ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଭଞ୍ଜନଗର କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ । ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି ।ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି ପରି ସ୍ଥାନରେ ଗୋଟିଏ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଂଚ ନଥିବା ବଡ଼ ଦୁଃଖର ବିଷୟ । ତେଣୁ ଆଜି ଘୁମୁସର କଳାକାର ମଞ୍ଚର […]
Odishanews
ନିରଞ୍ଜନ ବସ୍ତିଆ(ମାହାଙ୍ଗା): ୨୮/୦୫/୨୦୨୩-ମାହାଙ୍ଗା ହେଉଛି ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର। ଏହି ମାଟିରେ ବହୁ କବି, କବୟିତ୍ରୀ ଓ ସାହିତ୍ୟିକମାନେ ଜନ୍ମ ନେଇ ସେମାନଙ୍କର ଲେଖନୀ ଚାଳନା କରି ମାହାଙ୍ଗାବାସୀଙ୍କୁ ସାଧାରଣରେ ପରିଚିତ କରିଯାଇଛନ୍ତି। ଆଜିବି ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରଖୁଥିବା ବ୍ୟକ୍ତିମାନେ ସାହିତ୍ୟ କିପରି ଚିରଦିନ ବଞ୍ଚିରହିବ ସେଥି ପ୍ରତି ନିଜକୁ ସମର୍ପିତ କରୁଛନ୍ତି। ସେଭଳି ଏକ ଅନୁଷ୍ଠାନ ହେଉଛି “ସଚେତନ ସାହିତ୍ୟ ସଂସଦ”। ସେ […]
ନିହାର ନରିଡା (କେନ୍ଦ୍ରାପଡା): ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ଜାତୀୟତାବାଦୀ ଜନନେତା ବୀର ସଭରକର ଙ୍କ ୧୪୦ ତମ ଜୟନ୍ତୀ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗ ରୁମ୍ ଠାରେ ପାଳିତ ହୋଇଯାଇଛି l ଅୟୋଜିତ ଉତ୍ସବରେ ଶିକ୍ଷାବିତ୍ ତଥା ସମାଜସେବୀ ଇଞ୍ଜିନିୟର ଭବାନୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୀର ସଭରକର ଙ୍କ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ରାଷ୍ଟ୍ରବାଦୀ ମାନେ ସମସ୍ତ ଭୟରୁ […]
ଜୟନ୍ତ ଶତପଥୀ(ଡେରାବିଶ): ଆସନ୍ତା ୩୦ତାରିଖ ମଙ୍ଗଳବାର ସକାଳ ୯ଟା ସମୟରେ, ସଂଘ ର ନିଷ୍ପତ୍ତି କ୍ରମେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଗଣଧାରଣା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ସମ୍ମୁଖ୍ୟରେ କରାଯିବ ବୋଲି, ଶ୍ରୀ ତ୍ରିପାଠୀ କହିଛନ୍ତି । 1,,ମୃତ୍ୟୁକାଳୀନ ସହାୟତା ଅନୁନ୍ୟ 5ଲକ୍ଷ ଟଙ୍କା କୁ ବୃଦ୍ଧି […]
ସଂଜୟ ଶତପଥୀ(କଟକ): ଶନିବାର ସନ୍ଧ୍ୟାରେ କଟକ ଟାଉନ ହଲ ଠାରେ କଟକ ମହାନଗର ବିଜୁ ଯୁବ ଜନତା ଦଳ ତଥା ବାରବାଟୀ କଟକ ଯୁବ ବିଜେଡି ତରଫରୁ କଟକ ମହାନଗର ଯୁବ ସଭାପତି ସୌମ୍ୟଦୀପ ଘୋଷ ଏବଂ ବାରବାଟୀ ଯୁବ ବିଜେଡି ସଭାପତି ସୟଦ ଜଲିଲ ଙ୍କ ନେତୃତ୍ୱ ରେ ବାରବାଟୀ କଟକ ର ୱାର୍ଡ ସ୍ତରୀୟ ବୈଠକ ଏବଂ ନୂତନ ୩୨ ଗୋଟି ୱାର୍ଡ ର ଯୁବ ସଭାପତି […]
ବାସ୍ତବବ୍ୟୁରୋ(ଢେଙ୍କାନାଳ): ତା ୨୬: ୦୫ ଢେଙ୍କାନାଳ ଜିଲ୍ଲା ଗଁଅଦିଆ ବ୍ଲକ ପାଞ୍ଚକେନ୍ଦୁ ( ଟୋଲଙ୍କପାଟିଆ ) ଗ୍ରାମର ମାନସ ପାତ୍ର ବୟସ ୪୬ ବର୍ଷ ଆଜି ସନ୍ଧ୍ୟା ୬ଘଟିକା ସମୟରେ ଶୌଚ ହେବାପାଇଁ ଯାଇ ନାଳରେ ପଡି ମୃତ୍ୟୁବରଣ କରିଛନ୍ତି । ସୁଚନା ଅନୁଯାଇ, ଟୋଲଙ୍କପାଟିଆ ଗ୍ରାମଦେଇ ଯାଇଥିବା ଚତୁରୀ ନାଳରେ ମାନସ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି।ଏହି ଗ୍ରାମର ସମସ୍ତ ଅଧିବାସୀ ଓ ଗୃହପାଳିତ ପଷୁ ଏହି ଚତୁରୀନଳ […]
ଜୟନ୍ତ ଶତପଥୀ(ଡେରାବିଶ): ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଦାନପୁର ପଞ୍ଚାୟତ ଭାଗବତ ପୁର ଗ୍ରାମ ରେ ଟ୍ରାକ୍ଟର ମାଟି ନେଇ ନାଳ ବନ୍ଧ କଚା ରାସ୍ତା ରେ ଯାଉଥିବା ବେଳେ ମାଟି ଧସେଇ ଯିବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା ।ଗାଡି ନାଳ କୁ ଛିଟିକି ପଡିବାରୁ ଗାଡି ତଳେ ଚାପି ହୋଇ ଡ୍ରାଇଭର ମନୋଜ କୁମାର ନାୟକ ଙ୍କ ମୃତୁ ହୋଇଥିବାବେଳେ,ଗାଡି ରେ ଥିବା ହେଲଫର ଗୁରୁତର ହୋଇଛି । ଡ୍ରାଇଭର […]
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର): ଭଞ୍ଜନଗର ମା ଠାକୁରାଣୀଙ୍କ ଐତିହାସିକ ଯାତ୍ରା ୨୧ ଦିନ ବ୍ୟାପି ଯାତ୍ରା ର ଶେଷ ଦିନ ଆଜି।୨୧ ଦିନ ମଧ୍ୟରେ ମା ଭଞ୍ଜନଗର ବିଭିନ୍ନ ସାହି ବୁଲି ଭକ୍ତଙ୍କ ପୂଜା ପାଇଥିଲେ।ପ୍ରତ୍ୟକଦିନ ବହୁ ପଟୁଆର ସବୁ ବାହାରି ନଗର ଭ୍ରମଣ ହୋଇଥିଲା। ସହରର ବିଭିନ୍ନ ଜାଗାରେ ମିନା ବଜାର, ଦୋଳି, ଅପେରା ସବୁ ହୋଇଥିଲା ।ଭଞ୍ଜନଗର ସହର ର ପାଖେ ପାଖି ଗ୍ରାମ ମାନଙ୍କରୁ ଜନସମାଗମ ହୋଇ […]
ପ୍ରମୋଦ ନାୟକ(ଭୁବନେଶ୍ବର): ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଲେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଏହି ସମୟରେ ଲୋକସେବା […]


