ସଂଜୟ ଶତପଥୀ(କଟକ)୨୮।୧୨ : କଟକ ୪୭ନଂ ୱାର୍ଡ ସ୍ଥିତ ମହାନଦୀ ବିହାର ବରିଷ୍ଠ ନାଗରିକ ମଂଚର ଅଷ୍ଟମ ବାର୍ଷିକୋତ୍ସବସଭାପତି ରବିନ୍ଦ୍ର ନାଥ ମହାନ୍ତିଙ୍କ ସଭାପତିତ୍ଵରେ ମହାନଦୀବିହାର ସ୍ଥିତ ମହାନଦୀ ଭବନଠାରେ ଅନୁଷ୍ଠିତହୋଇଯାଇଛି । ଏହି ବାର୍ଷିକୋତ୍ସବରେ ଚୌଦ୍ଵାର କଟକ ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଅମୂଲ୍ୟ ସମ୍ପଦ ।ତେଣୁ ଏହି ସମ୍ପଦକୁ ସଦାସର୍ବଦା ଯତ୍ନ ନେବା ନିହାତି ଆବଶ୍ୟକ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୮//୧୨//୨୦୨୨: ଚାନ୍ଦବାଲି ବ୍ଲକର ମତୋ ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟର ଶୀତକାଳୀନ ଜାତୀୟ ସେବା ଶିବିର ଉଦଘାଟିତ ହୋଇଯାଇଛି ।ସାତଘରିଆ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ , ନାଉଗୋରଡ଼ାରେ ଅନୁଷ୍ଠିତ ଉକ୍ତ ଶିବିରକୁ ବରିଷ୍ଠ ଅଧ୍ୟାପକ ଅଞ୍ଜନ କୁମାର ସାହୁ ଉଦ୍ଘାଟନ କରିଥିଲେ । ପୋଗ୍ରାମ ଅଫିସର ଶଶାଙ୍କ ଶେଖର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ପୂର୍ବତନ ପୋଗ୍ରାମ ଅଫିସର ମଦଳାସା ମଲ୍ଲିକ ଉପସ୍ଥିତ […]

ସଂଜୟ ଶତପଥୀ(କଟକ)ତା୨୮।୧୨ : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବୀକୁ ନେଇ ଗତ ନଭେମ୍ବର ୨୧ ତାରିଖ ଠାରୁବର୍ତମାନ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି । ଅଙ୍ଗନୱାଡ଼ି କର୍ମଚାରୀଙ୍କର ଦୀର୍ଘଦିନ ଆନ୍ଦୋଳନ ପରେ ମଧ୍ୟ ସରକାରଙ୍କ ତରଫରୁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି […]

ସଂଜୟ ଶତପଥୀ(କଟକ):ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପୀଠରେ ଆବାହମାନ କାଳରୁ ପ୍ରଭୁଙ୍କର ଦୈନିକ ନିତି କାନ୍ତି କାର୍ଯ୍ୟ ସମାପନ କରି ଦର୍ଶନାର୍ଥୀଙ୍କ ଦାନ ଦକ୍ଷିଣା ରେ‌ ନିଜ ନିଜର ପରିବାରର ପ୍ରତିପୋଷଣ କରୁଥିବା ବ୍ରାହ୍ମଣ ପୂଜକମାନେ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପୀଠକୁ ରାସ୍ତା ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରକାଶ ଥାଉକି,ଶ୍ରୀ ଧବଳେଶ୍ବର ଙ୍କ ପୀଠକୁ ସଂଯୁକ୍ତ […]

ସଂଜୟ ଶତପଥୀ(କଟକ): ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ତଥା ବିଶେଷ କରି କଟକ ଜିଲ୍ଲାର ଶିକ୍ଷାର ବିକାଶ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିଥୂବା ଏବଂ ଏକ ଘରୋଇ ବିଦ୍ୟାଳୟ ଭାବରେ ଦୀର୍ଘ ୩୫ ବର୍ଷ ଧରି ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଶିକ୍ଷା,କଳା ଓ ସଂସ୍କୃତି ର ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ‌ଜାରି ରଖୂଥୂବା କଟକ ତେଲେଙ୍ଗା ବଜାରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିଶୁ ଭାରତୀ ଉଚ୍ଚ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩/୧୨/୨୦୨୨:-ଚାନ୍ଦବାଲି ସଦରରେ ଆହାରକେନ୍ଦ୍ର ପରିସରରେ ଏକ ଆପାଜି ଗାଡ଼ିରେ ଦୁଈଜଣ ଯୁବକ ଆସି ଗହଣା ବେପାରୀଙ୍କ ଗାଡ଼ିରୁ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ବେପରୀ ଜଣକ ଚାନ୍ଦବାଲି ଥାନାରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ରାଜକନିକା ଓଳାଭର ଅଂଚଳର ଗହଣା ବେପାରୀ ହୁଷିକେଶ ମହାରଣା ଚାନ୍ଦବାଲି ଅଂଚଳରୁ ବେପାର ସାରି ଆହାରକେନ୍ଦ୍ରରେ ଗାଡ଼ି […]

ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୁଚନା ଅନୁଯାଇ,ଆଗାମୀ ୨୪ ଘଣ୍ଟା ଭିତରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତିର ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ। କମିବ ଶୀତର ପ୍ରକୋପ।ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି।  ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହିତ ହେଉଛି। ଏଥିପାଇଁ ରାଜ୍ୟର […]

ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ପ୍ରବେଶ ବାରଣ, ସହ ପାଣିବୋତଲ,ଭ୍ୟାନିଟ୍ ବି ମନା । ଆଜି କିଛି ଏଭଳି ପରିସ୍ଥିତି ବାଲେଶ୍ୱରରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ହେଲେ ଏହି ସଭା ସ୍ଥଳକୁ ଆସୁଥିବା ବ୍ୟକ୍ତିଙ୍କୁ କଳା କପଡ଼ା ମନା ହୋଇଛି । କଳା ଟୋପି, କଳା ଓଡ଼ଣୀ, ସଲ୍, ଜ୍ୟାକେଟ୍ […]

ଜୟନ୍ତଶତପଥୀ(କେନ୍ଦ୍ରାପଡା):କେନ୍ଦ୍ରାପଡା ସହର ଉପକଣ୍ଠ କୋରୋ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା କୋରୋ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସଂଗଠନର ଉପଦେଷ୍ଟା ଦିବଂଗତ ବାନାମ୍ବର ଜେନାଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଦିବ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ ଅଧ୍ୟକ୍ଷତା କରିଥିବା ବେଳେ କବି ଶୈଳଜା ଶଙ୍କର ସାମଲ ଏବଂ ବିଷ୍ଣୁଚରଣ […]

ସୁବର୍ଣ୍ଣପୁର(ନମୋଗୁରୁ ହୋତା):ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ୫୦ ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ଯ କେନ୍ଦ୍ରର କାର୍ଯ୍ୟକାରୀ କରାଯାଇଛି l ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି ୨୦୨୨ ଜୁନ […]

Pin It on Pinterest