ବାସ୍ତବ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ପରୀକ୍ଷା ଢ଼ାଞ୍ଚାରେ ପରିବର୍ତ୍ତନ ହେବ। ସିବିଏସ୍ଇ ପାର୍ଟନ ଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପୂର୍ବରୁ ହେଉଥିବା ତ୍ରୈମାସିକ ପରୀକ୍ଷା ବା କ୍ୱାଟର ଏଣ୍ଡ ପରୀକ୍ଷାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ। ଏହା ବଦଳରେ ଇଣ୍ଟରନାଲ ପରୀକ୍ଷା ହେବ ଓ ତନ୍ମଧ୍ୟରୁ ଅବଶିଷ୍ଟ ୨୦ମାର୍କ ଆସିବ। ସେହିପରି ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସୁଥିବାରୁ ପ୍ରଶ୍ନପତ୍ର ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ […]
Odishanews
ବ୍ରହ୍ମପୁର(ନି.ପ୍ରି):ଅଗ୍ରଣୀ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚର ଏକ ଜରୁରୀ ବୈଠକ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ମାସିକ ସମୀକ୍ଷା ସହ ନୂତନ ପ୍ରସ୍ତାବ ନେଇ ବୈଠକରେ ଆଲୋଚନା ହୋଇଛି I ଶିକ୍ଷାଗତ ସମସ୍ୟା , ସ୍ୱାସ୍ଥ୍ୟ ଚିକିତ୍ସାରେ ଅବହେଳା, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ଟଙ୍କା ଓ ୩୦୦ୟୁନିଟ ବିଜୁଳି ଯୋଗାଇବା ପ୍ରତିଶୃତି ପାଳନ ନ […]
ଗଜପତି(ନି.ପ୍ର): ସମ୍ପ୍ରତି ଐତିହ୍ୟ ସମ୍ପନ୍ନ ପାରଳା ରାଜପ୍ରାସାଦ,ରକ୍ଷଣାବେକ୍ଷଣ ଅଭାବରୁ ଆଗାମୀ କିଛିବର୍ଷ ମଧ୍ୟରେ ଧ୍ୱସ୍ତ ହେବାକୁ ଯାଉଥିବା ଅନୁମାନ କରାଯାଉଛି । ସମ୍ପ୍ରତି ରାଜନଅରର ଦରବାର ହଲ୍ର ଉପରିଭାଗ ଲଗାଣବର୍ଷା ଫଳରେ ଭୁଷୁଡ଼ି ପଡ଼ିଥିବା ସଂସ୍କୃତିପ୍ରେମୀ ପାରଳା ଓ ଗଜପତି ଜିଲ୍ଳାବାସୀଙ୍କୁ ବ୍ୟଥିତ କରିଛି । ବିଗତ କିଛି ବର୍ଷ ତଳେ ଦରବାର ହଲର ଉପରିଭାଗ ସାମାନ୍ୟ ଭାଙ୍ଗିଥିବା ଜଣାଯାଇଥିଲା ।ଏବଂ ଏହାର ତୁରନ୍ତ ମରାମତି ସକାଶେ ତତ୍କାଳୀନ ମହାରାଜା […]
ବରଗଡ:-୨.୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ”ଆମ ପରିବାର”,ଅତାବିରା ତରଫରୁ ଏଥର ୬ବର୍ଷରେ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ-୨୦୨୪ ଖୁବ୍ ଧୁମଧାମରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ ସାମାଜିକ ଅନୁଷ୍ଠାନ”ଆମ ପରିବାର”, ଅତାବିରା ର ସଭାପତି ତଥା ମୁଖ୍ୟ ବରିଷ୍ଠ ନିର୍ଭୀକ ସାମ୍ବାଦିକ ନବୀନ କୁମାର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅତାବିରା ତହସିଲଦାର […]
କଟକ(ସଂଜୟ ଶତପଥୀ): ରାଜ୍ୟର ୩.୫ଲକ୍ଷ ପେନସନର ଓ ପରିବାର ପେନସନର ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଅଗଷ୍ଟ ୧ତାରିଖ ଦିନ ୧୨ଟା ସମୟରେ କଟକ ସେଲଟର ଛକସ୍ଥିତ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଙ୍କ କାର୍ଯ୍ୟାଳୟ ରେ ମହାସଂଘର ଅଧ୍ଯକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ଜିଲ୍ଲା ମୁଖ୍ୟ ସଂଯୋଜକ ସୁବୋଧ କୁମାର ରାୟ ସୋଫିଆ ଫିର୍ଦୋଷ ଙ୍କୁ ପୁଷ୍ପଗୁଛ ଓ […]
