ନର୍ଲା ଆସନ ପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ଫାଇଦା ଉଠାଇ ପାରନ୍ତି ତୃତୀୟ ଅଦୃଶ୍ୟ ଶକ୍ତି କିମ୍ୱାରିପିଟ ହେବକି ନର୍ଲା ବିଧାନସଭା ଆସନ ?ସନ୍ତୋଷ ପାତ୍ର(ନର୍ଲା)୨୮/୦୩/୨୪: କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ମଧ୍ୟରୁ ନର୍ଲା ଆସନ ଟି ଦୀର୍ଘ ଦୁଇ ମାସ ଧରି ନର୍ଲା ରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସୁଅଛି । ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଙ୍କ ତାଲିକା ବହୁତ […]

ବାସ୍ତବ ବ୍ୟୁରୋ: ହୋଲିକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅମାନିଆଙ୍କୁ ଜଗିବା ପାଇଁ ୩୧ଟି ସ୍ଥାନରେ ମୁତୟନ ହେବେ ପୋଲିସ ଓ ଷ୍ଟ୍ରାଇକିଂ ଫୋର୍ସ । ଅପମିଶ୍ରଣ ହୋଇଥିବା କେମିକାଲ ରଙ୍ଗ ବ୍ୟବହାର କଲେ ନିଆଯିବ ଆକ୍ସନ। ରାସ୍ତାରେ ପାଟ୍ରୋଲିଂ ବଢ଼ାଯିବ। କେମିକାଲ ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ ହେବ। ଆଜି ଏ ନେଇ ସୂଚନା ଦେଇଛନ୍ତି […]

ସଂଜୟଶତପଥୀ(କଟକ):କଟକ ବାରବାଟୀ ବିଧାୟକ,ତଥା କଂଗ୍ରେସର ଆଗଧାଡିର ନେତା ଇଂ ମହମ୍ମଦ ମୋକିମଙ୍କୁ ଏକ ବଡ ଅସ୍ବସ୍ଥି ମିଳିଛି। ସୁପ୍ରିମକୋର୍ଟ ତାଙ୍କର ବିଧାୟକ ପଦ ରଦ୍ଦ ମାମଲାରେ ରହିତାଦେଶ ଜାରି କରିଛନ୍ତି। କିଛିଦିନ ତଳେ ହାଇକୋର୍ଟ ଇଂ ମୋକିମ୍ ଙ୍କ ବିଧାୟକ ପଦକୁ ରଦ୍ଦ କରି ଦେଇ ଥିଲେ। ଏପରିକି ସେ ପୂର୍ବତନ ବିଧାୟକ ବୋଲି ଲେଖିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରମକୋର୍ଟର […]

ସଂଜୟ ଶତପଥୀ(କଟକ): କଟକର ଯୋବ୍ରା ସ୍ଥିର ରାଜ୍ୟ ନୈ।ବାଣିଜ୍ଯ ସଂଗ୍ରହାଳୟ ସଭାଗୃହ ରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି “ଖୋଲାଝର୍କା” ଷଷ୍ଠ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁଖ୍ୟାତ କଥାଶିଳ୍ପୀ ଶ୍ରୀ ତରୁଣକାନ୍ତି ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲେଖକ ଓ ସାହିତ୍ୟ ସମାଲୋଚକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ […]

ଆଦିତ୍ଯ ବେହେରା(ଭୁବନେଶ୍ୱର): ଲୋକସେବା ଭବନରେ ଅନୁଷ୍ଠିତ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି,ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ଆମେ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେଉ ଆମେ ଚାହୁଁଛୁ। ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର। ଯୁବବର୍ଗଙ୍କ ମହତ୍ତ୍ୱାକାଂକ୍ଷାକୁ ଗୁରୁତ୍ୱ ଦେଇ ସର୍ବୋତ୍କୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ […]

ଆଦିତ୍ଯ ବେହେରା(ଭୁବନେଶ୍ବର): ଆଜି ଘୋଷଣା ହେଲା ୨୪ ନିର୍ବାଚନର ତାରିଖ। ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ ଲୋକସଭା ଏବଂ ୪ଟି ରାଜ୍ୟର ବିଧାନସଭା ତାରିଖ ମଧ୍ୟ ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ମେ୧୩ ତାରିଖରୁ ଆରମ୍ଭ ହେବ ନିର୍ବାଚନ । ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ସ୍ଥିର କରାଯାଇଥିବା […]

ସନ୍ତୋଷ ପାତ୍ର (ନର୍ଲା):୧୩/୦୩/୨୪ ଦୀର୍ଘ ୪୫ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ବିତିଯାଇଥିଲେ ମଧ୍ୟ ମଦନପୁର ରାମପୁର ଠାରେ ନର୍ଲା ରେଞ୍ଜ ଅଫିସ୍ କାହିଁକି କାର୍ଯ୍ୟକାରୀ କରୁଅଛି ଏହାର ଜବାବ ମାଗୁଛନ୍ତି ସାଧାରଣ ଜନତା ସହିତ ନବ ନିର୍ମାଣ କୃଷକ ସଙ୍ଗଠନ ର ବରିଷ୍ଟ ନେତା ଦୁର୍ଯ୍ୟୋଧନ କୁମାର । ଶ୍ରୀଯୁକ୍ତ କୁମାର ଙ୍କ କହିବା ଅନୁଯାୟୀ, ନର୍ଲା ରେଞ୍ଜ ଅଫିସ୍ ଚାରି ଗୋଟି ସେକ୍ସନ କୁ ନେଇ ଗଠିତ […]

ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ପ୍ରହେଳିକା ରେ ପରିଣତ ହୋଇଛି,ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ଓଡ଼ିଶା ର ସ୍ବପ୍ନ ।ଏହାର ଅନେକ ନମୁନା ଓଡିଶାର ସାଧାରଣ ଜନତାଙ୍କ ନଜରରେ ଅଛି ।କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ବାପା ମୋ କେନ୍ଦ୍ରାପଡ଼ା କହି ଆସୁଥିବାର ନଜିର ରହିଛି ।ଏବେ ନବୀନ ପଟ୍ଟନାୟକ କହନ୍ତି ମୋ କେନ୍ଦ୍ରାପଡ଼ା ।ହେଲେ କେନ୍ଦ୍ରାପଡ଼ାର ଭାଗ୍ୟ ସବୁବେଳେ ବନ୍ୟାବାତ୍ୟାର କୃରତା ରେ ନିଷ୍ପେସିତ।ବିକାଶ କେନ୍ଦ୍ରାପଡ଼ାର ଜନସାଧାରଣ ଙ୍କ ପାଇଁ ଏକ ସ୍ଲୋଗାନ ହୋଇ ରହିଯାଇଛି […]

ସଂଜୟ ଶତପଥୀ(କଟକ): କଟକ ଲୋକସଭା କ୍ଷେତ୍ରରେ ବିକଶିତ ଭାରତ ପ୍ରଚାର ଗାଡ଼ି ।ଯଶ୍ଵସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର, ଲୋକାଭିମୁଖୀ ଓ ଜନକଲ୍ୟଣକାରୀ କାର୍ଯ୍ୟ ବିଷୟରେ ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ ବିକଶିତ ଭାରତ ପ୍ରଚାର ଗାଡ଼ି ଚୌଦ୍ଵାର କଟକ ବିଧାନସଭା ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରଯୁକ୍ତ ନୟନ କିଶୋର ମହାନ୍ତି କଲେଜ ଛକ ସ୍ଥିତ ସୁବାଷ ବୋଷ ଙ୍କ […]

Pin It on Pinterest