ନମିତା କୁଅଁର(ଭୁବନେଶ୍ୱର):ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ଵାରା ଭଞ୍ଜ କଳା ମଣ୍ଡପରେ ଆୟୋଜିତ ଦ୍ଵିଦିବସୀୟ ରାଜସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲବ୍ଧପ୍ରତିଷ୍ଠ ନାଟ୍ୟକାର , ନିର୍ଦ୍ଦେଶକ ଓ ଅଭିନେତା ତଥା ଏକାଡେମୀର ସଚିବ ଡଃ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ ଗବେଷକ ଡଃ ମନ୍ମଥ ନାଥ ଶତପଥୀ ,ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର ମନୋଜ ପଟ୍ଟନାୟକ, ବିଶିଷ୍ଟ କଳାକାର […]

ବାସ୍ତବ ବ୍ୟୁରୋ : ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି। ତେବେ ଆଜି (ମଙ୍ଗଳବାର) ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ କେବଳ ବିଭିନ୍ନ ଟେଲିଭିଜିନ ଚ୍ୟାନେଲରେ ଯୁକ୍ତିତର୍କ ହେଉଥିବା ବେଳେ ଆଜି ଏହା ହିଂସାର ରୂପ […]

ସଂଜୟ ଶତପଥୀ(କଟକ):ଆଜି ରୁପାର ନଗରୀ କଟକର ଅନ୍ୟତମ ଶ୍ରେଷ୍ଠ ତଥା ଖ୍ୟାତନାମା ବିଦ୍ୟାଳୟ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ କଟକ ଜିଲ୍ଲାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି। ମହୋତ୍ସବରେ ମୂଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଗୋଡଭଗା – ତୁରୁମ ୫୪ନଂ ରାଜ୍ୟ ରାଜପଥ ରେ ଦିନ ଦ୍ୱିପହ ରେ ବଡ ବଡ ହାଇୱା ସାହାଯ୍ୟରେ ଇନ୍ଦ୍ର ଚନ୍ଦ୍ର ନମାନି ମାଟି ବାଲି ମାଫିଆ ମାନେ କିଛି ଅସାଧୁ ଅଧିକାରୀ ମାନଙ୍କ ଦ୍ଵାରା ହାତ ମିଳାଇ ରାଜସ୍ବ ହାନି କରିବା ସହ ଯିବା ଆସିବା ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର ର କାରଣ ହୋଇଛି । ଏନେଇ ତହସିଲ ପକ୍ଷରୁ ଚଢ଼ଉ ମଧ୍ୟ […]

ସଂଜୟ ଶତପଥୀ(କଟକ): ରେଭେନ୍ସା ବିଶ୍ଵବଦ୍ୟାଳୟରେ ଭାରତୀୟ ବିଦ୍ୟାର୍ଥୀ ପରିଷଦର କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇ ଯାଇଁଛି। ଏହି ୟୁନିଟରେ ସଭାପତି ଭାବେ ଛାତ୍ରନେତା ସାଗର ଗୋଚ୍ଛାୟତ ଏବଂ ସମ୍ପାଦକ ଭାବେ ସିପକ କୁମାର ଜେନା ଦାୟିତ୍ଵ ଗ୍ରହଣ କରିଛନ୍ତି। ସାଂସ୍କୃତିକ ସମ୍ପାଦକ ଦେବପ୍ରସାଦ ବେହେରା, କ୍ରୀଡା ସମ୍ପାଦକ ଭାବେ ସତ୍ୟବାନ୍ ସେଠୀ, ଷ୍ଟୁଡେଣ୍ଟ୍ ଫର୍ ସେବାର ସମ୍ପାଦକ କିଶୋର ମିଶ୍ର ଏବଂ ଷ୍ଟୁଡେଣ୍ଟ୍ ଫର୍ ଡେଭଲପମେଣ୍ଟ ସମ୍ପାଦିକା ଭାବେ ଶ୍ୱେତପଦ୍ମା […]

