ଆଦିତ୍ଯ ବେହେରା(ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି। 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ […]
odisha
ସନ୍ତୋଷ ପାତ୍ର(ନର୍ଲା): ସ୍ବାସ୍ଥ୍ୟ ହଁ ସମ୍ପଦ ଯେଉଁ ମଣିଷ ଯେତେ ସ୍ବାସ୍ଥ୍ୟ ବାନ ସେହି ମଣିଷର ପରମାୟୁ ସେତେ ଅଧିକ ସେଥିପାଇଁ ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର,ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସ୍ବାସ୍ଥ୍ୟ ବୀମା ଯୋଜନା ରେ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ ସହିତ ଅନେକ ସଚେତନ କାର୍ଯକ୍ରମ ହାତକୁ ନେଇଥାନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଟିତ ହୋଇ […]
ନିରଞ୍ଜନ ମିଶ୍ର(କାନପୁର):୩୦/୧ ଆଜି କାନପୁର ଆଞ୍ଚଳିକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଅଧ୍ୟକ୍ଷ ରଜନୀକାନ୍ତ ସାହୁ ସଭାପତିତ୍ବ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଏବଂ ଅଧ୍ୟାପକ ସୁଜିତ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ସଭାରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟବ୍ରତ ପଣ୍ଡା, ମୁଖ୍ୟବକ୍ତା ଭାବେ ବାଙ୍କୀ […]
କଟ୍ଅ୍ଫ ମାର୍କ କେତେ ରଖାଯାଇ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହା ବଡ ଆଶ୍ଚର୍ଯ୍ୟଜନକ ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ୱ ହୋଇଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି? ମେରିଟ୍ ଲିଷ୍ଟ୍ରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତି ଆଦିତ୍ଯ ବେହେରା(ଭୁବନେଶ୍ୱର) ତା.୧୯/୦୧: ଏବେ ପ୍ରକାଶିତ ହୋଇଥିବା କନିଷ୍ଠ […]
ସନ୍ତୋଷ ପାତ୍ର(ନର୍ଲା)୧୮/୦୧/୨୩: କଳହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ୍ ଗ୍ରାମ ପଞ୍ଚାୟତ କେନ୍ଦୁ ବାହାଲି , ମହ ଗାଁ , ପଲମ ଆଦି ଗ୍ରାମରେ ୨୦୨୦-୨୧ ମସିହାରୁ ସିଡିପି ଯୋଜନା ରେ ଚାଷୀ ଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବା ନିମନ୍ତେ ଉଦ୍ୟାନ ବିଭାଗ ଜରିଆରେ ମେଗା ଲିଫ୍ଟ ଅଧିନସ୍ଥ ପରିବା ଚାଷୀ ମାନଙ୍କୁ ପ୍ରତି ଚାଷୀ ଙ୍କୁ ୫୦ ଡିସିମିଲ ପରିବା ଚାଷ ପାଇଁ ୨୨ ହଜାର ଟଙ୍କା […]
ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆ ରେ ଏକ ନିର୍ଦ୍ଧାରିତ ସ୍ଥାନରେ ବିନା ଦେୟରେ ଉତ୍କଳ ଗୌରବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ଙ୍କ ନାମାନୁସାରେ ଏକ ମଞ୍ଚ ଯାହାକି “ମଧୁମଞ୍ଚ” ର ଆୟୋଜନ କରାଯାଇଥାଏ। ଏହି ମଞ୍ଚରେ ଐତିହାସିକ ବାଲିଯାତ୍ରା ର ଶୁଭାରମ୍ଭ ଠାରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ ମଧୁବାବୁ, ଓଡ଼ିଶାର ଅସ୍ମିତା ତଥା ଉତ୍କଳ ର ଭାଷା […]
ସଂଜୟଶତପଥୀ(କଟକ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆତ୍ମନିର୍ଭର ଭାରତ, ପ୍ରଗତିଶୀଳ ଭାରତର ପ୍ରତୀକ,ସମ୍ପୂର୍ଣ୍ଣ ସ୍ବଦେଶୀ କାରିଗରୀ ରେ ନିର୍ମିତ ଓଡିଶା ପାଇଁ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ଭାରତରେ ଅନ୍ୟାନ୍ୟ ଆଠଟି ଟ୍ରେନ ସହ ଆଜି ସେପ୍ଟେମ୍ବର ୨୪ ରେ ଶୁଭାରମ୍ଭ କରାଗଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଆଜି ମଧ୍ୟାହ୍ନରେ ସବୁଜ ପତାକା ଦେଖାଇ ନଅଟି ଯାକ […]
ନବରଙ୍ଗପୁର(ପ୍ରତାପ ଦାଶ):ତା ୯/୮-ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗ୍ରାମୀଙ୍କ ବୀରତ୍ୱ ଓ ଶହୀଦ ବୀର ଙ୍କ ଆତ୍ମ ବଳିଦାନର ଗାଥା ଅବିସ୍ମରଣୀୟ ଓ ଚିର ବନ୍ଦନୀୟ l ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପଛପଟରେ ଥିବା ବ୍ରିଟିଶ ସରକାର ଅମଳର ପୁରାତନ କାରାଗାର ସଂଗ୍ରାମୀଙ୍କ ସ୍ମୁତି ଓ ବିସ୍ମୃତିର ମହାନ ପୀଠ ସ୍ଥଳ l ହେଲେ ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ଅତିବାହିତ ହୋଇଯାଇ ଥିଲେ ମଧ୍ୟ ଏହି […]


