ବାସ୍ତବ ବ୍ୟୁରୋ- ଚଳିତ ବର୍ଷ ମେଡ଼ିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ ହେଉଛନ୍ତି ଓ୍ବିଲୟମ୍ ଜି. କାଇଲିନ୍, ସାର୍ ପିଟର ଜେ. ରାଟ୍କି୍ଲଫ ଏବଂ ଗ୍ରେଗ୍ ଏଲ୍. ସିମେଞ୍ଜା। ସେଲ୍ ଦ୍ୱାରା ଅମ୍ଳଜାନ କିଭଳି ଗ୍ରହଣ କରାଯାଇଥାଏ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ସୁଇଡିସ୍ ଏକାଡେମୀ ଦ୍ୱାରା ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ।
Next Post
ଆଜିର ଖାସ୍ ଖବର
Thu Oct 10 , 2019
୧-ଜିଓର ଦୀପାବଳି ଝଟକା: ଫ୍ରି କଲିଂର ଗଲା ଯୁଗ, ପ୍ରତି ମିନିଟ ପିଛା ଦେବାକୁ ପଡିବ ଚାର୍ଜ ଛ’ ପଇସା। ୨-ଲୀଳାଖେଳା ସାରି ଧରାପୃଷ୍ଠରୁ ବିଦାୟ ନେଲେ ମାଆ ଦୁର୍ଗା। ସରିଲା ଏ ବର୍ଷର ଦଶହରା। ୩-୧.୧୯ କୋଟି କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ଭେଟି, ମହଙ୍ଗା ଭତ୍ତା ୫% ବଢି ମୋଟ ୧୭% ହେଲା। ୪-‘ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତାଟିଏ ନଥିବା ଦୁର୍ଭାଗ୍ୟଜନକ’: ବିଜେପି। ୫-ରସାୟନ ବିଜ୍ଞାନ ପାଇଁ […]

You May Like
-
6 years ago
ଖବର ଡଗର ଦିନ ୧୦ ରୁ ରାତି ୧୦ …..
-
5 years ago
ପିତୃ ପୁରଷଙ୍କୁ ପିଣ୍ଡଦାନ ପାଇଁ ସ୍ୱତନ୍ତ୍ର ରେଳ ଗାଡି…
-
6 years ago
ଆଜିର ଖାସ୍ ଖବର
-
6 years ago
ଆଜିର ଖାସ୍ ଖବର


