ରାକେଶେ ମହାନ୍ତି(କେନ୍ଦ୍ରାପଡ଼ା): ନ୍ଦ୍ରାପଡ଼ାର ବଡ଼ହାଟ ସ୍ଥିତ ସ୍ବର୍ଗତ ସୁନିଲ କୁମାର ବୋଷ ଙ୍କ ପତ୍ନୀ ସ୍ବେଛାସେବୀ ଜ୍ୟୋତ୍ସ୍ନା ବୋଷ ଙ୍କ ୨୪/୦୨/୦୨୩ ତାରିଖ ଶୁକ୍ରବାର ଦିନ ମୃତ୍ୟୁ ହେବାପରେ ତାଙ୍କର ଶରୀର ଦାନର ସ୍ବୀକାରୋକ୍ତି ଅନୁଯାୟୀ ମର ଶରୀରକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦାନ କରାଯାଇଛି । ଏହି ମହତ ଦାନ ଦ୍ୱାରା ଅନେକ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଓ ମାନବ ସମାଜ ର ଉତ୍ତମ […]
Odishanews
ସଂଜୟ ଶତପଥୀ(କଟକ): ଚଳିତ ମାସରେ ଜାମ୍ମୁକାଶ୍ମୀର ଠାରେ ଅନୁଷ୍ଠିତ ହୋଇଥିବା ସ୍କୋଏ ମାର୍ଶାଲ ଆର୍ଟ ଓ ସିପକ୍ ଟାକରୋ ପ୍ରତିଯୋଗିତାରେ କଟକର ଅନ୍ୟତମ ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ ସୟଦ୍ ସେମିନାରୀ ସ୍କୁଲ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ରନର୍ସ ଅପ୍ ଟ୍ରଫି ହାସଲ କରିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଥୂବା ଏହି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ପରିପ୍ରେକ୍ଷୀରେ ସୟଦ୍ ସେମିନାରୀ ସ୍କୁଲ […]
ସଂଜୟ ଶତପଥୀ(କଟକ):ସଂପ୍ରତି କଟକ ସହରର ରାସ୍ତାଘାଟ ଶୋଚନୀୟ ହୋଇପଡିଛି। କଟକ ମହାନଗର ନିଗମ ସ୍ବାସ୍ଥ୍ଯ ବିଭାଗର ରାସ୍ତା ସଫେଇ ଦିଗରେ ଅପାରଗତା ଚରମ ସୀମାରେ ପହଞ୍ଚିଛି, ଯାହାଫଳରେ କି କଟକ ସହରର ରାସ୍ତାଘାଟ ଉପରେ ବାଲି,ମାଟି ଓ ନର୍ଦ୍ଦମା ମାଟି ଜମା ହେବା ଫଳରେ ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। କେବଳ ନିୟୋଜିତ ଟ୍ରାଫିକ୍ ପୋଲିସ୍ କର୍ମଚାରୀ […]
ସଂଜୟ ଶତପଥୀ(କଟକ): ଆଜି କଟକ ନଗର କଂଗ୍ରେସ କମିଟି ପକ୍ଷରୁ କଟକ କଲେଜ ଛକ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ ମହାପାତ୍ର ଙ୍କ ସଭାପତିତ୍ବରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ଓ ଆଦାନୀ ମହାମେଗା ସ୍କାମ୍ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି […]
ପ୍ରମୋଦନାୟକ(ଭୁବନେଶ୍ବର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ଦଶଟି ପୁସ୍ତକ ରଚନା କରିଛନ୍ତି […]
