ଭୁବନେଶ୍ୱର ୨୯/୦୬(ନି.ପ୍ର): ଖୋଲୁଛି କିସ୍ ଜମି ଦୁର୍ନୀତି ମାମଲାର ପେଡି ।ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍ସ (କିସ୍‌)ର ଜଙ୍ଗଲ ଜମି ହସ୍ତାନ୍ତର ମାମଲାରେ ରାଜସ୍ବ ବିଭାଗକୁ ସବିଶେଷ ତଥ୍ୟ ମାଗିଲେ ରାଜସ୍ବ ମନ୍ତ୍ରୀ । କହିଲେ ଏହା କେବଳ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ନିୟମାନୁସାରେ ଏ ଜମି ହସ୍ତାନ୍ତର ହୋଇପାରିବ ନାହିଁ କି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ । […]

ଭୁବନେଶ୍ୱର, ୨୯/୦୬(ଗୌତମ ମିଶ୍ର): ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ଫଳ ସ୍ୱରୂପ ଜାତୀୟ ଇନ୍‌ଫର୍‌ମେଟିକ୍‌ ସେଣ୍ଟର (ଏନ୍‌ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ସିଏସ୍‌ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ […]

ସଂଜୟ ଶତପଥୀ(କଟକ): ଓଡ଼ିଶାର ଅନ୍ୟତମ ଭାଇଚାରାର ସହର କଟକରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମାନନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ କଟକ ମହାନଗର ନିଗମ ଅନ୍ତର୍ଗତ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ଓ ଯୋବ୍ରା ବଜାର ର ରଥଯାତ୍ରା କମିଟିର ସମସ୍ତ […]

ସମ୍ପାଦକକୟ: ଦିର୍ଘ ୨୫ ବର୍ଷର ବିଜେଡି ସରକାରର ପତନ ପରେ,ସହଜରେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ ନେତା ଓ କର୍ମୀ।ବେପାରୀ ଓ ଠିକାଦାର ନେତା ନିରବ ।ପ୍ରାର୍ଥୀ ନୁହେଁ କେବଳ ଚିହ୍ନ ଓ ମୁଖିଆଙ୍କ ମୁହଁକୁ ଦେଖି ଭୋଟ ମିଳିବା ଫର୍ମୁଲା ଫେଲ ମାରିଲା,ନିଜକୁ ବଞ୍ଚାଇବା ପାଇଁ ମିଛ ସନ୍ୟାସ ନେଲେ ଦଳର ସର୍ବଶକ୍ତିମାନ, ଅମଲାରୁ ନେତା ସାଜିଥିବା ତଥା କଥିତ ନେତା । ଭୋଟରଙ୍କ ମୁଡ କିଭଳି ବଦଳେ,ଭୋଟର […]

ଭୁବନେଶ୍ୱର ୨୮/୦୬(ନି.ପ୍ର):ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜଳ ଶକ୍ତି ଅଭିଯାନ-୨୦୨୪ “କ୍ୟାଚ-ଦି-ରେନ୍” ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଆପରାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜଳଶକ୍ତି ଅଭିଯାନର ଥିମ୍‌ ରହିଛି ‘ନାରୀ ଶକ୍ତି ସେ ଜଳ […]

ଭୁବନେଶ୍ୱର ୨୮ /୦୬(ଗୌତମ ମିଶ୍ର ):କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ […]

ଭୁବନେଶ୍ୱର ୨୭/୦୬(ନି.ପ୍ର):ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି।ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି। ଏନେଇ ବିଚାର ବିମର୍ଶ ଚାଲିଛି। ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ। ଛାତ୍ର ସଂଗ୍ରଠନ ଦାବି ମହତ୍ତ୍ୱ ପୂର୍ଣ୍ଣ। ତେବେ ଯାହା ଠିକ୍ ହେବ, […]

ଭୁବନେଶ୍ୱର ୨୭/୦୬(ଗୌତମ ମିଶ୍ର ):ରାଜ୍ୟରେ ଦୀର୍ଘ ୨୪ବର୍ଷ ସରକାର ର ବହୁ କେଳେଙ୍କାରୀ ଅଧ୍ୟାୟ ଏବେ ସାମ୍ନା କୁ ଆସୁଛି। ସ୍ୱଚ୍ଛ ଶାସନ ର ନଗ୍ନ ରୂପ ଲୋକେ ଦେଖିଲେଣି। ବିଭିନ୍ନ ବଡ଼ ବଡ଼ିଆ ନେତା, ସରକାରୀ ବାବୁ ଙ୍କ କବ୍ଜା ରେ ରାଜଧାନୀ ର ବହୁ ମୂଲ୍ୟବାନ ଜମି ।ରାଜଧାନୀ ରେ ନେତା ଓ ବାବୁ ମାନଙ୍କ ଦ୍ୱାରା ବହୁ ଜମି କେଳେଙ୍କାରୀ ହୋଇଛି। ଏ ନେଇ ପୂର୍ବତନ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା)୨୭/୦୬: ଆଜି ଅପରାହ୍ଣ ୫ଘଟିକା ସମୟରେ ଶ୍ରୀଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ରାଜନଗରର ମାନ୍ୟବର ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ତଥା ଟ୍ରଷ୍ଟ […]

ସଂଜୟ ସତପଥୀ(କଖକ): କଟକ କୁ ବୃହତ ସହର କରି ତୋଳିବା ତଥା ପୁରୁଣା ଐତିହ୍ୟ “ରାଜଧାନୀ” ର ମାନ୍ୟତା ର ମୂଖ୍ୟ ଦାବୀ ସହ ଏକ ୧୮ ଟି ବିଷୟରେ ଏକ ଦାବୀ‌ପତ୍ର କଟକର ସାମାଜିକ ଅନୁଷ୍ଠାନ ବାଇମୁଣ୍ଡି ସଂଗଠନ ପକ୍ଷରୁ ଶ୍ରୀ ରାମଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବାରବାଟୀ -କଟକ ର ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍ ଙ୍କୁ ଭେଟି ସମସ୍ତ ବିଷୟରେ ଅବଗତ […]

Pin It on Pinterest