ମନୋଜ ମହାନ୍ତି(ଭୁବନେଶ୍ବର): ଚଳିତ ବର୍ଷ ୨୦୨୨ ପାଇଁ FAP ( ଫେଡେରେଶନ୍ ଅଫ ପ୍ରାଇଭେଟ୍ ସ୍କୁଲ ଆଣ୍ଡ ଆସୋସିଏସନ୍ ଅଫ ପଞ୍ଜାବ) ତରଫରୁ ଭୁବନେଶ୍ୱର ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲକୁ ‘ବେଷ୍ଟ ସ୍କୁଲ ଆୱାର୍ଡ଼’ – ୨୦୨୨ (ଇନ୍ଫ୍ରାଷ୍ଟ୍ରକଚର୍ କାଟାଗୋରୀ) ପ୍ରଦାନ କରାଯାଇଅଛି ।ଏଥିସହ ବିଦ୍ୟାଳୟର ଅଧ୍ୟକ୍ଷ ଡ.ସ୍ୱରୂପା ନନ୍ଦ ମିଶ୍ରଙ୍କୁ ନିଜର କର୍ମ, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ପରିଚାଳନା ପାଇଁ ଡାଇନାମିକ୍ ପ୍ରିନ୍ସିପାଲ୍ ଆୱାର୍ଡ […]

ସଂଜୟ ଶତପଥୀ(କଟକ):ଗତ ମହାଜାଗତିକ ସୂର୍ଯ୍ୟପରାଗ ରେ ହେତୁବାଦୀ ସଂଗଠନ ପକ୍ଷରୁ ସନାତନ ଧର୍ମ, ଜ୍ୟୋତିଷ ଶାସ୍ତ୍ର ତଥା ହିନ୍ଦୁଧର୍ମର ପରମ୍ପରାକୁ ବିରୋଧ କରି ବିଜ୍ଞାନ ଓ ସମ୍ବିଧାନର ଦ୍ୱାହି ଦେଇ ସର୍ବସାଧାରଣରେ କୁକୁଡ଼ା ମାଂସ ବିରିୟାନୀ ବଣ୍ଟନ କରାଯିବାକୁ ତଥା ଏକ ନିର୍ଦ୍ଦିଷ୍ଟ ଜାତି ବ୍ରାହ୍ମଣ ଜାତି ପ୍ରତି ଅପମାନସୂଚକ ଶବ୍ଦ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ସଂପ୍ରତି ଏକ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ବହୁ ହିନ୍ଦୁ […]

ସଂଜୟ ଶତପଥୀ(କଟକ):ଗୌରବ ଶ୍ରୀ ମଧୁସୂଦନ ଦାଶ ଓଡିଶା ପ୍ରଦେଶ ର ପ୍ରାଣ ପ୍ରତିଷ୍ଠାତା ଓ ଓଡ଼ିଆଙ୍କୁ ପ୍ରବଳ ଭଲ ପାଉଥିବା ଜଣେ ସାମାଜିକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ।ତାଙ୍କ ସ୍ବଦେଶ ତଥା ସ୍ୱଜାତି ପ୍ରୀତିର ତୁଳନା ନାହିଁ । ମେକ ଇନ ଓଡିଶା ତଥା ଶ୍ରୀଜଗନ୍ନାଥଙ୍କ ପାଇଁ କୋର୍ଟ ରେ ଇଂରେଜ ବିରୁଦ୍ଧରେ ଲଢ଼ିବା,ଉତ୍କଳ ସମ୍ମିଳନୀ ଦ୍ଵାରା ଓଡିଶାକୁ ସ୍ୱତନ୍ତ୍ର କରିବା ଆଦି ତାଙ୍କର ଓଡିଶାକୁ ବିଶେଷ ଅବଦାନ […]

ବାସ୍ତବ ବ୍ୟୁରୋ : କୋଣାର୍କରେ ଡିସେମ୍ବର ୧ରୁ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏ ବର୍ଷ ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସମର୍ଥ ବର୍ମା କହିଛନ୍ତି,  ପର୍ଯ୍ୟଟକମାନଙ୍କ ପାଇଁ ୭୦ଟି ଲଜ୍ ପାଇଁ ଟେଣ୍ଟ କରାଯିବ। ତାରକା ହୋଟେଲ ଭଳି ସୁବିଧା ରହିବ। ଇକୋ ରିଟ୍ରିଟ୍ […]

ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଅଞ୍ଚଳରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୩ ଜଣ ଗୋଷ୍ଠୀ ସମୂଳ ଶିକ୍ଷକ ଏବଂ ୯ଜଣ ଅର୍ନ୍ତ ନିବେଶୀ ଶିକ୍ଷା ସୂେଚ୍ଛା ବେସୀଙ୍କ ନିଷ୍ଠାପର କାର୍ଯ୍ୟ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତୀ ତଥା ସେମାନଙ୍କର ଅଭିବାବକଙ୍କ ମନରେ ଆଶାର ଆଲୋକ ଆଣିଦେଇଛି । ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ […]

Pin It on Pinterest