ନବୀନ ଦାଶ(ବରଗଡ଼): ୧୫/୦୬-ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି। ଅତାବିରା ଏନ୍ଏସି ଦୀର୍ଘ ୯ବର୍ଷ ରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇ କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ଅଞ୍ଚଳ ବାସୀ ଙ୍କ ପାଇଁ ଖର୍ଚ୍ଚ ହେଇ ଆସୁଥିଲେ […]
odisha
ନବୀନ ଦାଶ(ବରଗଡ଼)୧୨/୦୬:-ବରଗଡ଼ ଜିଲ୍ଲା ଅତାବିରା ଅଧିନସ୍ଥ ଦେବାହାଲ୍ ନିକଟ ତାଜ ଟିକ୍ରା ଠାରେ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର- ବରଗଡ଼ ୱେ ରେ ଅପରାହ୍ନ ଦୁଇ ଘଣ୍ଟା ତିରିଶ ମିନିଟ ସମୟରେ ୧୦୮ ଆମ୍ବୁଲାନ୍ସ ଗାଡ଼ି ନଂ ଓଡ଼ି ୦୨ବି ଜେ ୬୭୯୫ ର ସାମ୍ନା ପଟ ବାମ ଚକ ଫାଟି ଯିବାରୁ ଗାଡ଼ି ଟି ଭାର ସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘାସ ବୁଦା […]
ସଞ୍ଜୟ ଶତପଥୀ(କଟକ):କଟକର ଅଭିନବ ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ଜମି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବା ଲାଗି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ତରଫରୁ ଏକ ଦାବୀ ପତ୍ର ମହାସଂଘ ର ରାଜ୍ଯ ପ୍ରଭାରୀ ତଥା କଟକର ଜଣାଶୁଣା ସମାଜସେବୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ମହାନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ବିଭାଗ ଙ୍କୁ ପ୍ରଦାନ କରାଯାଇଛ। ବିଶ୍ବସ୍ତ ସୂତ୍ର ରୁ ପ୍ରକାଶ ଯେ ଅଭିନବ ବିଡାନାସୀ କଟକର ୧୩ […]
ପ୍ରମୋଦ ନାଏକ (ଭୁବନେଶ୍ୱର): ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ । ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ […]
ବାସ୍ତବବ୍ୟୁରୋ(ଭୁବନେଶ୍ବର): ନବୀନ ନିବାସରେ ବିଦାୟୀ ମନ୍ତ୍ରୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିର ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି। ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା। କୋଭିଡ […]
ଜୟନ୍ତ ଶତପଥୀ(ଡେରାବିଶି):୬।୬- ଆଜି ସକାଳ ୧୦ଟା ସମୟରେ ଏକ ମର୍ମାନ୍ତୁତ ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ଏକ ହାଇୱା ଗାଡି ଧକ୍କା ରେ ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି । ଖବର ଅନୁଯାଇ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ […]
ପ୍ରମୋଦ ନାଏକ(ଭୁବନେଶ୍ୱର): ୦୫।୦୬ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ମୁହଁ । ଆଜି(ରବିବାର) ଲୋକସେବା କନ୍ଭେନ୍ସନ୍ ହଲ୍ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀ ମାନଙ୍କର ବିଭାଗ ମଧ୍ୟ ମିଳିଛି । କ୍ୟାବିନେଟ୍ ମନ୍ତ୍ରୀ- କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ନବକଳେବର । ପୁରୁଣା ୯ ଜଣଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାବେଳେ ୧୧ ନୂଆମୁହଁ ।ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ମୁଖ୍ୟମନ୍ତ୍ର୍ୟ ନବୀନ ପଟନାୟକଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଲୋକସେବା ଭବନର କନଭେନସନ ହଲରେ ଏହି ନୂଆ ମନ୍ତ୍ରୀମାନଙ୍କର ଶପଥ ପାଠ କରାଯିବ । ଖବର ଅନୁଯାଇ,କାଲି ଅର୍ଥାତ ରବିବାର ଶପଥ ନେବାପାଇଁ, ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ […]
ତ୍ରିନାଥ ବାରିକ (ପୁରୀ):ଗୋବର୍ଦ୍ଧନ ମଠରେ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତ ଓ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା | ପ୍ରକଳ୍ପ କାର୍ଯ୍ୟ ନେଇ ଏଏସଆଇର ଆଭିମୁଖ୍ୟ ଠିକ ନୁହେଁ ବୋଲି ବିଜୟ ମହାପାତ୍ର କହିଥିଲେ। ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ସାକ୍ଷାତ ଓ ଆଲୋଚନା […]
ଦୀପକ ବେଉରା(କଟକ) : ଗୋବରୀ ନଦୀରେ କେନ୍ଦ୍ରାପଡା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପକାଯିବା ଅଭିଯୋଗ ସଂପର୍କିତ ମାମଲାରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍ଜିଟି)ରେ ଜବାବ ରଖିବା ପାଇଁ ପୁଣି ସମୟ ମାଗିଲେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଥି ପାଇଁ ଏନ୍ଜିଟି ଅନୁମତି ଦେବା ସହିତ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ […]