ସଂଜୟ ଶତପଥୀ(କଟକ): ଆଗାମୀ ୧୫ ଅଗଷ୍ଟ ୨୦୨୪ ରେ ହେବାକୁ ଥିବା ୭୮ ତମ ସ୍ବାଧିନତା ଦିବସ ପାଳନ ଲାଗି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲାପାଳ ଶ୍ରୀ ଉମାକାନ୍ତ ରାଜ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କଟକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଦିବସ ରେ ପ୍ରଭାତ ଫେରି, ଶ୍ରୀରାମ ଧୂନ୍, ସହରରେ ଆଲୋକ ସଜ୍ଜା, ପ୍ରବନ୍ଧ ପ୍ରତିଯୋଗିତା, ଜାତୀୟ ପତାକା ଉତ୍ତୋଳନ, […]
ସଂଜୟ ଶତପଥୀ(କଟକ): ଓଡ଼ିଶାର କ୍ରୀଡ଼ାପ୍ରେମୀ ମାନଙ୍କୁ ଉତ୍ସାହିତ ଓ ପ୍ରେରଣା ଯୋଗାଇବାର ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟ ନେଇ କଟକ ର ମେରିଆ ବଜାର ସ୍ଥିତ ମଙ୍ଗରାଜ କଲୋନୀ ଠାରେ ଏକ ଦିବସୀୟ ଜୁନିୟର ପ୍ରିମିୟର୍ ଲିଗ୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତା ରେ କଟକର ତିନୋଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀତା ରେ ଫାଇନାଲରେ ପହଞ୍ଚିବା ପରେ ଦୁଇ ଦଳ ଡ୍ରାଗନ୍ ସୁପର କିଙ୍ଗ୍ ଓ […]
ଭୁବନେଶ୍ବର(ନି.ପ୍ର): ଅଭିଭାବକମାନେ ସାବଧାନ,ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ । କାରଣ, ରାଜ୍ୟରେ ଆଜିଠୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବା ବେଳେ ଧରାପଡିଲେ ସିଜ୍ ହେବ ଗାଡି । ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ହେବ ଏଫଆଇଆର । ଦୁଇ ଦିନ ଯାଏଁ ଜାରି ରହିବ […]
ରାଉରକେଲା(ନି.ପ୍ର): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ,ଧାମରା ସଂଘ, ରାଉରକେଲା ର ୩୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ଉପସ୍ଥିତିରେ ରାଉରକେଲାର ଛେଣ୍ଡସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଶ୍ରୀ ବୁଦ୍ଧେଶ୍ବର ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ […]
ସଂଜୟ ଶତପଥୀ(କଟକ): ଆଜି ଜୁଲାଇ ୨୮ ପୂର୍ବାହ୍ନ ରେ କଟକ ମହାନଗର ନିଗମର ୫୧ନମ୍ବର ୱାର୍ଡ ର ତିନିଘରିଆ, ପୁଷ୍ପଲତା ଗାର୍ଡେନ ରେ ହୋଇଥିବା ମନ କି ବାତ କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ସଭାପତି ଶ୍ରୀ ମନମୋହନ ସାମଲ ଯୋଗ ଦେଇଥିଲେ । ପାଞ୍ଚଶହ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ। କଟକ ସଦର ବିଧାୟକ ଇଂ […]


