ମନୋଜ ମହାନ୍ତି(ଭୁବନେଶ୍ଵର)୨୨/୫: ଆଉ ନାହାଁନ୍ତି ଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ।କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଏହି ଖବର କଳା ଜଗତ ତଥା କଳାପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର।ସ୍ଵର୍ଗତ ପଟ୍ଟନାୟକଙ୍କୁ ଭଲପାଉଥିବା କଳାକାର ତଥା କଳାପ୍ରେମୀ ମଧ୍ଯରେ ଶୋକର ଛାୟା। ସ୍ଵର୍ଗତ ପଟ୍ଟନାୟକ ୧୯୪୮ ମସିହା ଜୁଲାଇ ପହିଲାରେ […]

ସଂଜୟ ଶତପଥୀ(କଟକ): ଚଳିତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ଅଟୋରିକ୍ସା ଚିହ୍ନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରୁପାଲୀ ଲେଙ୍କା ନିର୍ବାଚନ ମଣ୍ଡଳୀରେ ବୁଲିବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଜେଡି ଦଳରୁ ଟିକେଟ ଆଶାୟୀ ଥିବା ରୁପାଲୀ ଟିକେଟ ନପାଇବାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଚୌଦ୍ୱାର-କଟକର ଭୋଟରଙ୍କୁ ଭେଟି ଭୋଟଭିକ୍ଷା କରୁଥିବା ବେଳେ ସାଙ୍ଗରେ ତାଙ୍କର ସ୍ଵାମୀ ତଥା ଯୁବନେତା ଲୋକନାଥ ଲେଙ୍କା ଧର୍ମପତ୍ନୀଙ୍କୁ ଅଟୋରିକ୍ସା ଚିହ୍ନରେ […]

ଆଦିତ୍ଯ ବେହେରା(ଭୁବନେଶ୍ବର): ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ ।ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖ ଶୁକ୍ରବାର ପାଳନ କରାଯାଉଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ,ତେଣୁ କୃଷକ ଏହି ଦିନରେ ନିଜ କ୍ଷେତରେ […]

ସଂଜୟ ଶତପଥୀ: ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ଉପ-ସଂଗଠନ ସମ୍ପାଦକ ଶ୍ରୀ ଗଣେଷ ପ୍ରସାଦ ମିଶ୍ର କଟକ ଗସ୍ତ କରିଛନ୍ତି । କଟକ ଗସ୍ତ ସମୟରେ ସିଡିଏ ସ୍ଥିତ ଭାରତୀୟ ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଶ୍ରମ ସଂଗଠନ ଗୁଡ଼ିକର କର୍ମକର୍ତ୍ତା ମାନଙ୍କୁ ଭେଟି ସାମ୍ପ୍ରତିକ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ସଂମ୍ପ୍ରତି ଦେଶର ପରିସ୍ଥିତି ଯୋଗୁଁ ଶ୍ରମିକ ମାନେ ନିଜର ଅଧିକାରକୁ […]

ବ୍ରହ୍ମପୁର: ବ୍ରହ୍ମପୁର ସହର ପାଇଁ ନିର୍ବାଚନୀ ସଙ୍କଳ୍ପପତ୍ର ଉନ୍ମୋଚନ କଲେ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ। ସହର ଓ ସହରବାସୀ ଙ୍କ ସମସ୍ୟା ଉପରେ ଆଲୋକପାତ କରି କ୍ଷୋଭ ପ୍ରକାଶ କରିବା ସହିତ ସେ’ ବିଜୟ ହାସଲ କଲେ ସହରର ପ୍ରତ୍ୟେକ ଅଞ୍ଚଳ ବୁଲିବେ ଓ ଲୋକଙ୍କ ସହିତ ସିଧା ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଜଣାଇଛନ୍ତି ଶ୍ରୀଯୁକ୍ତ ଦାଶ। ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ କେ.ଅନୀଲ […]

ମନୋଜ ମହାନ୍ତି(ଭୁବନେଶ୍ବର): ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ପୁର୍ବଥର ର ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ […]

ସଂଜୟ ଶତପଥୀ(କଟକ): କଟକ ସୂତାହାଟ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ସୋସିଆଲ ଓ୍ବାର୍କସ୍ କମିଟି ପକ୍ଷରୁ କଟକର ଷ୍ଟିଓ୍ବାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ଜଳଦାନ କେନ୍ଦ୍ରର ଆୟୋଜନ କରାଯାଇ, ରାସ୍ତା ରେ ପ୍ରଚଣ୍ଡ ରୌଦ୍ରତାପରେ ଯାତାୟାତ କରୁଥିବା ପଥଚାରୀ ମାନଙ୍କୁ ଜଳଦାନ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ଶ୍ରୀ ମହମ୍ମଦ ନିୟାଜ୍ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନସେବା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ […]

ବରଗଡ:-୨୯.୪(ନବୀନ କୁମାର ଦାଶ)ସ୍ଵାଧୀନତା ର ୭୬ବର୍ଷ ପରେ ବି ରଙ୍ଗହୀନ ରଙ୍ଗମାଟିଆ।ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଘଞ୍ଚ ଅରଣ୍ୟ ଭିତରେ ଚାନ୍ଦିଲି ଡୁଙ୍ଗୁରି ପାହାଡ଼ ର ପାଦ ଦେଶରେ ବାପ ଅଜା ଅମଳରୁ ଅବସ୍ଥାପିତ ରଙ୍ଗମାଟିଆ ପଡ଼ା ରେ ପାଖାପାଖି ୩୦ପରିବାର ରହି ଆସୁଥିବା ବେଳେ ସ୍ୱାଧୀନତା ୭୬ ବର୍ଷ ପରେ ବି ପଡ଼ାକୁ ରାସ୍ତା ଟିଏ ନଥିବାବେଳେ ପଡାବାସୀ ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ […]

ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅତିଷ୍ଠ ହୋଇ ପଡିଥୂବା ତଥା ରାସ୍ତା ରେ ଯାଉଥିବା ପଥିକମାନେ ଟୋପାଏ ପାଣି ଲାଗି ଡହଳବିକଳ ହେଉଥିବାବେଳେ, କଟକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୁ ଡ୍ରିମ୍ ଓ୍ବେଲଫେୟାର ଆସୋସିଏସନ୍ ପକ୍ଷରୁ ଏକ ଥଣ୍ଡା, ସୁସ୍ୱାଦୁ ପାନୀୟ ଜଳ ଦାନ କେନ୍ଦ୍ରର ଶୁଭାରମ୍ଭ କଟକର ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। […]

ତ୍ରିନାଥ ବାରିକ(ସାଖିଗୋପାଳ): ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପୁର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏବଂ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ ବ୍ଲକ ଛକ ଠାରେ ଶ୍ରୀ ବାଟ ମହାବୀରଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହା ପରେ ଦୁଗଲ ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ହିଙ୍ଗୁଳା, ବୀର ଗୋବିନ୍ଦପୁର ଗ୍ରାମରେ ଅଧିଷ୍ଠାତ୍ରୀ […]

Breaking News

Pin It on Pinterest