ସନ୍ତୋଷ ପାତ୍ର (ନର୍ଲା):୧୩/୦୩/୨୪ ଦୀର୍ଘ ୪୫ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ବିତିଯାଇଥିଲେ ମଧ୍ୟ ମଦନପୁର ରାମପୁର ଠାରେ ନର୍ଲା ରେଞ୍ଜ ଅଫିସ୍ କାହିଁକି କାର୍ଯ୍ୟକାରୀ କରୁଅଛି ଏହାର ଜବାବ ମାଗୁଛନ୍ତି ସାଧାରଣ ଜନତା ସହିତ ନବ ନିର୍ମାଣ କୃଷକ ସଙ୍ଗଠନ ର ବରିଷ୍ଟ ନେତା ଦୁର୍ଯ୍ୟୋଧନ କୁମାର । ଶ୍ରୀଯୁକ୍ତ କୁମାର ଙ୍କ କହିବା ଅନୁଯାୟୀ, ନର୍ଲା ରେଞ୍ଜ ଅଫିସ୍ ଚାରି ଗୋଟି ସେକ୍ସନ କୁ ନେଇ ଗଠିତ […]

ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ପ୍ରହେଳିକା ରେ ପରିଣତ ହୋଇଛି,ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ଓଡ଼ିଶା ର ସ୍ବପ୍ନ ।ଏହାର ଅନେକ ନମୁନା ଓଡିଶାର ସାଧାରଣ ଜନତାଙ୍କ ନଜରରେ ଅଛି ।କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ବାପା ମୋ କେନ୍ଦ୍ରାପଡ଼ା କହି ଆସୁଥିବାର ନଜିର ରହିଛି ।ଏବେ ନବୀନ ପଟ୍ଟନାୟକ କହନ୍ତି ମୋ କେନ୍ଦ୍ରାପଡ଼ା ।ହେଲେ କେନ୍ଦ୍ରାପଡ଼ାର ଭାଗ୍ୟ ସବୁବେଳେ ବନ୍ୟାବାତ୍ୟାର କୃରତା ରେ ନିଷ୍ପେସିତ।ବିକାଶ କେନ୍ଦ୍ରାପଡ଼ାର ଜନସାଧାରଣ ଙ୍କ ପାଇଁ ଏକ ସ୍ଲୋଗାନ ହୋଇ ରହିଯାଇଛି […]

ସଂଜୟ ଶତପଥୀ(କଟକ): କଟକ ଲୋକସଭା କ୍ଷେତ୍ରରେ ବିକଶିତ ଭାରତ ପ୍ରଚାର ଗାଡ଼ି ।ଯଶ୍ଵସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର, ଲୋକାଭିମୁଖୀ ଓ ଜନକଲ୍ୟଣକାରୀ କାର୍ଯ୍ୟ ବିଷୟରେ ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ ବିକଶିତ ଭାରତ ପ୍ରଚାର ଗାଡ଼ି ଚୌଦ୍ଵାର କଟକ ବିଧାନସଭା ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରଯୁକ୍ତ ନୟନ କିଶୋର ମହାନ୍ତି କଲେଜ ଛକ ସ୍ଥିତ ସୁବାଷ ବୋଷ ଙ୍କ […]

ଆଦିତ୍ଯ ବେହେରା(ଭୁବନେଶ୍ବର): ପଦ୍ମଶ୍ରୀ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ […]

ଆଦିତ୍ଯ ବେହେରା(ଭୁବନେଶ୍ବର):  ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ, ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ବଢାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ […]

ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପୂଣ୍ୟତୋୟା ଭାରତବର୍ଷ ପକ୍ଷରୁ ବିଶ୍ବ ମହିଳା ଦିବସ ମହାସମାରୋହରେ ୪୨ ମୈାଜାସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାନେତ୍ରୀ ସୁଶ୍ରୀ ସ୍ବୟଂଶ୍ରୀ ରାୟଙ୍କ ପୈାରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀ ସନ୍ତୋଷ ଦେବତା ଓ ବନ୍ତେଶ୍ବର ସେବା ସମିତିର ସମ୍ପାଦକ ଶ୍ରୀ ଅମିତାଭ ବିଶ୍ବାଳ ପ୍ରାରମ୍ଭରେ […]

ଆଦିତ୍ଯ ବେହେରା(ଭୁବନେଶ୍ୱର): ୦୨/୦୩/୨୦୨୪-ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବ ରାତ୍ରିର ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ବର୍ଷର ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ […]

ଆଦିତ୍ଯ ବେହେରା(ଭୁବନେଶ୍ବର): ୩/୩/୨୦୨୪-ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶିକ୍ଷାବିତ୍ ତଥା ସୁସାହିତ୍ଯିକା ସନ୍ଧ୍ୟା ରାଣୀ ପରିଜା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାର ସଂଯୋଜିକା ତଥା ସୁସାହିତ୍ଯିକା ଶ୍ରୀମତୀ ରାଜଶ୍ରୀ ମହାନ୍ତି ଯୋଗ ଦେଇଥିଲେ। ଶ୍ରୀଜଗନ୍ନାଥ ଙ୍କୁ ସମୂହ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ମୁଖ୍ୟ […]

ଆଦିତ୍ଯ ବେହେରା(ଭୁବନେଶ୍ୱର) :ବହୁଦିନର ଦାବୀ ପରେ ଆଜି କେନ୍ଦ୍ରାପଡ଼ାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ମେମୋ ଟ୍ରେନ୍ ଚାଲିବ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରାଯିବ । ୨୦୨୦ ମସିହାରୁ ପାରାଦୀପ-ହରିଦାସପୁର ରେଳ ଲାଇନ୍ […]

Pin It on Pinterest