ଜୟନ୍ତ ଶତପଥୀ(ଡେରାବିଶ): କ୍ଷୀରେଶ୍ୱର ୟୁଥ କ୍ଲବ କାକତିଆ , ଆନୁକୂଲ୍ୟରେ ଚାଲୁ ରହିଥିବା ନେତାଜୀ ଚାଲେଞ୍ଜ କପ ଟୁର୍ନାମେଣ୍ଟ ରେ ଜୟଚଣ୍ଡୀ କ୍ରିକେଟ କ୍ଲବ ଗହଗା ନରସିଂହପୁର ବି ବି ସି କୁସୁନପୁର କୁ ହରାଇ ଚମ୍ପିୟାନ ହୋଇଅଛି । ଏହ ଚିତାକର୍ଷକ ମ୍ୟାଚ୍ ରେ,ଜୟଚଣ୍ଡୀ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭର ରେ ୨୭୭ରନ କରିଥିଲା ବେଳେ, ଦଳ ପକ୍ଷରୁ ଦିଲ୍ଲୀପ ଦାଶ ସର୍ବାଧିକ ୭୬ରନ […]
ନିହାର ପରିଡା(କେନ୍ଦ୍ରାପଡା):ଇନ୍ଦୁପରୁ କୃଷି ସମବାୟ ସମିତିରେ ଚାଷୀ ମାନେ ଭୋଟ ଦେଇ ଯେଉଁ ମାନଙ୍କୁ ନିର୍ବାଚିତ କରି ତାଙ୍କର ପ୍ରତିନିଧି କରାଇଥିଲେ । ସେହି ପ୍ରତିନିଧି ମାନେ ଚାଷିମାନଙ୍କ ଉପରେ ଦାଉ ସାଧୁଛନ୍ତି।ଆଉ ସମବାୟ ସମିତିର ସମ୍ପାଦକ ଓ ସଭାପତି ପ୍ରତିବାଦ କରିବାରୁ ତାଙ୍କୁ ଅତି କଦର୍ଯ୍ଯ ଭାଷାରେ ଗାଳି ଗୁଲଜ କରିବାକୁ ପଛାଉନାହାଁନ୍ତି କିଛି ନବ ନିର୍ବାଚିତ ଡାଇରେକ୍ଟର । ସେଥିରେବି ତାଙ୍କ ରାଗ ସାନ୍ତ ହୁଏ ନାହିଁ […]
ସଂଜୟ ଶତପଥୀ(କଟକ): ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ କଟକ ର ଅନ୍ୟତମ ଶ୍ରେଷ୍ଠ ସମାଜସେବୀ ଲୋକପ୍ରିୟ ଅନୁଷ୍ଠାନ “ସର୍ବେ ଭବନ୍ତୁ ସୁଖୀନଃ” ପରିବାର ପକ୍ଷରୁ କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ରୋଗ ପ୍ରପୀଡ଼ିତ ଅସହାୟ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ,ଫଳ ଓ ଶୁଦ୍ଧ ପାନୀୟ ବଣ୍ଟନ କରାଯାଇଥିଲା। ବିଗତ ଦୀର୍ଘ ୮ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି ଏବଂ ଆଗାମୀ ଦିନରେ ମଧ୍ୟ […]
ସରସ୍ବତୀ ପଣ୍ଡା ସେ ହସିଦେଲାବରଷା ଝରିଗଲାଶୋଷିନେଲା ମାଟିର ଓଠତୃପ୍ତ ପଞ୍ଚପ୍ରାଣବାସ୍ନାୟିତ ମନଆଉ ବାସ୍ନାୟିତ ହୃଦୟର ତୁଠ। ସେ କହିଦେଲାଭଲପାଏ ବୋଲିମିଳିଗଲା ସରଗର ସୁଖବୟସର ଦାଗଗଲାତ ଉଭେଇଝଲସିଲା ପ୍ରିୟତମା ମୁଖ। ସେ ଯାଚିଦେଲାଆଞ୍ଜୁଳେ ଶରଧାଭରିଗଲା ପ୍ରୀତିର ପଣତଚମକି ଚାହିଁଲାମଥାର ଟିକିଲିପାହାଁନ୍ତି ସପନ ଏବେ ଲାଗେ ସତ ସତ। ସେ ମାଗିନେଲାଦୁଃଖର ଅତୀତସାତସିଆଁ ପଉଷର ଭେଟିଶ୍ରାବଣର ଦହଗଞ୍ଜବୈଶାଖର ଲୁହ ସଞ୍ଜଆଉ ଦରସିଝା ଉଦରର ତାତି। ଶ୍ରୀରାମପୁର ,ମଙ୍ଗଳପୁର,ଯାଜପୁର
ସଂଜୟ ଶତପଥୀ(କଟକ): ଗତ ୩ ଦିନ ଧରି କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଶ୍ରୀ ମୋହନ ନାୟକ ଙ୍କ ନେତୃତ୍ବରେ ଚାଲିଥିବା ଦିବାରାତ୍ର ଧାରଣା ର ଆଜି ୩ୟ ଦିବସରେ ଆନ୍ଦୋଳନକାରୀ ଙ୍କ ଦ୍ଵାରା କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କର […]


