ନର୍ଲା(ସନ୍ତୋଷ ପାତ୍ର)ତା ୧୯/୦୧/୨୪: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ନର୍ଲା ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରମୂଖ ଦଳର ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଦଳୀୟ ଟିକେଟ ପାଇବା ଆଶାରେ ଦଳ ବିରୋଧୀ କାର୍ଯ୍ୟକଳାପ ସହିତ ବିରୋଧି ଦଳର ମୁଖିଆ ଙ୍କ ସହିତ ସାକ୍ଷାତ କରୁଥିବା ସଧାରଣରେ ଆଲୋଚନା ହେଉଛି। କଛି ଦିନ ତଳେ ବିଜୁ ଜନତା ଦଳ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ନର୍ଲା […]
Odishanews
କଟ୍ଅ୍ଫ ମାର୍କ କେତେ ରଖାଯାଇ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହା ବଡ ଆଶ୍ଚର୍ଯ୍ୟଜନକ ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ୱ ହୋଇଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି? ମେରିଟ୍ ଲିଷ୍ଟ୍ରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତି ଆଦିତ୍ଯ ବେହେରା(ଭୁବନେଶ୍ୱର) ତା.୧୯/୦୧: ଏବେ ପ୍ରକାଶିତ ହୋଇଥିବା କନିଷ୍ଠ […]
ସନ୍ତୋଷ ପାତ୍ର(ନର୍ଲା)୧୮/୦୧/୨୩: କଳହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ୍ ଗ୍ରାମ ପଞ୍ଚାୟତ କେନ୍ଦୁ ବାହାଲି , ମହ ଗାଁ , ପଲମ ଆଦି ଗ୍ରାମରେ ୨୦୨୦-୨୧ ମସିହାରୁ ସିଡିପି ଯୋଜନା ରେ ଚାଷୀ ଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବା ନିମନ୍ତେ ଉଦ୍ୟାନ ବିଭାଗ ଜରିଆରେ ମେଗା ଲିଫ୍ଟ ଅଧିନସ୍ଥ ପରିବା ଚାଷୀ ମାନଙ୍କୁ ପ୍ରତି ଚାଷୀ ଙ୍କୁ ୫୦ ଡିସିମିଲ ପରିବା ଚାଷ ପାଇଁ ୨୨ ହଜାର ଟଙ୍କା […]
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧୀନରେ କାର୍ଯ୍ୟ କରୁଥିବା ପୁରୀଘାଟ ଥାନା କୁ ଏକ ସଫଳତା ମିଳିଛି। ସୂଚନାଯୋଗ୍ୟ ଯେ,ଚୋରା ଗଂଜେଇ ବିକ୍ରି ହେଉଥିବାର କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୧୪ତାରିଖ ସକାଳ ୦୯/୨୭ ମିନିଟ୍ ରେ ପୁରୀଘାଟ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଯତୀନ୍ଦ୍ର ମୋହନ ସେଠୀଙ୍କ ନିର୍ଦ୍ଦେଶରେ ପୁରୀଘାଟ ଥାନା ର ସହକାରୀ ନିରୀକ୍ଷକ ଶ୍ରୀ ବିଭୁତି ଭୁଷଣ ଦାସ ଓ ଶ୍ରୀ […]
ସଂଜୟ ଶତପଥୀ(କଟକ): କଟକର ମଧୁପାଟଣା ଛକ ନିକଟରେ ଜନୈକ ସାମ୍ବାଦିକ ଙ୍କ ମାଞ୍ଜା ଗୁଡ଼ି ସୁତା ରେ ବେକ କଟିବା ପ୍ରସଙ୍ଗ କୁ ନେଇ କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ମାଞ୍ଜା ଗୁଡିସୁତା ବିକ୍ରି କରିବା ଉପରେ ରୋକ୍ ଲଗାଯିବା ଏବଂ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ କେତେକ ବ୍ୟବସାୟୀ ଏହି ବ୍ୟବସାୟରେ ଲିପ୍ତ ରହି ଚୋରାରେ ଏହି ବିପଦପୂର୍ଣ୍ଣ ମାଞ୍ଜା ଗୁଡିସୁତା ବିକ୍ରି କରୁଥିତ୍ଲା । ଖବର ପାଇ […]
ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ଖୋଲିଲା ଭିତରକନିକା।ପର୍ଯ୍ୟଟକ ମାନଙ୍କ ପାଇଁ ଜାନୁୟାରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବ ଙ୍କ ସୂଚନା ଅନୁଯାଇ, କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା କରାଯାଇଥିଲା। ଚଳିତ ବର୍ଷ, ବଉଳାକୁମ୍ଭୀରଙ୍କ […]
ସଂଜୟ ଶତପଥୀ(କଟକ): ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରମାନଙ୍କ ଶହୀଦତାକୁ ସ୍ମରଣ କରିବା ପାଇଁ ଗତ ବର୍ଷ ଠାରୁ ସାରା ଦେଶରେ ୨୬ ଡିସେମ୍ବର କୁ ବୀର ବାଲ୍ ଦିବସ ରୁପେ ପାଳନ କରାଯାଉଛି।ଏହି ଅବସରରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ସ୍ଵାଧୀନତାର ସୁବର୍ଣ୍ଣଯୁଗରେ ‘ବୀର ବାଲ ଦିବସ’ ଆକାରରେ […]
ସଂଜୟ ଶତପଥୀ(କଟକ):କଟକ ନଗର ଜିଲ୍ଲା ବିଜେପି ତରଫରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଗତ କାଲି ଅପରାହ୍ନରେ କଟକ ସବ କଲେକଟରଙ୍କ ଅଫିସ ସମ୍ମୁଖରେ ରେ ନବୀନ ସରକାରର ଶଙ୍ଖ ଖୋଳପା ଭିତରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ ରାଜ୍ୟ ସଭା ସାଂସଦ ଧୀରାଜ ସାହୁଙ୍କ ଘରୁ ମିଳିଥିବା ବିପୁଳ ବେନାମୀ କଳା […]


