନ୍ଦିର ର ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ ଙ୍କ ପୁର୍ଣିମା ଦିନ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତ କୈଳାସ ଅଗ୍ରୱାଲ କୂଅ ରୁ ମନ୍ତ୍ର ପାଠ କରି କୂଅରୁ ଜଳବାହାର କରାଯାଇଥିଲା।ପଣ୍ଡିତ ଭାବରେ ରୁଦ୍ର ଦାସ ଯୋଗଦେଇ ମନ୍ତ୍ର ପାଠ କରି ୧୦୮ କଳସରେ ଜଳ ଭର୍ତ୍ତି କରି ନାରୀକେଳ,ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମହିଳା ମାନେ […]

ସଂଜୟ ଶତପଥୀ(କଟକ): ଜବରଦଖଲ ରେ ଥିବା କଟକ ର ବୃହତ୍ ପୁଷ୍କରିଣୀ “ହାତୀ ପୋଖରୀ” କୁ ଜବରଦଖଲକାରୀ ଙ୍କ କବଜାରୁ ବଞ୍ଚାଇବାକୁ ଓ ପୁନରୁଦ୍ଧାର ର ଦାବୀକୁ ନେଇ କଟକ ର ମାନନୀୟ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ହିନ୍ଦୁ ସେନା। ପ୍ରକାଶ ଥାଉକି, ଓଡ଼ିଶାର ପୁରାତନ ରାଜଧାନୀ କଟକ ରେ ଓଡ଼ିଶାର ରାଜା ତଥା ଗଜପତି ବାରବାଟୀ ଠାରେ ଅବସ୍ଥାନ କରୁଥିବା ବେଳେ ବର୍ତ୍ତମାନ ର ଶିଳ୍ପ […]

ସଂଜୟ ଶତପଥୀ: ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପାରମ୍ପରିକ ରୀତି ନୀତି ଅନୁସାରେ ରତ୍ନବେଦୀରୁ ଆସି ସ୍ନାନମଣ୍ଡପରେ ବିଜେ ହୋଇସାରିଲେଣି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର, ସାନଭଉଣୀ […]

ଭୁବନେଶ୍ୱରବ୍ୟୁରୋ: ୨୧/୦୬- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ।ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ […]

Breaking News

Pin It on Pinterest